ମେଜର୍‌ଙ୍କ ପତ୍ନୀଙ୍କୁ ମାରିଲେ ମେଜର୍‌; ୬ ମାସରେ ୩୦୦୦ ଥର କରିଥିଲେ କଲ୍‌

ନୂଆଦିଲ୍ଲୀ: ଭାରତୀୟ ସେନାର ମେଜର ଅମିତ ଦ୍ୱିବେଦୀଙ୍କ ପତ୍ନୀ ଶୈଳଜା ଦ୍ୱିବେଦୀଙ୍କ ହତ୍ୟାକାରୀ ତଥା ମେଜର ନିଖିଲ ହାଣ୍ଡାଙ୍କ ଗୁମର ଧୀରେ ଧୀରେ ଖୋଲିବାରେ ଲାଗିଛି। ରବିବାର ପୋଲିସ ନିଖିଲଙ୍କୁ ଗିରଫ କରିବା ପରେ ତାଙ୍କ ବିଷୟରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଛି। ପୋଲିସ କହିବା ଅନୁସାରେ ଏହି ହତ୍ୟାକାଣ୍ଡ ପ୍ରେମ ସମ୍ପର୍କକୁ ନେଇ ଘଟିଛି। ଉଭୟ ଶୈଳଜା ଓ ନିଖିଲ ଭଲ ସାଙ୍ଗ ଥିଲେ। ବନ୍ଧୁତ୍ୱ ଏମିତି ଥିଲା ଯେ ନିଖିଲ ଗତ ୬ ମାସ […]

major

major

Rakesh Mallick
  • Published: Monday, 25 June 2018
  • Updated: 25 June 2018, 10:15 AM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ ସେନାର ମେଜର ଅମିତ ଦ୍ୱିବେଦୀଙ୍କ ପତ୍ନୀ ଶୈଳଜା ଦ୍ୱିବେଦୀଙ୍କ ହତ୍ୟାକାରୀ ତଥା ମେଜର ନିଖିଲ ହାଣ୍ଡାଙ୍କ ଗୁମର ଧୀରେ ଧୀରେ ଖୋଲିବାରେ ଲାଗିଛି। ରବିବାର ପୋଲିସ ନିଖିଲଙ୍କୁ ଗିରଫ କରିବା ପରେ ତାଙ୍କ ବିଷୟରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଛି। ପୋଲିସ କହିବା ଅନୁସାରେ ଏହି ହତ୍ୟାକାଣ୍ଡ ପ୍ରେମ ସମ୍ପର୍କକୁ ନେଇ ଘଟିଛି। ଉଭୟ ଶୈଳଜା ଓ ନିଖିଲ ଭଲ ସାଙ୍ଗ ଥିଲେ। ବନ୍ଧୁତ୍ୱ ଏମିତି ଥିଲା ଯେ ନିଖିଲ ଗତ ୬ ମାସ ମଧ୍ୟରେ ଶୈଳଜାଙ୍କୁ ୩୦୦୦ ଥର କଲ୍‌ କରିଥିଲେ।

shailajaସହି ପାରିଲେନି ଦୂରତା

ନାଗାଲାଣ୍ଡର ଦିମାପୁରରେ ୨୦୧୫ରେ ପୋଷ୍ଟିଂ ପରେ ଅମିତ ପରିବାର ସହ ସେଠାରେ ରହିଥିଲେ। ଏହି ସମୟରେ ସେଠାରେ କାର୍ଯ୍ୟରତ ନିଖିଲଙ୍କ ସହ ସେମାନଙ୍କ ବନ୍ଧୁତ୍ୱ ହୋଇଥିଲା। ନିଖିଲ ସେଠାରେ ଏକଲା ରହୁଥିଲେ। ଉଭୟ ପରିବାର ମଧ୍ୟରେ ବନ୍ଧୁତ୍ୱ ବଢ଼ିବା ସହ ନିଖିଲ ଶୈଳଜାଙ୍କୁ ଭଲ ପାଇ ବସିଥିଲେ। କୁହାଯାଉଛି ସେ ଶୈଳଜାଙ୍କ ବାହା ହେବାକୁ ପ୍ରସ୍ତାବ ଦେଥିଲେ। ତେବେ ଶୈଳଜା ତାଙ୍କୁ ମନା କରିଦେଇଥିଲେ। ପରେ ଅମିତ ଦିଲ୍ଲୀକୁ ବଦଳି ହୋଇ ଆସିଥିଲେ। ନିଖିଳ ଏହାକୁ ସହି ପାରି ନଥିଲେ। ଏହାପରେ ସେ ଦେହ ଖରାପର ବାହାନା କରି ଦିଲ୍ଲୀ ପଳାଇ ଆସିଥିଲେ। ନିଜର ଓ ପୁଅର ଦେହ ଖରାପ କହି ବେସ୍‌ ହସ୍ପିଟାଲରେ ଆଡମିଟ୍‌ ହୋଇଥିଲେ। ଏହାପରେ ସେ ହତ୍ୟାର ପ୍ଲାନ କରିବା ସହ ସୁଯୋଗ ମିଳିବାକୁ ଅପେକ୍ଷା କରି ରହିଥିଲେ। ସୁଯୋଗ ମିଳିବା ପରେ ସେ ଶୈଳଜାଙ୍କୁ ଗଳାକାଟି ହତ୍ୟା କରିଥିଲେ। ଏହାପରେ ସେ ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ତାଙ୍କ ଉପରେ ଗାଡି ଚଢ଼ାଇ ଦେଇଥିଲେ।

shailajaଖୋଲା ମନର ବ୍ୟକ୍ତିତ୍ୱ ଥିଲେ ଶୈଳଜା

ଏକ ୱେବସାଟ୍‌ରେ ଥିବା ପ୍ରୋଫାଇଲ୍‌ ଅନୁସାରେ ଶୈଳଜା ଅର୍ବାନ ପ୍ଲାନିଂରେ ଏମ୍‌ଟେକ୍‌ କରିଥିଲେ। ସେ ମିସେସ୍‌ ଇଣ୍ଡିଆ ଆର୍ଥ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। ଗତବର୍ଷ ମିସେସ୍‌ ଇଣ୍ଡିଆ ଆର୍ଥ ମ୍ୟାଗେଜିନର କଭର୍‌ ପେଜ୍‌ରେ ତାଙ୍କର ଫଟୋ ଆସିଥିଲା। ଏଥିରେ ତାଙ୍କୁ ଅଧିକ କ୍ରିଏଟିଭ ମହିଳା ଭାବେ ଦର୍ଶା ଯାଇଥିଲା। ଗୁରୁ ନାନକ ଦେବ ୟୁନିଭର୍ସିଟିରେ ସେ ୫ ବର୍ଷ ଅଧ୍ୟାପିକା ଭାବେ କାମ କରିଥିଲେ। କୋଚ୍‌ ଆଣ୍ଡ କେୟାର ଏନ୍‌ଜିଓ ସହ ମିଶି ଗରିବ ପିଲାଙ୍କୁ ଫ୍ରି ଟାଇମ୍‌ରେ ପାଠ ପଢ଼ାଉଥିଲେ।  ଶୈଳଜାଙ୍କୁ ଗୀତ ଗାଇବା, ଡ୍ୟାନ୍ସ କରିବା, ରୋଷେଇ କରିବା ଓ ବଲିଉଡ ଗୀତ ଶୁଣିବାକୁ ଭଲ ଲାଗୁଥିଲା। ଜୋକ୍ସ ଶୁଣିବାକୁ ମଧ୍ୟ ଶୈଳଜା ବହୁତ ଭଲ ପାଉଥିଲେ।

shailajaସ୍ୱପ୍ନ ଦେଖିବାକୁ ଭଲ ପାଉଥିଲେ

ସ୍ୱପ୍ନ ଦେଖିବାକୁ ଭଲ ପାଉଥିଲେ ଶୈଳଜା। ସେ କହୁଥିଲେ, ଯିଏ ସ୍ୱପ୍ନ ଦେଖୁ ନାହାନ୍ତି ସେ କିଛି ହାସଲ କରିପାରିବେ ନାହିଁ। ସେ ଦୁନିଆକୁ ପ୍ରେମ ଓ ସମବେଦନା ଦୃଷ୍ଟିରେ ଦେଖୁଥିଲେ। ସେ ତାଙ୍କ ସୋସିଆଲ ମିଡିଆ ପ୍ରୋଫାଇଲରେ ଲେଖିଥିଲେ, I am very confident, bubbly, chirpy and happy go lucky girl.

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story