ଆସନ୍ତାକାଲି ସାଧାରଣ ବଜେଟ୍‌

ଭୁବନେଶ୍ୱର: ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଆସନ୍ତାକାଲି ସାଧାରଣ ବଜେଟ୍‌ ଉପସ୍ଥାପନ କରିବେ। ରାଜସ୍ୱ ନିଅଣ୍ଟ ନେଇ ଧାର୍ଯ୍ୟ ଲକ୍ଷ୍ୟ ହାସଲ, କୃଷି ଓ ଶିଳ୍ପ ମଧ୍ୟରେ ସନ୍ତୁଳନ ଓ ଆର୍ଥିକ ଅଭିବୃଦ୍ଧି ହାର ବଜାୟ ରଖିବା ଆଦି ଦିଗ ଉପରେ ଦୃଷ୍ଟି ଦେଇ ତାଙ୍କୁ ବଜେଟ୍‌ ଉପସ୍ଥାପନ କରିବାକୁ ପଡିବ, ଯାହା ତାଙ୍କ ପାଇଁ ମୁଖ୍ୟ ଚ୍ୟାଲେଞ୍ଜ ହୋଇ ପାରେ। ବିଶ୍ୱବ୍ୟାପୀ ଆର୍ଥିକ ମାନ୍ଦାବସ୍ଥା ଓ ଚୀନରେ ଆର୍ଥିକ ଅସ୍ଥିରତା ଲାଗି ରହିଥିବା ବେଳେ ଦେଶର ଅର୍ଥନୀତିକୁ […]

jetli

jetli

Rakesh Mallick
  • Published: Sunday, 28 February 2016
  • Updated: 29 February 2016, 01:55 AM IST

Sports

Latest News

ଭୁବନେଶ୍ୱର: ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଆସନ୍ତାକାଲି ସାଧାରଣ ବଜେଟ୍‌ ଉପସ୍ଥାପନ କରିବେ। ରାଜସ୍ୱ ନିଅଣ୍ଟ ନେଇ ଧାର୍ଯ୍ୟ ଲକ୍ଷ୍ୟ ହାସଲ, କୃଷି ଓ ଶିଳ୍ପ ମଧ୍ୟରେ ସନ୍ତୁଳନ ଓ ଆର୍ଥିକ ଅଭିବୃଦ୍ଧି ହାର ବଜାୟ ରଖିବା ଆଦି ଦିଗ ଉପରେ ଦୃଷ୍ଟି ଦେଇ ତାଙ୍କୁ ବଜେଟ୍‌ ଉପସ୍ଥାପନ କରିବାକୁ ପଡିବ, ଯାହା ତାଙ୍କ ପାଇଁ ମୁଖ୍ୟ ଚ୍ୟାଲେଞ୍ଜ ହୋଇ ପାରେ। ବିଶ୍ୱବ୍ୟାପୀ ଆର୍ଥିକ ମାନ୍ଦାବସ୍ଥା ଓ ଚୀନରେ ଆର୍ଥିକ ଅସ୍ଥିରତା ଲାଗି ରହିଥିବା ବେଳେ ଦେଶର ଅର୍ଥନୀତିକୁ ଆଗେଇ ନେବାରେ ଜେଟଲୀ କି ପଦକ୍ଷେପ ନେଉଛନ୍ତି ତା’ ଉପରେ ଦେଶବାସୀଙ୍କ ନଜର ରହିଛି। ବିଜେପି ଏବେ ଓଡ଼ିଶାକୁ ଟାର୍ଗେଟ କରିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ସମେତ ଏକାଧିକ କେନ୍ଦ୍ରମନ୍ତ୍ରୀଙ୍କ ବାରମ୍ବାର ଆସୁଛନ୍ତି। ଏପରି ସ୍ଥିତିରେ ଅର୍ଥମନ୍ତ୍ରୀ ଓଡ଼ିଶାକୁ କ’ଣ ଦେଉଛନ୍ତି ତାହା ଜାଣିବାକୁ ରାଜ୍ୟବାସୀ ଅନାଇ ବସିଛନ୍ତି।

ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି, “ନୂଆ ମେଡିକାଲ କଲେଜ ପାଇଁ ଅର୍ଥ ଦେବା ସଙ୍ଗେ ସଙ୍ଗେ ସିଏସ୍‌ଟି କମ୍ପାନିସେସନ ବାବଦକୁ ଆମେ ଅଢେଇ ହଜାର କୋଟି ଟଙ୍କା ଦେବାକୁ ଦାବି ଉପସ୍ଥାପନ କରିଥିଲୁ।”

ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ କହିଛନ୍ତି, “ଯଦି କୃଷକ, କୃଷି ଓ ଗ୍ରାମାଞ୍ଚଳରେ ଅଧିକ ଅର୍ଥ ବ୍ୟୟ କରିବାକୁ ଯୋଜନା କରୁଛନ୍ତି। ମୋର ଆଶା ଗ୍ରାମୀଣ ଉନ୍ନୟନ କ୍ଷେତ୍ରରେ ଅଧିକ ବ୍ୟୟ କରାଯିବ।”

ବିଜେଡି ସାଂସଦ ବୈଜୟନ୍ତ ପଣ୍ଡା କହିଛନ୍ତି, “ଜିଡିପି ହାର ବଢିଛି, ହେଲେ କୃଷି କ୍ଷେତ୍ରରେ ସମସ୍ୟା ରହିଛି। ଗ୍ରାମାଞ୍ଚଳରୁ ରୋଜଗାର କମିଯାଇଛି, ବେରୋଜଗାର ବି ବଢିଛି। ଏହାକୁ କମାଇବାକୁ ବହୁତ କିଛି କରିବାକୁ ପଡିବ।”

ବିଭିନ୍ନ ଦୃଷ୍ଟିରୁ ଏଥିର ବଜେଟ୍‌ ପ୍ରଧାନମନ୍ତ୍ରୀ ମୋଦି ଓ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ପାଇଁ ପରୀକ୍ଷାର ବେଳ। ଗତବର୍ଷର ମରୁଡି ଦୃଷ୍ଟିରୁ ଜେଟଲୀ ଏଥର କ୍ଷୁଦ୍ର ସେଚ ପ୍ରକଳ୍ପ, ଶସ୍ୟ ବୀମା ଓ ଗ୍ରାମାଞ୍ଚଳ ଭିତ୍ତିଭୂମି ଉପରେ ଅଧିକ ଗୁରୁତ୍ୱ ଦେଇ ପାରନ୍ତି। ଶିଳ୍ପକୁ ପ୍ରୋତ୍ସାହନ ହେବା ପାଇଁ କର୍ପୋରେଟ୍‌ ଟ୍ୟାକ୍ସକୁ ହ୍ରାସ କରାଯାଇ ପାରେ। ସେହିପରି ଘରୋଇ ଖର୍ଚ୍ଚ ଓ ସଞ୍ଚୟ ବୃଦ୍ଧି ଲାଗି ସେବା କର ବଢାଯିବା ସମ୍ଭାବନା ମଧ୍ୟ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story