୧୮’କୁ ସ୍ୱାଗତ କରିବାକୁ ଅକଲାଣ୍ଡରେ ଆତସବାଜୀ

ନୂଆଦିଲ୍ଲୀ: ବିଶ୍ୱର ପ୍ରଥମ ଦେଶ ଭାବେ କିରବାଟିରେ ପାଳନ ହୋଇଛି ନୂତନ ବର୍ଷ ମହୋତ୍ସବ। 2018କୁ ସ୍ୱାଗତ କରିଛନ୍ତି କିରବାଟି, ଅକ୍ଲାଣ୍ଡ, ନ୍ଯୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆ ମହାଦେଶର ବିଭିନ୍ନ ଦେଶ। ଏହାସହ ଜାପାନର କିଛି ସ୍ଥାନରେ ପାଳନ ହେଉଛି ନୂତନ ବର୍ଷ । ବାଣ ଫୁଟାଇବା ସହ ରଙ୍ଗୀନ ଆଲୋକ ମାଳାରେ ଝଳସୁଛି ଅଷ୍ଟ୍ରେଲିଆ ଏବଂ ଏସିଆ ମହାଦେଶର ବିଭିନ୍ନ ଦେଶ।

auckland-fireworks_650x400_71514724097

auckland-fireworks_650x400_71514724097

Rakesh Mallick
  • Published: Sunday, 31 December 2017
  • Updated: 31 December 2017, 09:43 PM IST

ନୂଆଦିଲ୍ଲୀ: ବିଶ୍ୱର ପ୍ରଥମ ଦେଶ ଭାବେ କିରବାଟିରେ ପାଳନ ହୋଇଛି ନୂତନ ବର୍ଷ ମହୋତ୍ସବ। 2018କୁ ସ୍ୱାଗତ କରିଛନ୍ତି କିରବାଟି, ଅକ୍ଲାଣ୍ଡ, ନ୍ଯୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆ ମହାଦେଶର ବିଭିନ୍ନ ଦେଶ। ଏହାସହ ଜାପାନର କିଛି ସ୍ଥାନରେ ପାଳନ ହେଉଛି ନୂତନ ବର୍ଷ । ବାଣ ଫୁଟାଇବା ସହ ରଙ୍ଗୀନ ଆଲୋକ ମାଳାରେ ଝଳସୁଛି ଅଷ୍ଟ୍ରେଲିଆ ଏବଂ ଏସିଆ ମହାଦେଶର ବିଭିନ୍ନ ଦେଶ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos