ଇସ୍ରତ ଜାହାନ୍ ଥିଲା ଲଶ୍କର-ଏ-ତୋଇବାର ମାନବ ବୋମା

ମୁମ୍ବାଇ: ୨୦୦୪ ଗୁଜରାଟ ଏନକାଉଣ୍ଟରରେ ପ୍ରାଣ ହରାଇଥିବା ଇସ୍ରତ ଜାହାନ୍‌ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତୋଇବାର ମାନବ ବୋମା ଥିଲା। ଏପରି ବିସ୍ଫୋରଣ ବୟାନ ଦେଇଛି ୨୬/୧୧ ମୁମ୍ବାଇ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ଡେଭିଡ୍ ହେଡଲି। ଗୁରୁବାର ମୁମ୍ବାଇ କୋର୍ଟରେ ଚତୁର୍ଥ ଦିନ ପାଇଁ ଆମେରିକାରରୁ ଏକ ଭିଡିଓ ଲିଙ୍କରେ ଉପସ୍ଥିତ ରହି ଏହା କହିଛି ହେଡଲି। ଏଲଇଟିର ମହିଳା ୱିଙ୍ଗ୍ସକୁ ଆବୁ ଏଇମାନ୍ ମଜହର ନେତୃତ୍ୱରେ ଚାଲିଥିଲା। ଏଥିରେ ଇସ୍ରତ୍ ଜାହାନ୍ ଜଣେ ମାନବ ବୋମା […]

ishratjahan

ishratjahan

Rakesh Mallick
  • Published: Thursday, 11 February 2016
  • Updated: 11 February 2016, 11:05 AM IST

Sports

Latest News

ମୁମ୍ବାଇ: ୨୦୦୪ ଗୁଜରାଟ ଏନକାଉଣ୍ଟରରେ ପ୍ରାଣ ହରାଇଥିବା ଇସ୍ରତ ଜାହାନ୍‌ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତୋଇବାର ମାନବ ବୋମା ଥିଲା। ଏପରି ବିସ୍ଫୋରଣ ବୟାନ ଦେଇଛି ୨୬/୧୧ ମୁମ୍ବାଇ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ଡେଭିଡ୍ ହେଡଲି। ଗୁରୁବାର ମୁମ୍ବାଇ କୋର୍ଟରେ ଚତୁର୍ଥ ଦିନ ପାଇଁ ଆମେରିକାରରୁ ଏକ ଭିଡିଓ ଲିଙ୍କରେ ଉପସ୍ଥିତ ରହି ଏହା କହିଛି ହେଡଲି। ଏଲଇଟିର ମହିଳା ୱିଙ୍ଗ୍ସକୁ ଆବୁ ଏଇମାନ୍ ମଜହର ନେତୃତ୍ୱରେ ଚାଲିଥିଲା। ଏଥିରେ ଇସ୍ରତ୍ ଜାହାନ୍ ଜଣେ ମାନବ ବୋମା ଭାବେ କାମ କରୁଥିଲା।

ହେଡଲି କହିଛି, ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ଜାକି-ଉର-ରହେମାନ୍ ଲାଖଭୀ ତାଙ୍କୁ ଭାରତରେ ଆତଙ୍କବାଦୀ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଇଥିଲା। ଭାରତର ବିଭିନ୍ନ ଚେକ୍‌ପଏଣ୍ଟରେ ମୁତୟନ ପୋଲିସଙ୍କୁ ଏହି ମରାଣାନ୍ତକ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାର ଦାୟିତ୍ୱ ଇସ୍ରତ ନାମରେ ଥିଲା ବୋଲି ସେ କହିଛି।

ସୂଚନାଯୋଗ୍ୟ, ୨୦୦୪ ଜୁନ୍ ୧୫ ତାରିଖରେ ୧୯ ବର୍ଷିୟ ଇସ୍ରତ ଜାହାନ୍ ରାଜା, ଜାଭେଦ୍ ଗୁଲାମ୍ ଶେଖ୍, ଅମଜଦ୍ ଅଲ୍ଲି ରାଣା ଏବଂ ଜୀଶାନ୍‌ ଜୋହରକୁ ଅହମ୍ମଦାବାଦ୍ ପୋଲିସ ଓ କ୍ରାଇମ ବ୍ରାଞ୍ଚ ପକ୍ଷରୁ ଏନକାଉଣ୍ଟର କରି ହତ୍ୟା କରାଯାଇଥିଲା। ଏମାନେ ଗୁଜରାଟର ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ଥିବା ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରିବାକୁ ଯୋଜନା କରୁଥିବା ସୂଚନା ପାଇବା ପରେ ଏନକାଉଣ୍ଟର କରାଯାଇ ହତ୍ୟା କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story