ଗୁଜୁରାଟ ନିର୍ବାଚନ: ୬ କେନ୍ଦ୍ରରେ ରବିବାର ହେବ ସାନି ମତଦାନ

ଅହମ୍ମଦାବାଦ୍‌: ନିର୍ବାଚନ କମିଶନ ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ରବିବାର ୬ ମତଦାନ କେନ୍ଦ୍ରରେ ସାନି ନିର୍ବାଚନ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏହି କେନ୍ଦ୍ରଗୁଡିକରେ ୨ୟ ଚରଣରେ ମତଦାନ ହୋଇଥିବା ବେଳେ ଶୁକ୍ରବାର ରାତିରେ ନିର୍ବାଚନ ଆୟୋଗ ଯାନ୍ତ୍ରୀକ ତ୍ରୁଟି  ଯୋଗୁ ଏଠାରେ ହୋଇଥିବା ଭୋଟ ଗ୍ରହଣକୁ ଅସିଦ୍ଧ ଘୋଷଣା କରିଥିଲେ ଓ ସାନି ନିର୍ବାଚନ ଲାଗି ତାରିଖ ଘୋଷଣା କରିଥିଲେ। ଉପରୋକ୍ତ କେନ୍ଦ୍ରଗୁଡିକରେ ନିର୍ବାଚନ ପୂର୍ବରୁ ଅଭ୍ୟାସ୍‌ ଭୋଟ୍‌ପରେ ଏହାର ଡାଟା ଡିଲିଟ୍‌ କରାଯାଇ ନ […]

election_650x400_71513416940

election_650x400_71513416940

Rakesh Mallick
  • Published: Saturday, 16 December 2017
  • Updated: 16 December 2017, 10:13 PM IST

Sports

Latest News

ଅହମ୍ମଦାବାଦ୍‌: ନିର୍ବାଚନ କମିଶନ ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ରବିବାର ୬ ମତଦାନ କେନ୍ଦ୍ରରେ ସାନି ନିର୍ବାଚନ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏହି କେନ୍ଦ୍ରଗୁଡିକରେ ୨ୟ ଚରଣରେ ମତଦାନ ହୋଇଥିବା ବେଳେ ଶୁକ୍ରବାର ରାତିରେ ନିର୍ବାଚନ ଆୟୋଗ ଯାନ୍ତ୍ରୀକ ତ୍ରୁଟି  ଯୋଗୁ ଏଠାରେ ହୋଇଥିବା ଭୋଟ ଗ୍ରହଣକୁ ଅସିଦ୍ଧ ଘୋଷଣା କରିଥିଲେ ଓ ସାନି ନିର୍ବାଚନ ଲାଗି ତାରିଖ ଘୋଷଣା କରିଥିଲେ।

ଉପରୋକ୍ତ କେନ୍ଦ୍ରଗୁଡିକରେ ନିର୍ବାଚନ ପୂର୍ବରୁ ଅଭ୍ୟାସ୍‌ ଭୋଟ୍‌ପରେ ଏହାର ଡାଟା ଡିଲିଟ୍‌ କରାଯାଇ ନ ଥିଲା। କମିଶନଙ୍କ ନିକଟରେ ଏ ନେଇ ଅଭିଯୋଗ ହେବା ପରେ ଏଭଳି ପଦେକ୍ଷେପ ନିଆଯାଇଛି।

ଗୁଜୁରାଟ ମୁଖ୍ୟ ନିର୍ବାଚନ ଅଧିକାରୀ ବି.ବି.ସବେନ କହିଛନ୍ତି ବଡଗାଓଁ ବିଧାନସଭା ନିର୍ବାଚନମଣ୍ଡଳୀର  ଛନିଆ ୧, ଛନିଆ ୨ ବିରମଗାମ ବିଧାନସଭା କ୍ଷେତ୍ରର ବୁଥ୍‌ ନଂ. ୨୭, ଦସ୍କରୋଇ ବିଧାନସଭା କ୍ଷେତ୍ରର ନୱା ନରୋଦା, ସାୱଲି କ୍ଷେତ୍ରର  ନହାରା ୧ ଏବଂ ସକରଦା ୭ କେନ୍ଦ୍ରରେ ଏହି ସାନି ମତଦାନ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story