ଔରଙ୍ଗଜେବ୍‌ଙ୍କ ହତ୍ୟା ଘଟଣାରେ ୩ ଯବାନଙ୍କୁ ପଚରାଉଚରା

ଶ୍ରୀନଗର: ଗତ ବର୍ଷ ଜୁନ୍‌ ମାସରେ ଜମ୍ମୁ କଶ୍ମୀରରେ ଯବାନ ଔରଙ୍ଗଜେବଙ୍କ ହତ୍ୟା ପଛରେ କିଛି ଯବାନଙ୍କ ହାତ ରହିଥିବା ନେଇ ଅଭିଯୋଗ ହୋଇଥିବାରୁ ସେନା ପକ୍ଷରୁ ପଚରାଉଚରା ଆରମ୍ଭ ହୋଇଛି। ସେ ଘରକୁ ଫେରୁଥିବାବେଳେ ଜମ୍ମୁ କଶ୍ମୀରର ପୁଲ୍‌ୱାମାଠାରେ ତାଙ୍କୁ କିଛି ଆତଙ୍କବାଦୀ ଅପହରଣ କରିବା ପରେ ହତ୍ୟା କରିଥିବା ପୂର୍ବରୁ ଅଭିଯୋଗ ହୋଇଥିଲା। ସେ ଇଦ୍‌ ମନାଇବା ପାଇଁ ପୁଞ୍ଛଠାରେ ଥିବା ତାଙ୍କ ଘରକୁ ଫେରୁଥିଲେ। ପୁଲିସ ଏବଂ ସେନାର ଏକ ମିଳିତ ଦଳ […]

aurangjeb

aurangjeb

Subrat Kumar Nayak
  • Published: Wednesday, 06 February 2019
  • Updated: 06 February 2019, 12:13 PM IST

Sports

Latest News

ଶ୍ରୀନଗର: ଗତ ବର୍ଷ ଜୁନ୍‌ ମାସରେ ଜମ୍ମୁ କଶ୍ମୀରରେ ଯବାନ ଔରଙ୍ଗଜେବଙ୍କ ହତ୍ୟା ପଛରେ କିଛି ଯବାନଙ୍କ ହାତ ରହିଥିବା ନେଇ ଅଭିଯୋଗ ହୋଇଥିବାରୁ ସେନା ପକ୍ଷରୁ ପଚରାଉଚରା ଆରମ୍ଭ ହୋଇଛି।

ସେ ଘରକୁ ଫେରୁଥିବାବେଳେ ଜମ୍ମୁ କଶ୍ମୀରର ପୁଲ୍‌ୱାମାଠାରେ ତାଙ୍କୁ କିଛି ଆତଙ୍କବାଦୀ ଅପହରଣ କରିବା ପରେ ହତ୍ୟା କରିଥିବା ପୂର୍ବରୁ ଅଭିଯୋଗ ହୋଇଥିଲା। ସେ ଇଦ୍‌ ମନାଇବା ପାଇଁ ପୁଞ୍ଛଠାରେ ଥିବା ତାଙ୍କ ଘରକୁ ଫେରୁଥିଲେ।

ପୁଲିସ ଏବଂ ସେନାର ଏକ ମିଳିତ ଦଳ ତାଙ୍କ ମୃତ ଦେହ ପାଇଥିଲେ। ତାଙ୍କ ମୁଣ୍ଡ ଏବଂ ବେକ ପାଖରେ ଗୁଳି ମାଡ଼ ହୋଇଥିଲା।

କିନ୍ତୁ ୪୪ ରାଷ୍ଟ୍ରୀୟ ରାଇଫଲ୍ସର ଏହି ୩ ଯବାନ ଔରଙ୍ଗଜେବଙ୍କ ଗତିବିଧି ବାବଦରେ ତଥ୍ୟ ଲିକ୍‌ କରିଥିବାନେଇ ତଦନ୍ତ ପରେ ସନ୍ଦେହ ହେବାରୁ ସେମାନଙ୍କୁ ପଚରାଉଚରା କରାଯାଇଛି।

ସୂଚନାଯୋଗ୍ୟ ଯେ, ତାଙ୍କର ମୃତ୍ୟୁ ପରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଅମିତ ଶାହ ଏବଂ ସେନା ମୁଖ୍ୟ ଜେନେରାଲ ବିପିନ ରାୱତ୍ ପୃଥକ ପୃଥକ ଭାବରେ ଔରଙ୍ଗଜେବ୍‌ଙ୍କ ପରିବାର ଲୋକଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ସାନ୍ତ୍ୱନା ଦେଇଥିଲେ। ଔରଙ୍ଗଜେବଙ୍କୁ ମରଣୋତ୍ତର ଭାବରେ ଶୌର୍ଯ୍ୟ ଚକ୍ରରେ ସମ୍ମାନିତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story