ଅଗଷ୍ଟ ଶେଷରେ ବିହାରରେ ମିଳିତ ରାଲି କରିବ ମହାଗଠବନ୍ଧନ ଦଳ

ପାଟଣା: ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ବିହାରରେ ରାଜନୀତି ଏବେ ସରଗରମ ହେବାରେ ଲାଗିଛି। ନିର୍ବାଚନରେ ବିଜେପିକୁ ମାତ ଦେବାକୁ ଜେଡି(ୟୁ), ଆରଜେଡି, କଂଗ୍ରେସ ଓ ଏନସିପି କରିଛନ୍ତି ମହାଗଠବନ୍ଧନ ଦଳ। ଏହି ମହାଗଠବନ୍ଧନ ଦଳ ଅଗଷ୍ଟ ଶେଷ ସପ୍ତାହରେ ପାଟଣାରେ ମହାରାଲି କରିବାକୁ ଯାଉଛି। ଏହାକୁ ‘ପରିବର୍ତ୍ତନ ରାଲି’ ନାମ ଦେଇଛି ଏହି ମହାଗଠବନ୍ଧନ ଦଳ। ଅନ୍ୟପକ୍ଷରେ ବିହାର ମୁଜାଫରପୁର ନିର୍ବାଚନ ମଣ୍ଡଳୀରେ ମୋଦି ସରକାର ଜୁଲାଇ ୨୫ରେ ଏହିପରି ଏକ ମହା ପରିବର୍ତ୍ତନ ରାଲି […]

sjhs1

sjhs1

Rakesh Mallick
  • Published: Thursday, 06 August 2015
  • Updated: 06 August 2015, 05:47 AM IST

lalu2ପାଟଣା: ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ବିହାରରେ ରାଜନୀତି ଏବେ ସରଗରମ ହେବାରେ ଲାଗିଛି। ନିର୍ବାଚନରେ ବିଜେପିକୁ ମାତ ଦେବାକୁ ଜେଡି(ୟୁ), ଆରଜେଡି, କଂଗ୍ରେସ ଓ ଏନସିପି କରିଛନ୍ତି ମହାଗଠବନ୍ଧନ ଦଳ। ଏହି ମହାଗଠବନ୍ଧନ ଦଳ ଅଗଷ୍ଟ ଶେଷ ସପ୍ତାହରେ ପାଟଣାରେ ମହାରାଲି କରିବାକୁ ଯାଉଛି। ଏହାକୁ ‘ପରିବର୍ତ୍ତନ ରାଲି’ ନାମ ଦେଇଛି ଏହି ମହାଗଠବନ୍ଧନ ଦଳ। ଅନ୍ୟପକ୍ଷରେ ବିହାର ମୁଜାଫରପୁର ନିର୍ବାଚନ ମଣ୍ଡଳୀରେ ମୋଦି ସରକାର ଜୁଲାଇ ୨୫ରେ ଏହିପରି ଏକ ମହା ପରିବର୍ତ୍ତନ ରାଲି କାରିଥିଲେ। ବିହାର ନିର୍ବାଚନକୁ ଜିତିବା ପାଇଁ ଏହି ମହାଗଠବନ୍ଧନ ଦଳ ଅଣ୍ଟା ଭିଡିଛି। ଏଥିରେ ଜେଡ(ୟୁ), ଆରଜେଡି, କଂଗ୍ରେସ ଓ ଏନସିପି ବରିଷ୍ଠ ନେତାମାନେ ସାମିଲ ହେବ। ମୁଖ୍ୟମନ୍ତ୍ରୀ ନିତୀଶ କୁମାର, ଲାଲୁ ପ୍ରସାଦ ଯାଦବ ଓ ଜେଡ(ୟୁ) ମୁଖପାତ୍ର ଅଜୟ ଆଲୋକ ଏଥିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏ ନେଇ ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ସମୟ ଓ ଦିନ ନିର୍ଘଣ୍ଟ ହେବ ବୋଲି ଜଣାପଡିଛି।

ସୂଚନାଯୋଗ୍ୟ ବିହାର ନିର୍ବାଚନକୁ ଆଖି ଆଗରେ ରଖି ଅଗଷ୍ଟ ମାସରେ ୩ଟି ବଡ ମହା ପରିବର୍ତ୍ତନ ରାଲି କରିବାର ଯୋଜନା ରଖିଛି ବିହାର ବିଜେପି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ କେନ୍ଦ୍ରୀୟ ନେତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story