କୋର୍ଟ ବାହାରେ ରାମ ଜନ୍ମଭୂମି ଓ ବାବ୍ରି ମସଜିଦ୍‌ ବିବାଦ ସମାଧାନ ପାଇଁ ପ୍ରୟାସ ଆରମ୍ଭ

ନୂଆଦିଲ୍ଲୀ: ରାମ ଜନ୍ମଭୂମି ଓ ବାବ୍ରି ମସଜିଦ୍‌ ବିବାଦର ସମାଧାନ କୋର୍ଟ ବାହାରେ କରିବାକୁ ପ୍ରୟାସ ଆରମ୍ଭ ହୋଇଛି। ଏଥିପାଇଁ ଦିଲ୍ଲୀରେ ୱାର୍ଲ୍ଡ ପିସ୍‌ ୟୁନିଭର୍ସିଟି ପକ୍ଷରୁ ଏକ ଗୋଲ ଟେବୁଲ ବୈଠକର ଆୟୋଜନ କରାଯାଇଥିଲା। ବିବାଦୀୟ ୨.୭ ଏକର ଜମି ଉପରେ ରାମ ମନ୍ଦିର ନିର୍ମାଣ କରାଯିବାକୁ ଏଥିରେ ପ୍ରସ୍ତାବ ପାରିତ ହୋଇଛି। ଏହାସହ ବାକି ୬୭ ଏକର ଜମିରେ ରାମ ମାନବତା ଭବନ ନିର୍ମାଣ କରାଯିବା ଓ ଏଥିରେ ସବୁ ଧର୍ମର ମନ୍ଦିର, ମସଜିଦ୍‌, […]

Ram

Ram

Rakesh Mallick
  • Published: Tuesday, 03 October 2017
  • Updated: 03 October 2017, 05:44 AM IST

Sports

Latest News

ନୂଆଦିଲ୍ଲୀ: ରାମ ଜନ୍ମଭୂମି ଓ ବାବ୍ରି ମସଜିଦ୍‌ ବିବାଦର ସମାଧାନ କୋର୍ଟ ବାହାରେ କରିବାକୁ ପ୍ରୟାସ ଆରମ୍ଭ ହୋଇଛି। ଏଥିପାଇଁ ଦିଲ୍ଲୀରେ ୱାର୍ଲ୍ଡ ପିସ୍‌ ୟୁନିଭର୍ସିଟି ପକ୍ଷରୁ ଏକ ଗୋଲ ଟେବୁଲ ବୈଠକର ଆୟୋଜନ କରାଯାଇଥିଲା। ବିବାଦୀୟ ୨.୭ ଏକର ଜମି ଉପରେ ରାମ ମନ୍ଦିର ନିର୍ମାଣ କରାଯିବାକୁ ଏଥିରେ ପ୍ରସ୍ତାବ ପାରିତ ହୋଇଛି। ଏହାସହ ବାକି ୬୭ ଏକର ଜମିରେ ରାମ ମାନବତା ଭବନ ନିର୍ମାଣ କରାଯିବା ଓ ଏଥିରେ ସବୁ ଧର୍ମର ମନ୍ଦିର, ମସଜିଦ୍‌, ଚର୍ଚ୍ଚ, ଗୁରୁଦ୍ୱାର ନିର୍ମାଣ କରାଯିବାକୁ ପ୍ରସ୍ତାବ ମଧ୍ୟ ପାରିତ ହୋଇଛି।

ବୈଠକର ଶୀର୍ଷକ ଥିଲା ‘ଅଯୋଧ୍ୟାରେ ବାବ୍ରି ମସଜିଦ ବିବାଦର ସମାଧାନ’। ଏଥିରେ ୱାର୍ଲ୍ଡ ପିସ୍‌ ୟୁନିଭର୍ସିଟି ଚେୟାରମ୍ୟାନ ବିଶ୍ୱନାଥ କରାଡ ମୁଖ୍ୟ ପ୍ରସ୍ତାବ ରଖିଥିଲେ। ଯାହାକୁ ବୈଠକରେ ଉପସ୍ଥିତ ଅଧିକାଂଶ ଲୋକ ସମର୍ଥନ କରିଥିଲେ।

ରାମ ଜନ୍ମଭୂମି ନ୍ୟାସର ପୂର୍ବତନ ଅଧ୍ୟକ୍ଷ ରାମବିଲାସ ବେଦାନ୍ତି ପ୍ରସ୍ତାବର ଦ୍ୱିତୀୟ ଭାଗ ଉପରେ ଅସହମତି ଦର୍ଶାଇ ଥିଲେ। ସେ କହିଥିଲେ, କେନ୍ଦ୍ର ସରକାର ରାମ ଜନ୍ମଭୂମି ନ୍ୟାସ୍‌ର ୬୭ ଏକର ଜମି ଅଧିଗ୍ରହଣ କରିଛନ୍ତି, ଏହାକୁ ଫେରାଇ ଦିଅନ୍ତୁ। ଏଥି ହସ୍ପିଟାଲ, ସ୍କୁଲ କିମ୍ବା ଅନ୍ୟ ସାମାଜିକ କାର୍ଯ୍ୟ ପାଇଁ ଗୃହ ନିର୍ମାଣ କରାଯାଉ।

ଅନ୍ୟପକ୍ଷରେ ଆରିଫ ମହମ୍ମଦ ଖାନ୍‌ କହିଛନ୍ତି, ଏହି ପ୍ରସ୍ତାବ ଦୁଇ ଧର୍ମକୁ ଯୋଡିବାକୁ ସକ୍ଷମ ହେବ। ଏହାକୁ ଆମେ ସ୍ୱାଗତ କରୁଛୁ।

ସ୍ୱାମୀ ଅଗ୍ନିବେଶ କହିଛନ୍ତି, କୋର୍ଟ ଯେଉଁ ନିଷ୍ପତ୍ତି ନେବେ ତାକୁ ସବୁ ପକ୍ଷ ମାନି ନେବା ଉଚିତ। ଯଦି କୋର୍ଟ ରାମ ମନ୍ଦିର ନିର୍ମାଣ ସପକ୍ଷରେ ଶୁଣାଣି କରନ୍ତି ତେବେ ମୁସଲମାନ ସମୁଦାୟ ମନ୍ଦିର ନିର୍ମାଣ ପାଇଁ ସହଯୋଗ କରିବା ଉଚିତ। ଯଦି ମସଜିଦ ନିର୍ମାଣ ପାଇଁ କୋର୍ଟ ରାୟ ଦିଅନ୍ତି ତେବେ ହିନ୍ଦୁ ସମୁଦାୟ ସହଯୋଗ କରିବା କରିବା ଉଚିତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story