ଆତଙ୍କୀ ୟାକୁବକୁ ଜେରା କରିବେ ଏନଆଇଏ ମୁଖ୍ୟ

ଜମ୍ମୁ: ଗତ ଗୁରୁବାର ଜମ୍ମୁର ଉଦାମପୁରରେ ବିଏସଏଫ୍ ଟ୍ରୁପ ଉପରେ ଆକ୍ରମଣ ବେଳେ ଧରାପଡିଥିବା ପାକିସ୍ତାନ ଆତଙ୍କବାଦୀ ସଂଗଠନ ଲକ୍ସର-ଇ-ତୋଇବାର ଆତଙ୍କୀ ମହମ୍ମଦ ନାଭେଦ ୟାକୁବକୁ ଏନଆଇଏ ମୁଖ୍ୟ ଶରଦ କୁମାର ବ୍ୟକ୍ତିଗତ ଭାବେ ଜେରା କରିବେ। ଏଥିପାଇଁ ବୁଧବାର କଡ଼ା ସୁରକ୍ଷା ମଧ୍ୟରେ ୟାକୁବକୁ ଜମ୍ମୁ କୋର୍ଟରେ ହଜାର କରାଯାଇ ୧୪ ଦିନିଆ ରିମାଣ୍ଡରେ ନେଇଛି ଏନଆଇଏ। ଆସନ୍ତାକାଲି ଶ୍ରୀ କୁମାର ଦିଲ୍ଲୀରୁ ଜମ୍ମୁକୁ ଯିବେ। ପଚରାଉଚୁରା କାର୍ଯ୍ୟ ପାଇଁ ନିୟୋଜିତ ଟିମର ସେ ମୁଖ୍ୟ […]

pakistan

pakistan

Rakesh Mallick
  • Published: Wednesday, 12 August 2015
  • Updated: 13 August 2015, 03:04 AM IST

Sports

Latest News

ଜମ୍ମୁ: ଗତ ଗୁରୁବାର ଜମ୍ମୁର ଉଦାମପୁରରେ ବିଏସଏଫ୍ ଟ୍ରୁପ ଉପରେ ଆକ୍ରମଣ ବେଳେ ଧରାପଡିଥିବା ପାକିସ୍ତାନ ଆତଙ୍କବାଦୀ ସଂଗଠନ ଲକ୍ସର-ଇ-ତୋଇବାର ଆତଙ୍କୀ ମହମ୍ମଦ ନାଭେଦ ୟାକୁବକୁ ଏନଆଇଏ ମୁଖ୍ୟ ଶରଦ କୁମାର ବ୍ୟକ୍ତିଗତ ଭାବେ ଜେରା କରିବେ। ଏଥିପାଇଁ ବୁଧବାର କଡ଼ା ସୁରକ୍ଷା ମଧ୍ୟରେ ୟାକୁବକୁ ଜମ୍ମୁ କୋର୍ଟରେ ହଜାର କରାଯାଇ ୧୪ ଦିନିଆ ରିମାଣ୍ଡରେ ନେଇଛି ଏନଆଇଏ। ଆସନ୍ତାକାଲି ଶ୍ରୀ କୁମାର ଦିଲ୍ଲୀରୁ ଜମ୍ମୁକୁ ଯିବେ। ପଚରାଉଚୁରା କାର୍ଯ୍ୟ ପାଇଁ ନିୟୋଜିତ ଟିମର ସେ ମୁଖ୍ୟ ଭାବେ ଜମ୍ମୁକୁ ଯିବେ। ଏହି ଆତଙ୍କବାଦୀ ଜଣଙ୍କ ପଚରାଉଚୁରା ବେଳେ ସ୍ଥାନୀୟ ପୋଲିସକୁ ଅସହଯୋଗ କରୁଥିବାରୁ ତାଙ୍କୁ ଏନଆଇଏ ରିମାଣ୍ଡରେ ନେବାକୁ ଜମ୍ମୁ କୋର୍ଟରେ ଆବେଦନ କରିଥିଲା। ଜମ୍ମୁ କୋର୍ଟ ଏନଆଇଏର  ଆବେଦନକୁ ବୁଧବାର ଶୁଣାଣି କରି ଅନୁମତି ଦେଇଛନ୍ତି ।

ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଆତଙ୍କବାଦୀ ୟାକୁବର ଘର ପାକିସ୍ତାନର ଫୈସଲାବାଦରେ। ଯଦି ଏହିଠାରେ ଜେରା ବେଳେ କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜେ ତେବେ ତାକୁ ଦିଲ୍ଲୀକୁ ସ୍ଥାନାନ୍ତରଣ କରାଯିବା ବୋଲି ଜଣାପଡିଛି। ଯେଉଁ ଦୁଇଜଣ ଯୁବକ ୟାକୁବକୁ ଧରିବାରେ ସହଯୋଗ କରିଥିଲେ ସେମାନଙ୍କୁ କେନ୍ଦ୍ର ସରକାର ସମ୍ମାନିତ କରିବେ ବୋଲି ଜଣାପଡିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story