ମୋଦୀଙ୍କ ପରେ କେଜ୍ରିଓ୍ୱାଲ କହିଲେ ହୋଲି ଖେଳିବେନି

ନୂଆଦିଲ୍ଲୀ: ନିକଟରେ ଉତ୍ତର ପୂର୍ବ ଦିଲ୍ଲୀରେ ହୋଇଥିବା ହିଂସା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ହୋଲି ପାଳିବେ ନାହିଁ। ବୁଧବାର ଏ ନେଇ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ୱାଲ ସାମ୍ୱାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି।ଖାଲି କେଜ୍ରିଓ୍ୱାଲ ନୁହଁନ୍ତି ତାଙ୍କ ନେତୃତ୍ୱାଧୀନ ଆମ୍ ଆଦମୀ ପାର୍ଟିର ଦଳୀୟ ବିଧାୟକ ଏବଂ କର୍ମୀ ମାନେ ମଧ୍ୟ ହୋଲି ପାଳିବେ ନାହିଁ। ଉତ୍ତର ପୂର୍ବ ଦିଲ୍ଲୀରେ ହୋଇଥିବା ହିଂସାରେ ୪୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦୦ରୁ ଅଧିକ ଆହତ ହୋଇଛନ୍ତି। କେଜ୍ରିଓ୍ୱାଲଙ୍କ […]

kejriwal-takes-charge-of-office

kejriwal-takes-charge-of-office

Subhransu Sekhar
  • Published: Wednesday, 04 March 2020
  • Updated: 04 March 2020, 03:45 PM IST

ନୂଆଦିଲ୍ଲୀ: ନିକଟରେ ଉତ୍ତର ପୂର୍ବ ଦିଲ୍ଲୀରେ ହୋଇଥିବା ହିଂସା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ହୋଲି ପାଳିବେ ନାହିଁ। ବୁଧବାର ଏ ନେଇ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ୱାଲ ସାମ୍ୱାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି।ଖାଲି କେଜ୍ରିଓ୍ୱାଲ ନୁହଁନ୍ତି ତାଙ୍କ ନେତୃତ୍ୱାଧୀନ ଆମ୍ ଆଦମୀ ପାର୍ଟିର ଦଳୀୟ ବିଧାୟକ ଏବଂ କର୍ମୀ ମାନେ ମଧ୍ୟ ହୋଲି ପାଳିବେ ନାହିଁ। ଉତ୍ତର ପୂର୍ବ ଦିଲ୍ଲୀରେ ହୋଇଥିବା ହିଂସାରେ ୪୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦୦ରୁ ଅଧିକ ଆହତ ହୋଇଛନ୍ତି।

କେଜ୍ରିଓ୍ୱାଲଙ୍କ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ହୋଲି ପାଳିବେ ନାହିଁ ବୋଲି କହିଛନ୍ତି। କରୋନା ଭାଇରସ ପାଇଁ ଏକାଠି ନହେବାକୁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି। ଏହାକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ମୋଦୀ ହୋଲି ମିଳନ କାର୍ଯ୍ୟକ୍ରମରେ ସାମିଲ୍ ହେବେ ନାହିଁ ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story