ଆସାମରେ ବି ମିଳିବ ଟଙ୍କିକିଆ ଚାଉଳ, ବାହାଘର ପାଇଁ ମିଳିବ ୧୦ ଗ୍ରାମ୍‌ ସୁନା

ଗୌହାଟୀ: ଏକ ଟଙ୍କାରେ ମିଳିବ କିଲେ ଚାଉଳ ଓ ବାହାଘର ପାଇଁ କନ୍ୟାଙ୍କୁ ମଳିବ ଏକ ତୋଳା ବା ୧୦ ଗ୍ରାମ୍ ସୁନା। ଆଜ୍ଞା ହଁ ଠିକ୍‌ ସାଧାରଣ ନିର୍ବାଚନପୂର୍ବରୁ ଆସାମ ଅର୍ଥମନ୍ତ୍ରୀ ହେମନ୍ତ ବିଶ୍ୱା ଶର୍ମା ଆର୍ଥିକ ବଜେଟ୍ ୨୦୧୯-୨୦ ବଜେଟ୍‌ ଉପସ୍ଥାପନ କରି ଏହା ଘୋଷଣା କରିଛନ୍ତି। ଏଥିସହ ଭୋଟରଙ୍କୁ ଖୁସି କରିବାପାଇଁ କିଛି ନୂତନ ଯୋଜନା ମଧ୍ୟ ଘୋଷଣା କରିଛନ୍ତି। ଏହାସହ ଛାତ୍ରାବାସ ଶୁଳ୍କରେ ହ୍ରାସ, କମ୍ ବୟସର ବିଧବା ଓ ଦିବ୍ୟାଙ୍ଗଙ୍କ […]

rice

rice

Subrat Kumar Nayak
  • Published: Thursday, 07 February 2019
  • Updated: 07 February 2019, 10:25 AM IST

Sports

Latest News

ଗୌହାଟୀ: ଏକ ଟଙ୍କାରେ ମିଳିବ କିଲେ ଚାଉଳ ଓ ବାହାଘର ପାଇଁ କନ୍ୟାଙ୍କୁ ମଳିବ ଏକ ତୋଳା ବା ୧୦ ଗ୍ରାମ୍ ସୁନା। ଆଜ୍ଞା ହଁ ଠିକ୍‌ ସାଧାରଣ ନିର୍ବାଚନପୂର୍ବରୁ ଆସାମ ଅର୍ଥମନ୍ତ୍ରୀ ହେମନ୍ତ ବିଶ୍ୱା ଶର୍ମା ଆର୍ଥିକ ବଜେଟ୍ ୨୦୧୯-୨୦ ବଜେଟ୍‌ ଉପସ୍ଥାପନ କରି ଏହା ଘୋଷଣା କରିଛନ୍ତି। ଏଥିସହ ଭୋଟରଙ୍କୁ ଖୁସି କରିବାପାଇଁ କିଛି ନୂତନ ଯୋଜନା ମଧ୍ୟ ଘୋଷଣା କରିଛନ୍ତି।

ଏହାସହ ଛାତ୍ରାବାସ ଶୁଳ୍କରେ ହ୍ରାସ, କମ୍ ବୟସର ବିଧବା ଓ ଦିବ୍ୟାଙ୍ଗଙ୍କ ପାଇଁ ସାମାଜିକ ସୁରକ୍ଷା ଓ ସଂଖ୍ୟାଲଘୁ ନାବାଳିକାଙ୍କ ଉଚ୍ଚ ଶିକ୍ଷା ପାଇଁ ନୂତନ ଯୋଜନା ଘୋଷଣା କରିଛନ୍ତି।

ଏହି ବଜେଟ୍‌ରେ କମ୍ ଦାମ୍‌ରେ ଖାଦ୍ୟ ସୁରକ୍ଷା ନିଶ୍ଚିତ କରିବା ପାଇଁ ପୋଷଣ ଆହାର ସହାୟତା ଯୋଜନା (ଏଏନ୍‌ଏନ୍‌ଏ) ମଧ୍ୟ ଘୋଷଣା ହୋଇଛି। ଯାହାଦ୍ୱାରା ସରକାର ୫୩ ଲକ୍ଷ ଲାଭାର୍ଥୀ ପରିବାରଙ୍କୁ ଖାଦ୍ୟ ସୁରକ୍ଷାରେ ତିନି ଟଙ୍କା ବଦଳରେ ଏକ ଟଙ୍କାରେ କିଲେ ଚାଉଳ ଦେବାକୁ ନିଷ୍ପତ୍ତି ନେଇଛନ୍ତି।

ଅର୍ଥମନ୍ତ୍ରୀ କହିଛନ୍ତି, “ମୁଁ ଏହା ଘୋଷଣା କରି ଖୁସି ଯେ ଆମ ରାଜ୍ୟରେ ସମସ୍ତ କନ୍ୟାଙ୍କୁ ବିବାହ ଅବସରରେ ଏକ ତୋଳା ସୁନା ଦିଆଯିବ। ସରକାରୀ ଡିଗ୍ରୀ ସ୍ତରୀୟ (କଳା, ବିଜ୍ଞାନ, ବାଣିଜ୍ୟ) ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମାଗଣାରେ ପାଠ୍ୟପୁସ୍ତକ ପ୍ରଦାନ କରାଯିବ। ବର୍ତ୍ତମାନ କେବଳ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କୁ ମାଗଣା ବହି ଦିଆଯାଉଛି।”

ସେ ଆହୁରି ମଧ୍ୟ କହିଛନ୍ତି, “ସରକାରୀ କଲେଜ ଓ ବିଶ୍ୱବିଦ୍ୟାଳୟର ଛାତ୍ରାବାସରେ ରହୁଥିବା ପ୍ରତ୍ୟେକ ଛାତ୍ରଙ୍କୁ ବିନା କୌଣସି ଆର୍ଥିକ ସ୍ଥିତି ବିଚାରରେ ମେସ୍‌ ବିଲ୍‌ ପାଇଁ ୧୦ ମାସ ପର୍ଯ୍ୟନ୍ତ ପ୍ରତିମାସରେ ୭୦୦ ଟଙ୍କା ସହାୟତା ପ୍ରଦାନ କରାଯିବ। ଏହାସହିତ ସରକାର ଚା’ ବଗିଚାରେ କାର୍ଯ୍ୟରତ ଚାରି ଲକ୍ଷ ପରିବାରଙ୍କୁ ମାଗଣାରେ ଚାଉଳ ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିସହ ଚା’ ପ୍ରସ୍ତୁତ କରୁଥିବା ଶ୍ରମିକଙ୍କ ପରିବାରକୁ ଦୁଇ ଟଙ୍କାରେ କିଲେ ଚିନି ଦିଆଯିବ ।”

ଏହି ବଜେଟ୍‌ରେ ଏକ ନୂଆ ଯୋଜନା ଆରମ୍ଭ କରିବା ଘୋଷଣା କରାଯାଇଛି। ଏହାଦ୍ୱାରା ୪୫ ବର୍ଷ ମଧ୍ୟରେ କୌଣସି ମହିଳାଙ୍କ ସ୍ୱାମୀ ମୃତ୍ୟୁ ଘଟିଲେ ତାଙ୍କ ପରିବାରକୁ ତତ୍କାଳୀନ ସହାୟତା ରାଶି ୨୫,୦୦୦ ଟଙ୍କା ଦିଆଯିବ। ଏହାସହିତ ସେମାନଙ୍କୁ ୬୦ ବର୍ଷ ପର୍ଯ୍ୟନ୍ତ ପ୍ରତି ମାସରେ ୨୫୦ ଟଙ୍କା ପେନସନ୍ ଦିଆଯିବ। ୬୦ ବର୍ଷ ପରେ ସେମାନଙ୍କୁ ବାର୍ଦ୍ଧକ୍ୟ ପେନ୍‌ସନ୍‌ ମଧ୍ୟ ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story