ଅଗଷ୍ଟରେ ବାହା ହେବେ ବାବୁଲ ସୁପ୍ରିୟୋ

ନୂଆଦିଲ୍ଲୀ: ଗାୟକ ତଥା ମୋଦି ସରକାରରେ ମନ୍ତ୍ରୀ ଥିବା ବାବୁଲ ସୁପ୍ରିୟୋ ଆସନ୍ତା ଅଗଷ୍ଟ ମାସରେ ବିବାହ କରିବେ। ତାଙ୍କ ଭାବିପତ୍ନୀଙ୍କ ନାଁ ରଚନା। ସେ ଜଣେ ଏୟାରହୋଷ୍ଟେସ୍। ଇତି ମଧ୍ୟରେ ଦୁହିଁଙ୍କର ନିର୍ବନ୍ଧ ଶେଷ ହୋଇଛି। ବାବୁଲ ଏକ ବିମାନରେ ପ୍ରଥମେ ରଚନାଙ୍କୁ ଦେଖିଥିଲେ। ବାବୁଲଙ୍କ ଏହା ଦ୍ୱିତୀୟ ବିବାହ ହେବ। ଏହା ପୂର୍ବରୁ ସେ ୧୯୯୫ରେ ରିଆଙ୍କୁ ବିବାହ କରିଥିଲେ। ୨୦୦୬ରେ ସେ ରିଆଙ୍କଠାରୁ ଅଲଗା ହୋଇଥିଲେ। ସେମାନଙ୍କର ଏକ ଝିଅ ମଧ୍ୟ ଅଛି। […]

babul

babul

Rakesh Mallick
  • Published: Monday, 13 June 2016
  • Updated: 13 June 2016, 03:26 PM IST

Sports

Latest News

babulନୂଆଦିଲ୍ଲୀ: ଗାୟକ ତଥା ମୋଦି ସରକାରରେ ମନ୍ତ୍ରୀ ଥିବା ବାବୁଲ ସୁପ୍ରିୟୋ ଆସନ୍ତା ଅଗଷ୍ଟ ମାସରେ ବିବାହ କରିବେ। ତାଙ୍କ ଭାବିପତ୍ନୀଙ୍କ ନାଁ ରଚନା। ସେ ଜଣେ ଏୟାରହୋଷ୍ଟେସ୍। ଇତି ମଧ୍ୟରେ ଦୁହିଁଙ୍କର ନିର୍ବନ୍ଧ ଶେଷ ହୋଇଛି।

ବାବୁଲ ଏକ ବିମାନରେ ପ୍ରଥମେ ରଚନାଙ୍କୁ ଦେଖିଥିଲେ।

ବାବୁଲଙ୍କ ଏହା ଦ୍ୱିତୀୟ ବିବାହ ହେବ। ଏହା ପୂର୍ବରୁ ସେ ୧୯୯୫ରେ ରିଆଙ୍କୁ ବିବାହ କରିଥିଲେ। ୨୦୦୬ରେ ସେ ରିଆଙ୍କଠାରୁ ଅଲଗା ହୋଇଥିଲେ। ସେମାନଙ୍କର ଏକ ଝିଅ ମଧ୍ୟ ଅଛି। ତାଙ୍କ ନାଁ ଶର୍ମିଲି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story