୧୧ ଅଗଷ୍ଟରେ ଅଯୋଧ୍ୟା ବିବାଦର ଶୁଣାଣି

ନୂଆଦିଲ୍ଲୀ: ଅଗଷ୍ଟ ୧୧ ତାରିଖରେ ଅଯୋଧ୍ୟା ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ହେବ। ଅପରାହ୍ନ ୨ଟାରେ ତିନିଜଣ ଜଜ୍‌ଙ୍କୁ ନେଇ ଗଠିତ ସ୍ପେଶାଲ ବେଞ୍ଚ ଏହାର ଶୁଣାଣି କରିବେ। ଗତ ଶୁଣାଣିରେ କୋର୍ଟ ମାମଲାକୁ ଆପୋଷ ସମାଧାନ କରିବାକୁ ପରାମର୍ଶ ଦେଇଥିଲେ। ଏଥିପାଇଁ ମଧ୍ୟସ୍ଥତା କରିବାକୁ ଜଣେ ଜଜ୍‌ଙ୍କ ନିଯୁକ୍ତି ପାଇଁ ମଧ୍ୟ କୋର୍ଟ କହିଥିଲେ। ବିଚାର ସମୟରେ କୋର୍ଟ ଏହାକୁ ଏକ ସମ୍ବେଦନଶୀଳ ମାମଲା ବୋଲି କହିବା ସହ ସବୁ ପକ୍ଷ ସହମତିରେ ମାମଲାର ସମାଧାନ କରିବାକୁ […]

supreme-court

supreme-court

Rakesh Mallick
  • Published: Friday, 04 August 2017
  • Updated: 04 August 2017, 09:59 PM IST

Sports

Latest News

ନୂଆଦିଲ୍ଲୀ: ଅଗଷ୍ଟ ୧୧ ତାରିଖରେ ଅଯୋଧ୍ୟା ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ହେବ। ଅପରାହ୍ନ ୨ଟାରେ ତିନିଜଣ ଜଜ୍‌ଙ୍କୁ ନେଇ ଗଠିତ ସ୍ପେଶାଲ ବେଞ୍ଚ ଏହାର ଶୁଣାଣି କରିବେ।

ଗତ ଶୁଣାଣିରେ କୋର୍ଟ ମାମଲାକୁ ଆପୋଷ ସମାଧାନ କରିବାକୁ ପରାମର୍ଶ ଦେଇଥିଲେ। ଏଥିପାଇଁ ମଧ୍ୟସ୍ଥତା କରିବାକୁ ଜଣେ ଜଜ୍‌ଙ୍କ ନିଯୁକ୍ତି ପାଇଁ ମଧ୍ୟ କୋର୍ଟ କହିଥିଲେ।

ବିଚାର ସମୟରେ କୋର୍ଟ ଏହାକୁ ଏକ ସମ୍ବେଦନଶୀଳ ମାମଲା ବୋଲି କହିବା ସହ ସବୁ ପକ୍ଷ ସହମତିରେ ମାମଲାର ସମାଧାନ କରିବାକୁ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story