ଔରୈୟା ଦୁର୍ଘଟଣା, ମୃତକଙ୍କ ସଂଖ୍ୟା ଛୁଇଁଲା ୨୬

ଔରୈୟା, ୟୁପି: ଉତ୍ତର ପ୍ରଦେଶର ଔରୈୟାରେ ଦୁର୍ଘଟଣାରେ ଆଉ ଦୁଇ ଜଣ ପ୍ରବାସୀ ଶ୍ରମିକ ଆଖି ବୁଜିଛନ୍ତି। ଏହି ୨ ମୃତକଙ୍କ ମିଶାଇ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୬ ହୋଇଛି। ଶନିବାର ସକାଳେ ୪୩ ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ଟ୍ରକ ଔରୈୟାରେ ଆଉ ଏକ ଟ୍ରକକୁ ଧକ୍କା ଦେଇଥିଲା। ଏଥିରେ ୨୪ ଜଣ ଶ୍ରମିକ ପ୍ରାଣ ହରାଇଥିବା ବେଳେ ୩୬ ଜଣ ଆହତ ହୋଇଥିଲେ। ସମସ୍ତ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି […]

accident, up

accident, up

Subhransu Sekhar
  • Published: Sunday, 17 May 2020
  • Updated: 17 May 2020, 07:31 PM IST

Sports

Latest News

ଔରୈୟା, ୟୁପି: ଉତ୍ତର ପ୍ରଦେଶର ଔରୈୟାରେ ଦୁର୍ଘଟଣାରେ ଆଉ ଦୁଇ ଜଣ ପ୍ରବାସୀ ଶ୍ରମିକ ଆଖି ବୁଜିଛନ୍ତି। ଏହି ୨ ମୃତକଙ୍କ ମିଶାଇ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୬ ହୋଇଛି। ଶନିବାର ସକାଳେ ୪୩ ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ଟ୍ରକ ଔରୈୟାରେ ଆଉ ଏକ ଟ୍ରକକୁ ଧକ୍କା ଦେଇଥିଲା। ଏଥିରେ ୨୪ ଜଣ ଶ୍ରମିକ ପ୍ରାଣ ହରାଇଥିବା ବେଳେ ୩୬ ଜଣ ଆହତ ହୋଇଥିଲେ। ସମସ୍ତ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଏବେ ୨ ଆହତ ଆଖିବୁଜିବା ପରେ ୩୪ ଜଣ ପ୍ରବାସୀ ଶ୍ରମିକ ଚିକିତ୍ସାଧୀନ ରହିଛନ୍ତି। ପୁଲିସ ଏବେ ଉଭୟ ଗାଡ଼ି ମାଲିକ, ଚାଳକଙ୍କ ବିରୋଧରେ ଏତଲା ଦାୟର କରି ତଦନ୍ତ କରୁଛି।

ମୃତ ଓ ଆହତ ପ୍ରବାସୀ ଶ୍ରମିକଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ମୃତକଙ୍କ ପାଇଁ ୨ ଲକ୍ଷ ଟଙ୍କା ଓ ଆହତଙ୍କ ପାଇଁ ୫୦ ହଜାର ଟଙ୍କାର ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ। ଏହି ସମସ୍ତ ଟଙ୍କା ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡରୁ ଦିଆଯିବ। ଏ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପିଏମଓ ପକ୍ଷରୁ ଟୁଇଟ୍ କରି କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story