୨୦୦ ଟଙ୍କା ଫେରାଇବାକୁ କେନିଆରୁ ଔରଙ୍ଗାବାଦ ଆସିଲେ ସାଂସଦ

ଔରଙ୍ଗାବାଦ: ୩୦ ବର୍ଷ ପରେ ଜଣେ କେନିଆ ନାଗରିକ ଭାରତର ଔରଙ୍ଗାବାଦ ଫେରିଛନ୍ତି। ଅଶୀ ଦଶକରେ ପାଠ ପଢ଼ିବାକୁ ଭାରତ ଆସିଥିବା ରିଚାର୍ଡ ଟୋଙ୍ଗୀ ନାମକ ଏହି ବ୍ୟକ୍ତି ବର୍ତ୍ତମାନ କେନିଆର ଜଣେ ସାଂସଦ, ଆଉ ଔରଙ୍ଗାବାଦ ଆସିବାର କାରଣ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ। ସେ ଏକ ତେଜରାତି ଦୋକାନରେ ୨୦୦ ଟଙ୍କାର ବାକି ରଖିଥିଲେ। ଆଉ ଏହି ଟଙ୍କା ଫେରାଇବା ପାଇଁ ୩ ଦଶକ ପରେ ରିଚାର୍ଡ ଔରଙ୍ଗାବାଦ ଫେରିଛନ୍ତି। ରିଚାର୍ଡ ଏତେ […]

kenya

kenya

Subrat Kumar Nayak
  • Published: Thursday, 11 July 2019
  • Updated: 11 July 2019, 04:12 PM IST

Sports

Latest News

ଔରଙ୍ଗାବାଦ: ୩୦ ବର୍ଷ ପରେ ଜଣେ କେନିଆ ନାଗରିକ ଭାରତର ଔରଙ୍ଗାବାଦ ଫେରିଛନ୍ତି। ଅଶୀ ଦଶକରେ ପାଠ ପଢ଼ିବାକୁ ଭାରତ ଆସିଥିବା ରିଚାର୍ଡ ଟୋଙ୍ଗୀ ନାମକ ଏହି ବ୍ୟକ୍ତି ବର୍ତ୍ତମାନ କେନିଆର ଜଣେ ସାଂସଦ, ଆଉ ଔରଙ୍ଗାବାଦ ଆସିବାର କାରଣ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ। ସେ ଏକ ତେଜରାତି ଦୋକାନରେ ୨୦୦ ଟଙ୍କାର ବାକି ରଖିଥିଲେ। ଆଉ ଏହି ଟଙ୍କା ଫେରାଇବା ପାଇଁ ୩ ଦଶକ ପରେ ରିଚାର୍ଡ ଔରଙ୍ଗାବାଦ ଫେରିଛନ୍ତି।

ରିଚାର୍ଡ ଏତେ ଦିନର କଥା ମନେ ରଖିଥିବା ଏବଂ ମାତ୍ର ୨୦୦ ଟଙ୍କା ପାଇଁ ଶହ ଶହ କିଲୋମିଟର ଦୂରରୁ ଭାରତ ଆସିଥିବା ଜାଣି କାଶୀନାଥ ଗାୱଲି ନାମକ ଉକ୍ତ ତେଜରାତି ଦୋକାନୀ ଭାବବିହ୍ୱଳ ହୋଇପଡ଼ିଛନ୍ତି। ଏପରିକି ସେ ନିଜ ଆଖିକୁ ବିଶ୍ୱାସ କରିପାରିନଥିବା କହିଛନ୍ତି। ସେହିଭଳି ରିଚାର୍ଡ ମଧ୍ୟ ଗାୱଲିଙ୍କୁ ଭେଟି ଲୁହ ଛଳଛଳ ହୋଇପଡ଼ିଥିଲେ।

ସେ କହିଛନ୍ତି, ଔରଙ୍ଗାବାଦରେ ପାଠ ପଢ଼ୁଥିବା ସମୟରେ ମୋ ଆର୍ଥିକ ସ୍ଥିତି ବହୁତ ଖରାପ ଥିଲା। ସେତେବେଳେ ଏହି ଲୋକମାନେ ମୋତେ କରିଥିବା ସାହାଯ୍ୟ ଭୁଲିହେବନି। ତେଣୁ ମୁଁ ଭାବିଲି ମୁଁ ଔରଙ୍ଗାବାଦ ଆସିବି ଏବଂ ବକେୟା ଟଙ୍କା ଫେରାଇବି। ଏହି ଲୋକ (ଗାୱଲି)ଙ୍କୁ ଏବଂ ତାଙ୍କ ପିଲାମାନଙ୍କ ଉପରେ ଭଗବାନ ଆଶୀବାଆଦ ସବୁ ସମୟରେ ରହିଥାଉ। ସେମାନେ ମୋତେ କହୁଥିଲେ ହୋଟେଲ ନେଇ ଖୁଆଇବେ, କିନ୍ତୁ ମୁଁ ତାଙ୍କ ଘରେ ହିଁ ଖାଇବି ବୋଲି କହିଲି।

ଏବେ ଗାୱଲି ଏବଂ ତାଙ୍କ ପରିବାର ଲୋକେ କେନିଆ ଯିବାକୁ ଏହି ସାଂସଦ ଜଣକ ନିମନ୍ତ୍ରଣ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story