ବାବୁଲ ଏକ ବିମାନରେ ପ୍ରଥମେ ରଚନାଙ୍କୁ ଦେଖିଥିଲେ।
ବାବୁଲଙ୍କ ଏହା ଦ୍ୱିତୀୟ ବିବାହ ହେବ। ଏହା ପୂର୍ବରୁ ସେ ୧୯୯୫ରେ ରିଆଙ୍କୁ ବିବାହ କରିଥିଲେ। ୨୦୦୬ରେ ସେ ରିଆଙ୍କଠାରୁ ଅଲଗା ହୋଇଥିଲେ। ସେମାନଙ୍କର ଏକ ଝିଅ ମଧ୍ୟ ଅଛି। ତାଙ୍କ ନାଁ ଶର୍ମିଲି।
ନୂଆଦିଲ୍ଲୀ: ଗାୟକ ତଥା ମୋଦି ସରକାରରେ ମନ୍ତ୍ରୀ ଥିବା ବାବୁଲ ସୁପ୍ରିୟୋ ଆସନ୍ତା ଅଗଷ୍ଟ ମାସରେ ବିବାହ କରିବେ। ତାଙ୍କ ଭାବିପତ୍ନୀଙ୍କ ନାଁ ରଚନା। ସେ ଜଣେ ଏୟାରହୋଷ୍ଟେସ୍। ଇତି ମଧ୍ୟରେ ଦୁହିଁଙ୍କର ନିର୍ବନ୍ଧ ଶେଷ ହୋଇଛି। ବାବୁଲ ଏକ ବିମାନରେ ପ୍ରଥମେ ରଚନାଙ୍କୁ ଦେଖିଥିଲେ। ବାବୁଲଙ୍କ ଏହା ଦ୍ୱିତୀୟ ବିବାହ ହେବ। ଏହା ପୂର୍ବରୁ ସେ ୧୯୯୫ରେ ରିଆଙ୍କୁ ବିବାହ କରିଥିଲେ। ୨୦୦୬ରେ ସେ ରିଆଙ୍କଠାରୁ ଅଲଗା ହୋଇଥିଲେ। ସେମାନଙ୍କର ଏକ ଝିଅ ମଧ୍ୟ ଅଛି। […]
babul
ବାବୁଲ ଏକ ବିମାନରେ ପ୍ରଥମେ ରଚନାଙ୍କୁ ଦେଖିଥିଲେ।
ବାବୁଲଙ୍କ ଏହା ଦ୍ୱିତୀୟ ବିବାହ ହେବ। ଏହା ପୂର୍ବରୁ ସେ ୧୯୯୫ରେ ରିଆଙ୍କୁ ବିବାହ କରିଥିଲେ। ୨୦୦୬ରେ ସେ ରିଆଙ୍କଠାରୁ ଅଲଗା ହୋଇଥିଲେ। ସେମାନଙ୍କର ଏକ ଝିଅ ମଧ୍ୟ ଅଛି। ତାଙ୍କ ନାଁ ଶର୍ମିଲି।