କେଜ୍ରିଙ୍କ କାର୍‌କୁ ଆକ୍ରମଣ କଲେ ବିଜେପି କର୍ମୀ!

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ କାର ଉପରେ ଆକ୍ରମଣ ହୋଇଥିବା ଖବର ମିଳିଛି। ପ୍ରାୟ ଶହେ ଜଣ ଥିବା ଏହି ଗୋଷ୍ଠୀ ବିଜେପି ପତାକା ଓ ଠେଙ୍ଗା ସହିତ ଆସିଥିଲେ ଏବଂ ନରେଲା ନାମକ ଏକ ସ୍ଥାନରେ କେଜ୍ରିଙ୍କ କାର୍ ଉପରେ ଆକ୍ରମଣ କରିଥିଲେ। କେଜ୍ରିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇ କୁହାଯାଇଛି ଯେ ଏଥିରେ କେହି ଆହତ ହୋଇନାହାନ୍ତି। କିନ୍ତୁ କାର୍‌ର ମିରର୍‌ ଭାଙ୍ଗିଦିଆଯାଇଛି। ସୁରକ୍ଷାକର୍ମୀଙ୍କ ଯୋଗୁ ଅରବିନ୍ଦ ଘଟଣାସ୍ଥଳରୁ ଖସିଆସିପାରିଥିଲେ। ଦିଲ୍ଲୀ […]

bjp

bjp

Subrat Kumar Nayak
  • Published: Friday, 08 February 2019
  • Updated: 08 February 2019, 06:56 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ କାର ଉପରେ ଆକ୍ରମଣ ହୋଇଥିବା ଖବର ମିଳିଛି। ପ୍ରାୟ ଶହେ ଜଣ ଥିବା ଏହି ଗୋଷ୍ଠୀ ବିଜେପି ପତାକା ଓ ଠେଙ୍ଗା ସହିତ ଆସିଥିଲେ ଏବଂ ନରେଲା ନାମକ ଏକ ସ୍ଥାନରେ କେଜ୍ରିଙ୍କ କାର୍ ଉପରେ ଆକ୍ରମଣ କରିଥିଲେ।

କେଜ୍ରିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇ କୁହାଯାଇଛି ଯେ ଏଥିରେ କେହି ଆହତ ହୋଇନାହାନ୍ତି। କିନ୍ତୁ କାର୍‌ର ମିରର୍‌ ଭାଙ୍ଗିଦିଆଯାଇଛି। ସୁରକ୍ଷାକର୍ମୀଙ୍କ ଯୋଗୁ ଅରବିନ୍ଦ ଘଟଣାସ୍ଥଳରୁ ଖସିଆସିପାରିଥିଲେ। ଦିଲ୍ଲୀ ବାହାରେ ଥିବା ୨୫ଟି କଲୋନିରେ କିଛି ପ୍ରକଳ୍ପର ଉଦ୍‌ଘାଟନ ପାଇଁ କେଜ୍ରିୱାଲ ଯିବାସମୟରେ ଏହି ଘଟଣା ଘଟିଥିଲା।

ଆପ୍‌ ପକ୍ଷରୁ ଏହି ଘଟଣା ପାଇଁ ବିଜେପିକୁ ଦାୟୀ କରାଯାଇଥିବାବେଳେ ଦିଲ୍ଲୀ ପୁଲିସ୍‌ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ଯୋଗାଇବାରେ ବିଫଳ ହୋଇଛି ବୋଲି କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story