ଆସନ୍ତାକାଲି ସଂସଦର ବଜେଟ୍ ଅଧିବେଶନ, ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

ନୂଆଦିଲ୍ଲୀ: ସଂସଦର ବଜେଟ୍ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି। ଅଧିବେଶନକୁ କିଭଳି ସୁରୁଖୁରୁରେ  ଚଳାଇ ହେବ ସେ ନେଇ ସୋମବାର ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ସର୍ବଦଳୀୟ ବୈଠକ ଡକାଇଛନ୍ତି। ଅନ୍ୟପକ୍ଷରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଏମ୍. ଭେଙ୍କେୟା ନାଇଡୁ  ମଧ୍ୟ ପୃଥକ୍ ଭାବେ ସର୍ବଦଳୀୟ ବୈଠକ ଡକାଇଛନ୍ତି। ବିଭିନ୍ନ ପ୍ରସଙ୍ଗକୁ ନେଇ ଅଧିବେଶନ ଆରମ୍ଭରୁ ଗୃହରେ ଝଡ଼ ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି। ଜେଏନ୍‌ୟୁ ସହ ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟର ଛାତ୍ର ମୃତ୍ୟୁ ଘଟଣାକୁ ନେଇ […]

parlament

parlament

Rakesh Mallick
  • Published: Monday, 22 February 2016
  • Updated: 22 February 2016, 05:37 PM IST

Sports

Latest News

ନୂଆଦିଲ୍ଲୀ: ସଂସଦର ବଜେଟ୍ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି। ଅଧିବେଶନକୁ କିଭଳି ସୁରୁଖୁରୁରେ  ଚଳାଇ ହେବ ସେ ନେଇ ସୋମବାର ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ସର୍ବଦଳୀୟ ବୈଠକ ଡକାଇଛନ୍ତି। ଅନ୍ୟପକ୍ଷରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଏମ୍. ଭେଙ୍କେୟା ନାଇଡୁ  ମଧ୍ୟ ପୃଥକ୍ ଭାବେ ସର୍ବଦଳୀୟ ବୈଠକ ଡକାଇଛନ୍ତି। ବିଭିନ୍ନ ପ୍ରସଙ୍ଗକୁ ନେଇ ଅଧିବେଶନ ଆରମ୍ଭରୁ ଗୃହରେ ଝଡ଼ ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି। ଜେଏନ୍‌ୟୁ ସହ ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟର ଛାତ୍ର ମୃତ୍ୟୁ ଘଟଣାକୁ ନେଇ ବିରୋଧୀ ଶାସକଦଳକୁ ଘେରିବାକୁ ପ୍ରସ୍ତୁତି କରିଛନ୍ତି।

ବୈଠକରେ ବିଜେଡି ଅଧିବେଶନ ଅବଧିକୁ ନେଇ ପ୍ରଶ୍ନ ଉଠାଇଥିଲା। ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ କହିଛନ୍ତି, “ଅଧିବେଶନରେ ଗୃହକାର୍ଯ୍ୟ ଅବଧି ମାତ୍ର ୧୦ ଦିନ ରହିଥିବା ବେଳେ ଆଲୋଚନା ପାଇଁ ବହୁ ପ୍ରସଙ୍ଗ ରହିଛି। ପୁରୀ ଜଗନ୍ନାଥ ମନ୍ଦିର ମରାମତି ଓ ପୁନଃରୁଦ୍ଧାର, ମରୁଡି ଓ ଫାଇଲିନ ସହାୟତା, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା, ପୋଲାଭରମ୍‌ ଓ କେନ୍ଦ୍ର ଅବହେଳା ପ୍ରସଙ୍ଗ ରହିଛି। ବିଜେପି ଓ କଂଗ୍ରେସ ରାଜି ହେଲେ ଜେଏନ୍‌ୟୁ ପ୍ରସଙ୍ଗ, ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟରେ ଛାତ୍ର ଆତ୍ମହତ୍ୟା ଓ ପଠାନକୋଟରେ ଆତଙ୍କବାଦୀ ହମ୍‌ଲା ଓ ଜିଏସ୍‌ଟି ପ୍ରସଙ୍ଗ ନେଇ ମଧ୍ୟ ବିଜେଡି ଆଲୋଚନାରେ ସାମିଲ ହେବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story