ଆସାମ: ବିସ୍ଫୋରଣରେ ୩ ସୁରକ୍ଷା କର୍ମୀ ନିହତ, ୪ ଗୁରୁତର

ଗୌହାଟି: ଆସାମ ତିନିସୁକିଆ ଜିଲ୍ଲା ଦିଗବୋଇର ପେଙ୍ଗେରି ଅଞ୍ଚଳରେ ଆଜି ଭୋର ପ୍ରାୟ ସାଢ଼େ ୫ଟା ବେଳେ ବିସ୍ଫୋରଣ ଘଟି ୩ ସୁରକ୍ଷା କର୍ମୀ ନିହତ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି। ଅପରେସନ୍‌ ସାରି ଯବାନମାନେ ଏକ ଗାଡ଼ିରେ ଫେରୁଥିବା ବେଳେ ରାସ୍ତାରେ ଉଗ୍ରବାଦୀମାନେ ବିସ୍ଫୋରଣ ଘଟାଇଥିଲେ। ଏଥିରେ ଗାଡ଼ିଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ୩ ଜଣ ଯବାନ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ଏହି ଘଟଣା ପରେ ତିନିସୁକିଆରେ ଉଗ୍ରବାଦୀ ଓ ସୁରକ୍ଷା […]

army

army

Rakesh Mallick
  • Published: Saturday, 19 November 2016
  • Updated: 19 November 2016, 01:38 PM IST

Sports

Latest News

ଗୌହାଟି: ଆସାମ ତିନିସୁକିଆ ଜିଲ୍ଲା ଦିଗବୋଇର ପେଙ୍ଗେରି ଅଞ୍ଚଳରେ ଆଜି ଭୋର ପ୍ରାୟ ସାଢ଼େ ୫ଟା ବେଳେ ବିସ୍ଫୋରଣ ଘଟି ୩ ସୁରକ୍ଷା କର୍ମୀ ନିହତ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି।

ଅପରେସନ୍‌ ସାରି ଯବାନମାନେ ଏକ ଗାଡ଼ିରେ ଫେରୁଥିବା ବେଳେ ରାସ୍ତାରେ ଉଗ୍ରବାଦୀମାନେ ବିସ୍ଫୋରଣ ଘଟାଇଥିଲେ। ଏଥିରେ ଗାଡ଼ିଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ୩ ଜଣ ଯବାନ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ଏହି ଘଟଣା ପରେ ତିନିସୁକିଆରେ ଉଗ୍ରବାଦୀ ଓ ସୁରକ୍ଷା କର୍ମୀ ମଧ୍ୟରେ ଗୁଳିବିନିମୟ  ହୋଇଥିଲା।

ଦୁଇ ଦିନ ତଳେ ତିନିସୁକିଆରେ ଅନୁରୂପ ଭାବେ ଉଗ୍ରବାଦୀମାନେ ଏକ ଗାଡ଼ି ଉପରେ ଆକ୍ରମଣ କରିଥିଲେ। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ୨ ଜଣ ଆହତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story