ମୋଦିଙ୍କୁ ଓୱେସିଙ୍କ ଚ୍ୟାଲେଞ୍ଜ

ହାଇଦ୍ରାବାଦ: ‘ନିର୍ବାଚନ ଜିତିକି ଦେଖାଅ’। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅସଦୁଦିନ ଓୱେସି ଦେଇଛନ୍ତି ଏଭଳି ଚ୍ୟାଲେଞ୍ଜ। ହାଇଦ୍ରାବାଦ୍‌ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅଲ୍‌ ଇଣ୍ଡିଆ ମଜ୍‌ଲିସ୍‌ ଏ ଇତ୍ତେହାଦୁଲ୍‌ ମୁସଲମୀନ (ଏଆଇଏମଆଇଏମ)ର ନେତା ଅସଦୁଦିନ୍‌ ଓୱେସି ମୋଦି ଓ ଅମିତ ଶାହାଙ୍କୁ ଏହି ଚ୍ୟାଲେଞ୍ଜ ଦେଇଛନ୍ତି। ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି, ମୋଦି ଆସି ହାଇଦ୍ରାବାଦରୁ ନିର୍ବାଚନ ଲଢ଼ନ୍ତୁ। ନ ହେଲେ ଶାହାଙ୍କୁ ପଠାନ୍ତୁ। ସେମାନଙ୍କ ମଧ୍ୟରୁ କେହି ବି ଏଆଇଏମଆଇଏମ ଦଳକୁ ହରାଇ ପାରିବେ ନାହିଁ। […]

asaduddin-owaisi-modi-1-4-1493038555-203765-khaskhabar

Rakesh Mallick
  • Published: Saturday, 30 June 2018
  • Updated: 30 June 2018, 06:20 PM IST

Sports

Latest News

ଭଲ ସରକାର କିପରି?
Wednesday, 20 November 2024

ହାଇଦ୍ରାବାଦ: ‘ନିର୍ବାଚନ ଜିତିକି ଦେଖାଅ’। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅସଦୁଦିନ ଓୱେସି ଦେଇଛନ୍ତି ଏଭଳି ଚ୍ୟାଲେଞ୍ଜ। ହାଇଦ୍ରାବାଦ୍‌ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅଲ୍‌ ଇଣ୍ଡିଆ ମଜ୍‌ଲିସ୍‌ ଏ ଇତ୍ତେହାଦୁଲ୍‌ ମୁସଲମୀନ (ଏଆଇଏମଆଇଏମ)ର ନେତା ଅସଦୁଦିନ୍‌ ଓୱେସି ମୋଦି ଓ ଅମିତ ଶାହାଙ୍କୁ ଏହି ଚ୍ୟାଲେଞ୍ଜ ଦେଇଛନ୍ତି। ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି, ମୋଦି ଆସି ହାଇଦ୍ରାବାଦରୁ ନିର୍ବାଚନ ଲଢ଼ନ୍ତୁ। ନ ହେଲେ ଶାହାଙ୍କୁ ପଠାନ୍ତୁ। ସେମାନଙ୍କ ମଧ୍ୟରୁ କେହି ବି ଏଆଇଏମଆଇଏମ ଦଳକୁ ହରାଇ ପାରିବେ ନାହିଁ।

ଖାଲି ମୋଦିଙ୍କୁ ନୁହେଁ, କଂଗ୍ରେସକୁ ମଧ୍ୟ ଚ୍ୟାଲେଞ୍ଜ ଦେଇଛନ୍ତି ଓୱେସି। ଯଦି କଂଗ୍ରେସ ଓ ବିଜେପି ମିଶି ଏଠାରେ ନିର୍ବାଚନ ଲଢ଼ନ୍ତି ତେବେ ବି ଏଆଇଏମଆଇଏମକୁ ହରାଇବା ପାରିବେ ନାହିଁ। ସେମାନଙ୍କ ମୁକାବିଲା କରିବା ପାଇଁ ସେ ପ୍ରସ୍ତୁତ ଅଛନ୍ତି ବୋଲି ଓୱେସି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story