ଆସାମରେ ବନ୍ୟା: କାଜିରଙ୍ଗା ଜାତୀୟ ଉଦ୍ୟାନ ଅଞ୍ଚଳ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ

ଗୌହାଟି: ଆସାମରେ ବନ୍ୟା ପରିସ୍ଥିତି ନେଇ ଆଜି କାଜିରଙ୍ଗା ଜାତୀୟ ଉଦ୍ୟାନ ଅଞ୍ଚଳ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ୱାଲ।  ସେ ବିଭିନ୍ନ ଅଧିକାରୀଙ୍କ ସହ ବନ୍ୟା ସ୍ଥିତି ଉପରେ ଆଲୋଚନା କରିଥିଲେ।  ପରେ ବୋଟ ମାଧ୍ୟମରେ ବିଭିନ୍ନ ଅଞ୍ଚଳ ବୁଲିଥିଲେ। ଆସାମରେ ଏବେ ବି ଉଦବେଗ ଜନକ ରହିଛି ବନ୍ୟା ପରିସ୍ଥିତି।  ୧୭ଲକ୍ଷରୁ ଅଧିକ ଲୋକ ପାଣି ଘେରରେ ଅଛନ୍ତି । ୨୪ଟି ଜିଲ୍ଲାର ୨, ୪୮୮ଟି ଗାଁ ଜଳବନ୍ଦୀ ହୋଇଯାଇଛି।  ବର୍ତ୍ତମାନ ସୁଦ୍ଧା ବନ୍ୟାରେ ୪୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ  ୯୭ ହଜାରରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି।

[vc_video link="" align="center"]

ସେମାନଙ୍କୁ ୨୩୧ଟି ରିଲିଫ କ୍ୟାମ୍ପରେ ରଖାଯାଇଛି।  ବ୍ରହ୍ମପୁତ୍ର ନଦୀ ବିଭିନ୍ନ ସ୍ଥାନରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।  ରାଜ୍ୟରେ ଲଗାତାର ବର୍ଷା ଜାରି ରହିଥିବାରୁ ପରିସ୍ଥିତି ଆହୁରି ବିଗିଡ଼ିବାର ଆଶଙ୍କା କରାଯାଉଛି।  ବନ୍ୟାରେ ମୃତ୍ୟୁ ହୋଇଥିବା ଲୋକମାନଙ୍କ ପରିବାରକୁ ୬ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବା ପାଇଁ ଘୋଷଣା କରାଯାଇଛି।   କେବଳ ଆସାମ ନୁହେଁ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ମଣିପୁର ଓ ଅରୁଣାଚଳ ପ୍ରଦେଶରେ ମଧ୍ୟ ଅନେକ ଅଞ୍ଚଳ ପାଣି ଘେରରେ ରହିଛି।

Ordigital Desk
• Published: Thursday, 13 July 2017
• Updated: 13 July 2017, 02:49 PM IST

Sports

Latest News

ଗୌହାଟି: ଆସାମରେ ବନ୍ୟା ପରିସ୍ଥିତି ନେଇ ଆଜି କାଜିରଙ୍ଗା ଜାତୀୟ ଉଦ୍ୟାନ ଅଞ୍ଚଳ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ୱାଲ।  ସେ ବିଭିନ୍ନ ଅଧିକାରୀଙ୍କ ସହ ବନ୍ୟା ସ୍ଥିତି ଉପରେ ଆଲୋଚନା କରିଥିଲେ।  ପରେ ବୋଟ ମାଧ୍ୟମରେ ବିଭିନ୍ନ ଅଞ୍ଚଳ ବୁଲିଥିଲେ। ଆସାମରେ ଏବେ ବି ଉଦବେଗ ଜନକ ରହିଛି ବନ୍ୟା ପରିସ୍ଥିତି।  ୧୭ଲକ୍ଷରୁ ଅଧିକ ଲୋକ ପାଣି ଘେରରେ ଅଛନ୍ତି । ୨୪ଟି ଜିଲ୍ଲାର ୨, ୪୮୮ଟି ଗାଁ ଜଳବନ୍ଦୀ ହୋଇଯାଇଛି।  ବର୍ତ୍ତମାନ ସୁଦ୍ଧା ବନ୍ୟାରେ ୪୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ  ୯୭ ହଜାରରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି।

[vc_video link="" align="center"]

ସେମାନଙ୍କୁ ୨୩୧ଟି ରିଲିଫ କ୍ୟାମ୍ପରେ ରଖାଯାଇଛି।  ବ୍ରହ୍ମପୁତ୍ର ନଦୀ ବିଭିନ୍ନ ସ୍ଥାନରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।  ରାଜ୍ୟରେ ଲଗାତାର ବର୍ଷା ଜାରି ରହିଥିବାରୁ ପରିସ୍ଥିତି ଆହୁରି ବିଗିଡ଼ିବାର ଆଶଙ୍କା କରାଯାଉଛି।  ବନ୍ୟାରେ ମୃତ୍ୟୁ ହୋଇଥିବା ଲୋକମାନଙ୍କ ପରିବାରକୁ ୬ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବା ପାଇଁ ଘୋଷଣା କରାଯାଇଛି।   କେବଳ ଆସାମ ନୁହେଁ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ମଣିପୁର ଓ ଅରୁଣାଚଳ ପ୍ରଦେଶରେ ମଧ୍ୟ ଅନେକ ଅଞ୍ଚଳ ପାଣି ଘେରରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos