ଆସାମ ରାଇଫଲ୍‌ କ୍ୟାମ୍ପରେ ବୋମାମାଡ଼: ଜଣେ ଯବାନ ମୃତ, ୩ ଆହତ

ଇମ୍ଫାଲ୍: ଇମ୍ଫାଲ୍ ଜିଲ୍ଲାର ଖୁମାନ୍ ଲମ୍ପକରେ ଥିବା ସେନା କ୍ୟାମ୍ପ୍‌ ଉପରେ ଅଜ୍ଞାତ ଆତଙ୍କୀଙ୍କ ବୋମା ମାଡ଼ରେ ଆସାମ ରାଇଫଲର ଜଣେ ଯବାନଙ୍କ ମୃତ୍ୟୁ ଘଟିଛି। ବସ୍ଫୋରଣରେ ୩ ଜଣ ଯବାନ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଆସାମ୍ ରାଇଫଲ୍ ଓ ମଣିପୁର ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି। ଏହି ଆକ୍ରମଣ ଲାଗି କୌଣସି ସଙ୍ଗଠନ ନିଜକୁ ଦାୟୀ କରିନାହାନ୍ତି।

blast

Rakesh Mallick
  • Published: Thursday, 14 April 2016
  • , Updated: 14 April 2016, 05:19 AM IST

ଇମ୍ଫାଲ୍: ଇମ୍ଫାଲ୍ ଜିଲ୍ଲାର ଖୁମାନ୍ ଲମ୍ପକରେ ଥିବା ସେନା କ୍ୟାମ୍ପ୍‌ ଉପରେ ଅଜ୍ଞାତ ଆତଙ୍କୀଙ୍କ ବୋମା ମାଡ଼ରେ ଆସାମ ରାଇଫଲର ଜଣେ ଯବାନଙ୍କ ମୃତ୍ୟୁ ଘଟିଛି। ବସ୍ଫୋରଣରେ ୩ ଜଣ ଯବାନ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ଆସାମ୍ ରାଇଫଲ୍ ଓ ମଣିପୁର ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି। ଏହି ଆକ୍ରମଣ ଲାଗି କୌଣସି ସଙ୍ଗଠନ ନିଜକୁ ଦାୟୀ କରିନାହାନ୍ତି।

Related story