ଆସାମ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, ଗୌହାଟୀ ସ୍ଥାନାନ୍ତର

ଗୌହାଟୀ: ଆସାମ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଆହୁରି ବିଗିଡ଼ି ଯାଇଛି। ସେଥିପାଇଁ ତାଙ୍କୁ ଆଜି ସକାଳେ ଟିନସୁକିଆରୁ ରାଜଧାନୀ ଗୌହାଟୀକୁ ସ୍ଥାନାନ୍ତର କରାଯାଇଛି। ମଙ୍ଗଳବାର ସନ୍ଧ୍ୟାରେ ଟିନସୁକିଆରେ ଏକ ଦଳୀୟ ସଭାକୁ ସମ୍ବୋଧିତ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ଗୋଗୋଇ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ସର୍କିଟ୍ ହାଉସକୁ ନିଆଯାଇ ଚିକିତ୍ସା ଆରମ୍ଭ କରାଯାଇଥିଲା। ତାଙ୍କୁ ଗତକାଲି ରାତିରୁ ଦିବ୍ରୁଗଡ଼ ସ୍ଥିତ ଆସାମ ମେଡିକାଲ୍ କଲେଜର ଏକ ଡାକ୍ତରୀ ଟିମ୍ ଚିକିତ୍ସା କରୁଥିଲେ। […]

tarungogoi

tarungogoi

Rakesh Mallick
  • Published: Wednesday, 30 September 2015
  • Updated: 30 September 2015, 05:00 AM IST

Sports

Latest News

ଗୌହାଟୀ: ଆସାମ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଆହୁରି ବିଗିଡ଼ି ଯାଇଛି। ସେଥିପାଇଁ ତାଙ୍କୁ ଆଜି ସକାଳେ ଟିନସୁକିଆରୁ ରାଜଧାନୀ ଗୌହାଟୀକୁ ସ୍ଥାନାନ୍ତର କରାଯାଇଛି। ମଙ୍ଗଳବାର ସନ୍ଧ୍ୟାରେ ଟିନସୁକିଆରେ ଏକ ଦଳୀୟ ସଭାକୁ ସମ୍ବୋଧିତ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ଗୋଗୋଇ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ସର୍କିଟ୍ ହାଉସକୁ ନିଆଯାଇ ଚିକିତ୍ସା ଆରମ୍ଭ କରାଯାଇଥିଲା। ତାଙ୍କୁ ଗତକାଲି ରାତିରୁ ଦିବ୍ରୁଗଡ଼ ସ୍ଥିତ ଆସାମ ମେଡିକାଲ୍ କଲେଜର ଏକ ଡାକ୍ତରୀ ଟିମ୍ ଚିକିତ୍ସା କରୁଥିଲେ।

ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ପକ୍ଷରୁ ଗତକାଲି କୁହାଯାଇଥିଲା ଯେ ସେ ଡିହାଇଡ୍ରେସନର ଶିକାର ହୋଇଛନ୍ତି। ତେଣୁ ସେ ଦୁର୍ବଳ ହୋଇଯାଇଛନ୍ତି।

୨୦୧୧ରେ ୭୯ ବର୍ଷୀୟ ତରୁଣ ଗୋଗୋଇଙ୍କର ଏକ ଟ୍ରିପଲ୍ ହାର୍ଟ ସର୍ଜରୀ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story