ଲୋକ ଲଜ୍ଜା ଭୟରେ ୫ ଦିନର କଅଁଳା ଶିଶୁକୁ ଚର୍ଚ୍ଚ ସାମ୍ନାରେ ଛାଡ଼ିଗଲେ ଦମ୍ପତି

କୋଚି: ଛାତିରେ ପଥର ରଖି ପୁଅକୁ କୋଳରୁ ଅଲଗା କରି ଦେଉଛନ୍ତି ଦମ୍ପତି। ଲୋକଲଜ୍ଜା ଭୟରେ ଚର୍ଚ୍ଚ ପାଖରେ ୫ ଦିନର ଶିଶୁ ପୁତ୍ରକୁ ଥୋଇଦେଇ ଚାଲିଯିବା ବେଳେ ବାପପଣିଆ ଧରା ପଡିଯାଉଛି ତାଙ୍କର। ପୁଅକୁ ଶେଷଥର ପାଇଁ ଏମିତି ଏକ ଅଜ୍ଞାତ ଭବିଷ୍ୟତକୁ ଆଧାର କରି ଛାଡି ଆସିବା ବେଳେ ଯୁବକ ଜଣକ କଅଁଳା ଛୁଆଟିକୁ ଯେଭଳି ଗେଲ କରୁଛନ୍ତି ତାହା ଦେଖି ଆପଣ ବି ଭାବପ୍ରବଣ ହୋଇପଡିବେ। ପିଲାଟିଏ ନ ହେଲେ ବାପା,ମା’ଙ୍କୁ ସମାଜର […]

y

y

Rakesh Mallick
  • Published: Sunday, 03 June 2018
  • Updated: 04 June 2018, 07:51 AM IST

Sports

Latest News

କୋଚି: ଛାତିରେ ପଥର ରଖି ପୁଅକୁ କୋଳରୁ ଅଲଗା କରି ଦେଉଛନ୍ତି ଦମ୍ପତି। ଲୋକଲଜ୍ଜା ଭୟରେ ଚର୍ଚ୍ଚ ପାଖରେ ୫ ଦିନର ଶିଶୁ ପୁତ୍ରକୁ ଥୋଇଦେଇ ଚାଲିଯିବା ବେଳେ ବାପପଣିଆ ଧରା ପଡିଯାଉଛି ତାଙ୍କର। ପୁଅକୁ ଶେଷଥର ପାଇଁ ଏମିତି ଏକ ଅଜ୍ଞାତ ଭବିଷ୍ୟତକୁ ଆଧାର କରି ଛାଡି ଆସିବା ବେଳେ ଯୁବକ ଜଣକ କଅଁଳା ଛୁଆଟିକୁ ଯେଭଳି ଗେଲ କରୁଛନ୍ତି ତାହା ଦେଖି ଆପଣ ବି ଭାବପ୍ରବଣ ହୋଇପଡିବେ।

ପିଲାଟିଏ ନ ହେଲେ ବାପା,ମା’ଙ୍କୁ ସମାଜର ନାନା ଟାହି ଟାପରା ଶୁଣିବାକୁ ପଡ଼େ। କିଏ ବାଞ୍ଝ କହି ଥଟା କରେ ତ କିଏ ମୁହଁ ଚାହେଁନି । ଏଭଳି ଲୋକ ଲଜ୍ଜାରୁ ରକ୍ଷା ପାଇବା ପାଇଁ ବାପାମା କେତେ ଦିଅଁ, ଦେବତା ପୂଜନ୍ତି। ପିଲାଟିଏ ପାଇଁ ନାନା ବ୍ରତ ଉପାସ ମଧ୍ୟ କରନ୍ତି। ଶେଷରେ ପିଲାଟିଏ ଜନ୍ମ ହେଲେ ଗହମ ଗୋଟି ଗଣତା ପରି ତା ଆଦର ଯତ୍ନରେ ଦିନ କାଟି ଦିଅନ୍ତି।

ହେଲେ ଏଠି କିନ୍ତୁ ଘଟଣା ପୂରା ଓଲଟା। ପିଲା ଜନ୍ମ ହେଲା ବୋଲି ବାପା ମା’ଙ୍କୁ ଲଜ୍ଜା ଲାଗିଲା। ଆଉ ଲଜ୍ଜାର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ। ୩୨ ବର୍ଷିୟ ବିଟୁ ଓ ତାଙ୍କ ପତ୍ନୀ ପ୍ରତିଭାଙ୍କ ୪ଟି ସନ୍ତାନ ଅଛନ୍ତି। ୫ ଦିନ ତଳେ ପ୍ରତିଭା ପୁଣି ଗୋଟିଏ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ହେଲେ ବାରମ୍ବାର ଗର୍ଭବତୀ ହେଉଥିବାରୁ ସ୍ଥାନୀୟ ଲୋକେ ଏହି ଦମ୍ପତିଙ୍କୁ ଟାହି ଟାପରା କରୁଥିଲେ। ଲୋକ ଲଜ୍ଜା ଭୟରେ ଦୁହେଁ ଛୁଆଟିକୁ ଛାଡି ଦେବାକୁ ନିଷ୍ପତ୍ତି ନିଅନ୍ତି। ଆଉ ଗତ କାଲି ରାତିରେ ଶିଶୁ ପୁତ୍ରରେ କୋଚି ଇଡ୍ଡାପାଲୀସ୍ଥିତ ସେଣ୍ଟ ଜର୍ଜ ଚର୍ଚ୍ଚ ପାଖରେ ଛାଡି ଯାଆନ୍ତି। ହେଲେ ବିଟୁ ପୁଅକୁ ଛାଡି ଫେରୁଥିବା ବେଳର ଦୃଶ୍ୟ କଏଦ ହୁଏ ସିସିଟିଭି କ୍ୟାମେରାରେ।

ଏହି ଘଟଣା ପରେ ପୋଲିସ୍‌ ବିଟୁ ଓ ତାଙ୍କ ପତ୍ନୀ ପ୍ରତିଭାଙ୍କୁ ଗିରଫ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story