ଭୂମଧ୍ୟ ସାଗରରେ ବୁଡିଗଲା ଜାହାଜ, ୪୦ ଶରଣାର୍ଥୀ ମୃତ

ରୋମ: ଲିବ୍ୟାର ଉପକୂଳରୁ ମାତ୍ର ୨୧ ମାଇଲ ଦୂରରେ ଭୂମଧ୍ୟ ସାଗର ଦେଇ ଇଟାଲୀକୁ ଯାଉଥିବା ଏକ ଜାହାଜ ବୁଡିଯିବାରୁ ୪୦ ଜଣ ଶରଣାର୍ଥୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଏହି ଜାହାଜରେ ୪୦୦ରୁ ଅଧିକ ଶରଣାର୍ଥୀ ଇଟାଲୀକୁ ଯାଉଥିଲେ। ଭୂମଧ୍ୟ ସାଗରରେ ଜାହାଜଟି ବୁଡି ଯାଉଥିବା ଖବର ମିଳିବା ପରେ ୩୦୦ଜଣ ଶରଣାର୍ଥୀଙ୍କୁ ଇଟାଲୀର ନୌସେନା ଉଦ୍ଧାର କରିଥିବା ଜଣାପଡିଛି। ଅନ୍ୟପକ୍ଷରେ ଏବେବି ବହୁ ଶରଣାର୍ଥୀଙ୍କ ପତ୍ତା ମିଳିନାହିଁ। ଇଟାଲୀର ନୌସେନା ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି […]

At least 40 migrants dead in Mediterranean: Italian navy

Rakesh Mallick
  • Published: Saturday, 15 August 2015
  • Updated: 04 May 2017, 03:45 PM IST

Sports

Latest News

ରୋମ: ଲିବ୍ୟାର ଉପକୂଳରୁ ମାତ୍ର ୨୧ ମାଇଲ ଦୂରରେ ଭୂମଧ୍ୟ ସାଗର ଦେଇ ଇଟାଲୀକୁ ଯାଉଥିବା ଏକ ଜାହାଜ ବୁଡିଯିବାରୁ ୪୦ ଜଣ ଶରଣାର୍ଥୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଏହି ଜାହାଜରେ ୪୦୦ରୁ ଅଧିକ ଶରଣାର୍ଥୀ ଇଟାଲୀକୁ ଯାଉଥିଲେ। ଭୂମଧ୍ୟ ସାଗରରେ ଜାହାଜଟି ବୁଡି ଯାଉଥିବା ଖବର ମିଳିବା ପରେ ୩୦୦ଜଣ ଶରଣାର୍ଥୀଙ୍କୁ ଇଟାଲୀର ନୌସେନା ଉଦ୍ଧାର କରିଥିବା ଜଣାପଡିଛି। ଅନ୍ୟପକ୍ଷରେ ଏବେବି ବହୁ ଶରଣାର୍ଥୀଙ୍କ ପତ୍ତା ମିଳିନାହିଁ। ଇଟାଲୀର ନୌସେନା ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story