ବାହା ହେଲେ ଦିଗବିଜୟ ସିଂହ

ନୂଆଦିଲ୍ଲୀ: ବାହା ହେଲେ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ। ଟିଭି ଆଙ୍କର୍ ଅମ୍ରିତା ରାୟଙ୍କୁ ସେ ବିବାହ କରିଥିବା ନେଇ ଏକ  ଇଂରାଜୀ ଖବର କାଗଜରେ ରିପୋର୍ଟ ପ୍ରକାଶ ପାଇଛି। ଗତମାସରେ ଦିଗବିଜୟ ଓ ଅମ୍ରିତା  ବିବାହ କରିଥିବା ଏହି ଖବର କାଗଜ ଦାବି କରିଛି। ଅମ୍ରିତା ରାୟ ନିଜ ଫେସବୁକରେ ମଧ୍ୟ ଏହି ବିବାହ କଥା ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି ଯେ ଦିଗବିଜୟ ଓ ସେ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ ହୋଇଛନ୍ତି। […]

digbijaya

digbijaya

Rakesh Mallick
  • Published: Sunday, 06 September 2015
  • Updated: 06 September 2015, 06:35 AM IST

Sports

Latest News

[caption id="attachment_29984" align="alignleft" width="300"]digbijaya ଦିଗବିଜୟ ଓ ଅମ୍ରିତାଙ୍କ ଫାଇଲ ଫଟୋ[/caption]

ନୂଆଦିଲ୍ଲୀ: ବାହା ହେଲେ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ। ଟିଭି ଆଙ୍କର୍ ଅମ୍ରିତା ରାୟଙ୍କୁ ସେ ବିବାହ କରିଥିବା ନେଇ ଏକ  ଇଂରାଜୀ ଖବର କାଗଜରେ ରିପୋର୍ଟ ପ୍ରକାଶ ପାଇଛି। ଗତମାସରେ ଦିଗବିଜୟ ଓ ଅମ୍ରିତା  ବିବାହ କରିଥିବା ଏହି ଖବର କାଗଜ ଦାବି କରିଛି। ଅମ୍ରିତା ରାୟ ନିଜ ଫେସବୁକରେ ମଧ୍ୟ ଏହି ବିବାହ କଥା ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି ଯେ ଦିଗବିଜୟ ଓ ସେ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ ହୋଇଛନ୍ତି। ତା’ପରେ ଆଇନ ଅନୁଯାୟୀ ସେମାନଙ୍କ ବିହାରର ପଞ୍ଜୀକରଣ ମଧ୍ୟ କରାଯାଇଥିଲା।

ତେବେ ଏନେଇ ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ। ସେ ଏବେ ବିଦେଶରେ ଅଛନ୍ତି। ସେହିଭଳି ଅମ୍ରିତା ରାୟଙ୍କ ପ୍ରତିକ୍ରିୟା ବି ମିଳି ପାରି ନାହିଁ

ପୂର୍ବରୁ ଦିଗବିଜୟ ଟ୍ୱିଟ୍ କରି କହିଥିଲେ, ‘ ଅମ୍ରିତାଙ୍କ ସହିତ ମୋର ସଂପର୍କ ଅଛି। ଏହା କହିବା ପାଇଁ ମୁଁ ଆଦୌ କୁଣ୍ଠା କରୁ ନାହିଁ। ଅମ୍ରିତା ଓ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ବିବାହ ବିଚ୍ଛେଦ ନେଇ ଆପୋଷ ବୁଝାମଣା ହୋଇ ସାରିଛି’।

ଏହି ବରିଷ୍ଠ କଂଗ୍ରେସ ନେତା ଜଣଙ୍କ ଆହୁରି ମଧ୍ୟ କହିଥିଲେ, ‘ଅମ୍ରିତା ଓ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ଆନୁଷ୍ଠାନିକ ବିଚ୍ଛେଦ ହେଲା ପରେ ମୁଁ ଓ ଅମ୍ରିତା ଆମ ସଂପର୍କ ବିଷୟରେ ଆନୁଷ୍ଠାନିକ ଘୋଷଣା କରିବୁ। କିନ୍ତୁ ଅମ୍ରିତା ଅବା ମୋର ବ୍ୟକ୍ତିଗତ ଜୀବନ ଭିତରେ ଅନ୍ୟମାନେ ମୁଣ୍ଡ ଖେଳାଇବା ଉଚିତ୍ ନୁହେଁ’।

ସୂଚନାଯୋଗ୍ୟ, ୨୦୧୩ରେ ଦିଗବିଜୟ ସିଂହଙ୍କ ପତ୍ନୀ ଆଶାଙ୍କର ପରଲୋକ ହୋଇଥିଲା। ସେ ବହୁ ଦିନ ଧରି ଅସୁସ୍ଥ ଥିଲେ। ଆଶାଙ୍କ ଗର୍ଭରୁ ଦିଗବିଜୟଙ୍କର ଚାରୋଟି ଝିଅ ଓ ଗୋଟିଏ ପୁଅ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story