ବାଜପେୟୀ ଦିଲ୍ଲୀ ଏମ୍ସରେ ଭର୍ତ୍ତି

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିବା ସମ୍ବାଦ ସରବରାହ ସଂସ୍ଥା ANI ସୂତ୍ରରୁ ସୂଚନା ମିଳିଛି। ତେବେ ରୁଟିନ୍ ଚେକ୍ଅପ୍ ପାଇଁ ସେ ଏମ୍ସ ଯାଇଥିବା କୁହାଯାଉଛି। ବାଜପେୟୀଙ୍କୁ ୯୩ ବର୍ଷ ହୋଇଛି। ସେ ଲୋକସଭାକୁ ୧୦ ଥର ନିର୍ବାଚିତ ହୋଇଥିବା ବେଳେ ରାଜ୍ୟସଭାକୁ  ଦୁଇ ଥର ନିର୍ବାଚିତ ହୋଇଥିଲେ। ୨୦୦୯ରୁ ସେ ସକ୍ରିୟ ରାଜନୀତିରୁ ଦୂରେଇ ରହିଛନ୍ତି। ସ୍ୱାସ୍ଥ୍ୟାଗତ ସମସ୍ୟା ଯୋଗୁଁ ସେ ରାଜନୀତିଠୁ […]

Vajpayee

Vajpayee

Rakesh Mallick
  • Published: Monday, 11 June 2018
  • Updated: 11 June 2018, 02:09 PM IST

Sports

Latest News

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିବା ସମ୍ବାଦ ସରବରାହ ସଂସ୍ଥା ANI ସୂତ୍ରରୁ ସୂଚନା ମିଳିଛି। ତେବେ ରୁଟିନ୍ ଚେକ୍ଅପ୍ ପାଇଁ ସେ ଏମ୍ସ ଯାଇଥିବା କୁହାଯାଉଛି।

ବାଜପେୟୀଙ୍କୁ ୯୩ ବର୍ଷ ହୋଇଛି। ସେ ଲୋକସଭାକୁ ୧୦ ଥର ନିର୍ବାଚିତ ହୋଇଥିବା ବେଳେ ରାଜ୍ୟସଭାକୁ  ଦୁଇ ଥର ନିର୍ବାଚିତ ହୋଇଥିଲେ। ୨୦୦୯ରୁ ସେ ସକ୍ରିୟ ରାଜନୀତିରୁ ଦୂରେଇ ରହିଛନ୍ତି। ସ୍ୱାସ୍ଥ୍ୟାଗତ ସମସ୍ୟା ଯୋଗୁଁ ସେ ରାଜନୀତିଠୁ ଦୂରେଇ ଯାଇଥିଲେ। ୨୦୦୯ରେ ସେ ଷ୍ଟ୍ରୋକ୍‌ର ଶିକାର ହୋଇଥିଲେ। ଏହାପରେ ସେ ଆଉ କଥା କହିବାକୁ  ସକ୍ଷମ ହୋଇ ପାରି ନାହାଁନ୍ତି।  ସେ ଆଉ କାହାକୁ ଚିହ୍ନି ମଧ୍ୟ ପାରୁ ନାହାଁନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story