ଦିଲ୍ଲୀରେ ପ୍ରଦୂଷଣ ସମସ୍ୟା ନେଇ ଖଟ୍ଟରଙ୍କୁ ଭେଟିଲେ କେଜ୍ରିୱାଲ: ଦେଖାକରିବାକୁ ମନାକଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ହରିଆଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟରଙ୍କୁ ଭେଟିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ। ଦିଲ୍ଲୀରେ ବଢ଼ୁଥିବା ପ୍ରଦୂଷଣର ମୁକାବିଲା ସମ୍ପର୍କରେ ଖଟ୍ଟରଙ୍କ ସହ ଆଲୋଚନା କରିଛନ୍ତି ଅରବିନ୍ଦ କେଜ୍ରିୱାଲ। ଶେଷ ଖବର ସୁଦ୍ଧା, ଉଭୟ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ବୈଠକ ଜାରି ରହିଛି। ଗତ କିଛି ଦିନ ଧରି ଦିଲ୍ଲୀ ଏବଂ ଆଖପାଖ ଅଞ୍ଚଳରେ ଧୂଳି ଓ ଧୂଆଁ ଆସ୍ତରଣ ଖେଳି ରହିଥିଲା। ତେବେ ହରିଆଣା, ପଞ୍ଜାବ ଓ ଉତ୍ତରପ୍ରଦେଶ ସୀମାରେ ଫସଲ ଏବଂ ଜମି ପୋଡ଼ି […]

arvind-kejriwal-manohar-lal-khattar-ndtv_650x400_71510729536

Rakesh Mallick
  • Published: Wednesday, 15 November 2017
  • Updated: 15 November 2017, 04:30 PM IST

Sports

Latest News

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ହରିଆଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟରଙ୍କୁ ଭେଟିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ। ଦିଲ୍ଲୀରେ ବଢ଼ୁଥିବା ପ୍ରଦୂଷଣର ମୁକାବିଲା ସମ୍ପର୍କରେ ଖଟ୍ଟରଙ୍କ ସହ ଆଲୋଚନା କରିଛନ୍ତି ଅରବିନ୍ଦ କେଜ୍ରିୱାଲ। ଶେଷ ଖବର ସୁଦ୍ଧା, ଉଭୟ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ବୈଠକ ଜାରି ରହିଛି। ଗତ କିଛି ଦିନ ଧରି ଦିଲ୍ଲୀ ଏବଂ ଆଖପାଖ ଅଞ୍ଚଳରେ ଧୂଳି ଓ ଧୂଆଁ ଆସ୍ତରଣ ଖେଳି ରହିଥିଲା। ତେବେ ହରିଆଣା, ପଞ୍ଜାବ ଓ ଉତ୍ତରପ୍ରଦେଶ ସୀମାରେ ଫସଲ ଏବଂ ଜମି ପୋଡ଼ି ଯୋଗୁଁ ଏହା ବଢ଼ୁଥିବା କହିଥିଲେ ଏନ୍ଜିଟି। ଅନ୍ୟପଟେ ବୈଠକ ପାଇଁ କେଜ୍ରିୱାଲଙ୍କୁ ସମୟ ଦେବାକୁ ମନା କରିଦେଇଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story