ଆୟ ବହିର୍ଭୂତ ସମ୍ପତ୍ତି ମାମଲା: କୋର୍ଟଙ୍କ ଦ୍ୱାରସ୍ଥ ହେଲେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ:ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସିବିଆଇ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କରିଥିବା ମାମଲା ଉପରେ ବୀରଭଦ୍ର ସିଂହ ସୋମବାର କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ବୀରଭଦ୍ର ଏହି ମାମଲାର ଏଫଆଇଆର କପି ଦେବାକୁ କୋର୍ଟଙ୍କୁ ନିବେଦନ କରିଛନ୍ତି। ସୂଚନାଯୋଗ୍ୟ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସିବିଆଇ ଓ ଇଡିର ଏକ ଟିମ୍ ୨୬ ତାରିଖରେ ବୀରଭଦ୍ରଙ୍କ ବାସଭବନ ଉପରେ ଚଢାଉ କରିଥିଲେ। ସିମଲା  ଓ ଦିଲ୍ଲୀ ବାସଭବନ ବ୍ୟତୀତ ୧୧ଟି ସ୍ଥାନରେ ସିବିଆଇ ଚଢାଉ […]

virbhadra-singh

virbhadra-singh

Rakesh Mallick
  • Published: Monday, 28 September 2015
  • Updated: 28 September 2015, 10:06 AM IST

Sports

Latest News

ନୂଆଦିଲ୍ଲୀ:ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସିବିଆଇ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କରିଥିବା ମାମଲା ଉପରେ ବୀରଭଦ୍ର ସିଂହ ସୋମବାର କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ବୀରଭଦ୍ର ଏହି ମାମଲାର ଏଫଆଇଆର କପି ଦେବାକୁ କୋର୍ଟଙ୍କୁ ନିବେଦନ କରିଛନ୍ତି।

ସୂଚନାଯୋଗ୍ୟ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସିବିଆଇ ଓ ଇଡିର ଏକ ଟିମ୍ ୨୬ ତାରିଖରେ ବୀରଭଦ୍ରଙ୍କ ବାସଭବନ ଉପରେ ଚଢାଉ କରିଥିଲେ। ସିମଲା  ଓ ଦିଲ୍ଲୀ ବାସଭବନ ବ୍ୟତୀତ ୧୧ଟି ସ୍ଥାନରେ ସିବିଆଇ ଚଢାଉ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos