ଅରୁଣ ଜେଟଲିଙ୍କୁ  ଅଡ଼ୁଆ ପ୍ରଶ୍ନ: ବୁଲେଟ ଟ୍ରେନ୍‌କୁ ହିନ୍ଦୀରେ କ’ଣ କୁହାଯାଏ ?

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲି ରବିବାର ଦିଲ୍ଲୀର ଏକ ସେମିନାରରେ ଭାଷଣ ଦେଉଥିଲେ।  ଏହି ଅବସରରେ ସେ ବୁଲେଟ ଟ୍ରେନ୍‌ ଉପରେ ନିଜର ବକ୍ତବ୍ୟ ଦେଉଥିଲେ।  ଆଲୋଚନା ଖୁବ୍‌ ଗରମାଗରମ ଚାଲୁଥିଲା। ଏହି ସମୟରେ ହଠାତ ଜଣେ ବ୍ୟକ୍ତି ଜେଟଲୀଙ୍କୁ  ଏକ  ଅଜବ ପ୍ରଶ୍ନକରି  ଅଡ଼ୁଆରେ ପକାଇଦେଇଥିଲେ। ବୁଲେଟ୍‌ ଟ୍ରେନ୍‌କୁ  ହିନ୍ଦୀରେ କ’ଣ କୁହାଯିବ ବୋଲି ପ୍ରଶ୍ନ ପଚାରିବାରୁ ଜେଟଲି ଫିଡ଼ିକି ଯାଇଥିଲେ। ପ୍ରଶ୍ନ କରିଥିବା ବ୍ୟକ୍ତି ଉପରେ ଜେଟଲି ବିରକ୍ତି ପ୍ରକାଶ କରି ଗୁରୁତ୍ୱପୂର୍ଣ୍ଣ […]

p-44

p-44

Rakesh Mallick
  • Published: Sunday, 24 September 2017
  • Updated: 24 September 2017, 05:02 PM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲି ରବିବାର ଦିଲ୍ଲୀର ଏକ ସେମିନାରରେ ଭାଷଣ ଦେଉଥିଲେ।  ଏହି ଅବସରରେ ସେ ବୁଲେଟ ଟ୍ରେନ୍‌ ଉପରେ ନିଜର ବକ୍ତବ୍ୟ ଦେଉଥିଲେ।  ଆଲୋଚନା ଖୁବ୍‌ ଗରମାଗରମ ଚାଲୁଥିଲା।

ଏହି ସମୟରେ ହଠାତ ଜଣେ ବ୍ୟକ୍ତି ଜେଟଲୀଙ୍କୁ  ଏକ  ଅଜବ ପ୍ରଶ୍ନକରି  ଅଡ଼ୁଆରେ ପକାଇଦେଇଥିଲେ। ବୁଲେଟ୍‌ ଟ୍ରେନ୍‌କୁ  ହିନ୍ଦୀରେ କ’ଣ କୁହାଯିବ ବୋଲି ପ୍ରଶ୍ନ ପଚାରିବାରୁ ଜେଟଲି ଫିଡ଼ିକି ଯାଇଥିଲେ। ପ୍ରଶ୍ନ କରିଥିବା ବ୍ୟକ୍ତି ଉପରେ ଜେଟଲି ବିରକ୍ତି ପ୍ରକାଶ କରି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ବେଳେ ଖାମଖିଆଲୀ ନ ହେବାକୁ ପରାମର୍ଶ ଦେଇଥିଲେ। ତେବେ ପ୍ରଶ୍ନ ପଚାରିଥିବା ବ୍ୟକ୍ତି ଜଣକଙ୍କ କହିବା ଅନୁଯାୟୀ ହିନ୍ଦୀ ମଝିରେ ଇଂରାଜୀର ଅନୁପ୍ରବେଶକୁ ସେ ପସନ୍ଦ କରନ୍ତି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story