ଆତଙ୍କୀ ଅବଦୁଲ ୱାହିଦ୍‌କୁ ଗିରଫ କଲା ଏନଆଇଏ

ନୂଆଦିଲ୍ଲୀ: ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ ଆଜି  ଇଣ୍ଡିଆନ୍ ମୁଜାହିଦ୍ଦୀନ ଆତଙ୍କବାଦୀ ସଂଗଠନର ଆତଙ୍କୀ ଅବଦୁଲ ୱାହିଦ୍ ସିଦ୍ଦିବାପାକୁ ଗିରଫ କରିଛି।  ପୂର୍ବରୁ ତା’ ବିରୋଧରେ ଏନଆଇଏ ରେଡ୍ କର୍ଣ୍ଣର ନୋଟିସ୍ ଜାରି କରିଥିଲା। ଗିରଫ ଅଭିଯୁକ୍ତ ଅବଦୁଲ ୱାହିଦ୍ ଭାରତରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଷଡଯନ୍ତ୍ରରେ ସାମିଲ ଥିଲେ। ଏହା ସହ ଇଣ୍ଡିଆନ୍ ମୁଜାହିଦୀନ ଆତଙ୍କବାଦୀ ସଂଗଠନରେ ଆତଙ୍କବାଦୀଙ୍କୁ ଭର୍ତ୍ତି କରୁଥିଲେ। ଦୁବାଇରେ ରହି ଆତଙ୍କବାଦୀଙ୍କ ଗତିବିଧି ଉପରେ ସେ ନଜର ରଖୁଥିଲେ। ତାଙ୍କ  ବିରୋଧରେ  ମଧ୍ୟ […]

dul

Rakesh Mallick
  • Published: Friday, 20 May 2016
  • , Updated: 20 May 2016, 10:02 AM IST

ନୂଆଦିଲ୍ଲୀ: ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ ଆଜି  ଇଣ୍ଡିଆନ୍ ମୁଜାହିଦ୍ଦୀନ ଆତଙ୍କବାଦୀ ସଂଗଠନର ଆତଙ୍କୀ ଅବଦୁଲ ୱାହିଦ୍ ସିଦ୍ଦିବାପାକୁ ଗିରଫ କରିଛି।  ପୂର୍ବରୁ ତା’ ବିରୋଧରେ ଏନଆଇଏ ରେଡ୍ କର୍ଣ୍ଣର ନୋଟିସ୍ ଜାରି କରିଥିଲା।

ଗିରଫ ଅଭିଯୁକ୍ତ ଅବଦୁଲ ୱାହିଦ୍ ଭାରତରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଷଡଯନ୍ତ୍ରରେ ସାମିଲ ଥିଲେ। ଏହା ସହ ଇଣ୍ଡିଆନ୍ ମୁଜାହିଦୀନ ଆତଙ୍କବାଦୀ ସଂଗଠନରେ ଆତଙ୍କବାଦୀଙ୍କୁ ଭର୍ତ୍ତି କରୁଥିଲେ। ଦୁବାଇରେ ରହି ଆତଙ୍କବାଦୀଙ୍କ ଗତିବିଧି ଉପରେ ସେ ନଜର ରଖୁଥିଲେ।

ତାଙ୍କ  ବିରୋଧରେ  ମଧ୍ୟ ଆଗରୁ ଆରେଷ୍ଟ ୱାରେଣ୍ଟ୍ ଜାରି କରାଯାଇଥିଲା।

Related story