ମୋଦି ଓ ଅମିତ ଶାହଙ୍କୁ ସମାଲୋଚନା କରୁଥିବା ଶତ୍ରୁଘ୍ନ ସିହ୍ନା ଏମିତି ଶୁଭେଚ୍ଛା ଜଣାଇଲେ

ପାଟନା: ଚଳିତ ନିର୍ବାଚନରେ ବିଜେପି ଜନାଦେଶ ପାଇଛି। ଏହାପରେ ସାରା ବିଶ୍ୱ ମୋଦିଙ୍କ ନେତୃତ୍ୱକୁ ଶୁଭେଚ୍ଛା ଜଣାଉଛନ୍ତି। ତେବେ ବାରମ୍ୱାର ମୋଦିଙ୍କ ନେତୃତ୍ୱକୁ ସମାଲୋଚନା କରୁଥିବା ପୂର୍ବତନ ବିଜେପି ସାଂସଦ ତଥା ବଲିଉଡ କଳାକାର ଶତ୍ରୁଘ୍ନ ସିହ୍ନା ମଧ୍ୟ ଶେଷରେ ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବିହାର ପାଟନାସାହିବ ଆସନର ପୂର୍ବତନ ବିଜେପି ସାଂସଦ ଦଳରେ ଥାଇ ମୋଦିଙ୍କୁ ବାରମ୍ୱାର ସମାଲୋଚନା କରିଥିଲେ। ଏମିତିକି ବିରୋଧୀଙ୍କ ବୈଠକରେ ଯୋଗ ଦେଇ ଶତ୍ରୁଘ୍ନ ସିହ୍ନା କଡ଼ା ସମାଲୋଚନା କରିଥିଲେ। ଏମିତିକି […]

shatrughna sinha

shatrughna sinha

Subhransu Sekhar
  • Published: Sunday, 26 May 2019
  • Updated: 26 May 2019, 12:53 PM IST

Sports

Latest News

ପାଟନା: ଚଳିତ ନିର୍ବାଚନରେ ବିଜେପି ଜନାଦେଶ ପାଇଛି। ଏହାପରେ ସାରା ବିଶ୍ୱ ମୋଦିଙ୍କ ନେତୃତ୍ୱକୁ ଶୁଭେଚ୍ଛା ଜଣାଉଛନ୍ତି। ତେବେ ବାରମ୍ୱାର ମୋଦିଙ୍କ ନେତୃତ୍ୱକୁ ସମାଲୋଚନା କରୁଥିବା ପୂର୍ବତନ ବିଜେପି ସାଂସଦ ତଥା ବଲିଉଡ କଳାକାର ଶତ୍ରୁଘ୍ନ ସିହ୍ନା ମଧ୍ୟ ଶେଷରେ ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ବିହାର ପାଟନାସାହିବ ଆସନର ପୂର୍ବତନ ବିଜେପି ସାଂସଦ ଦଳରେ ଥାଇ ମୋଦିଙ୍କୁ ବାରମ୍ୱାର ସମାଲୋଚନା କରିଥିଲେ। ଏମିତିକି ବିରୋଧୀଙ୍କ ବୈଠକରେ ଯୋଗ ଦେଇ ଶତ୍ରୁଘ୍ନ ସିହ୍ନା କଡ଼ା ସମାଲୋଚନା କରିଥିଲେ। ଏମିତିକି କଂଗ୍ରେସରେ ଯୋଗ ଦେବା ପରେ ପାଟନା ସାହିବ ଆସନରେ ବିଜେପି କିଭଳି ଜିତିବ ସେ ନେଇ ଚ୍ୟାଲେଞ୍ଜ କରିଥିଲେ।

କିନ୍ତୁ ନିଜେ ପାଟନା ସାହିବ ଆସନରୁ ବିଜେପି ପ୍ରାର୍ଥୀ ରବି ଶଙ୍କର ପ୍ରସାଦଙ୍କ ପାଖରୁ ଶୋଚନୀୟ ପରାସ୍ତ ହୋଇଛନ୍ତି। ଶେଷରେ ପ୍ରଧାନମନ୍ତ୍ରୀ, ଅମିତ ଶାହ ଯୋଡ଼ିଙ୍କୁ ପ୍ରଶଂସା କରିବା ସହିତ ନିଜ ଆସନର ଉତ୍ତରାଧିକାରୀ ରବି ଶଙ୍କର ପ୍ରସାଦଙ୍କୁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story