ଏୟାର ଷ୍ଟ୍ରାଇକ: ପାକ୍‌କୁ କଟାକ୍ଷ କଲେ ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ: ବାଲାକୋଟ୍‌ରେ ଭାରତୀୟ ବାୟୁସେନା କରିଥିବା ଏୟାର ଷ୍ଟ୍ରାଇକ୍‌କୁ ଆଜି ଯାଏ ପାକିସ୍ତାନ ମାନିବାକୁ ନାରାଜ। ଆଜି ପାକିସ୍ତାନର ଏଭଳି ଆଭିମୁଖ୍ୟକୁ ଭାରତୀୟ ବାୟୁସେନା ମୁଖ୍ୟ ବିଏସ୍‌ ଧନୱା କଟାକ୍ଷ କରିଛନ୍ତି। ସେ କହିଛନ୍ତି, ଭାରତ ଜୈଶ କ୍ୟାମ୍ପ ଉପରେ କରିଥିବା ଏୟାର ଷ୍ଟ୍ରାଇକ୍‌ରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏହାର ପ୍ରମାଣ ପାକିସ୍ତାନ ଆଖି ସାମ୍ନାରେ ଥିଲେ ହେଁ ଇସ୍‌ଲାମାବାଦ ଏହାକୁ ଦେଖିପାରୁନାହିଁ। ପାକିସ୍ତାନ କେବଳ ପବନରେ ଏୟାର ଷ୍ଟ୍ରାଇକ୍‌ର ପ୍ରମାଣ ଖୋଜୁଛି ବୋଲି ସେ କହିଛନ୍ତି। […]

rt

rt

Hemant Lenka
  • Published: Saturday, 30 March 2019
  • Updated: 30 March 2019, 11:03 AM IST

Sports

Latest News

ନୂଆଦିଲ୍ଲୀ: ବାଲାକୋଟ୍‌ରେ ଭାରତୀୟ ବାୟୁସେନା କରିଥିବା ଏୟାର ଷ୍ଟ୍ରାଇକ୍‌କୁ ଆଜି ଯାଏ ପାକିସ୍ତାନ ମାନିବାକୁ ନାରାଜ। ଆଜି ପାକିସ୍ତାନର ଏଭଳି ଆଭିମୁଖ୍ୟକୁ ଭାରତୀୟ ବାୟୁସେନା ମୁଖ୍ୟ ବିଏସ୍‌ ଧନୱା କଟାକ୍ଷ କରିଛନ୍ତି। ସେ କହିଛନ୍ତି, ଭାରତ ଜୈଶ କ୍ୟାମ୍ପ ଉପରେ କରିଥିବା ଏୟାର ଷ୍ଟ୍ରାଇକ୍‌ରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏହାର ପ୍ରମାଣ ପାକିସ୍ତାନ ଆଖି ସାମ୍ନାରେ ଥିଲେ ହେଁ ଇସ୍‌ଲାମାବାଦ ଏହାକୁ ଦେଖିପାରୁନାହିଁ। ପାକିସ୍ତାନ କେବଳ ପବନରେ ଏୟାର ଷ୍ଟ୍ରାଇକ୍‌ର ପ୍ରମାଣ ଖୋଜୁଛି ବୋଲି ସେ କହିଛନ୍ତି।

ଗଣମାଧ୍ୟମକୁ ସୂଚନା ଦେଇ ବାୟୁସେନା ମୁଖ୍ୟ ଧନୱା କହିଛନ୍ତି, ଏୟାର ଷ୍ଟ୍ରାଇକ୍‌ର ପ୍ରମାଣ ତୁମ(ପାକିସ୍ତାନ) ଆଖି ସାମ୍ନାରେ ରହିଛି। କିନ୍ତୁ ତୁମେ ଏହାକୁ ଦେଖିବାକୁ ଚାହୁଁନାହଁ। ପାକିସ୍ତାନର ଏଭଳି ଆଭିମୁଖ୍ୟକୁ ଦେଖି ଗୋଟିଏ ଗୀତ ମନେ ପଡ଼ୁଛି। ଯଦି ସତ ଦେଖିବାକୁ ଇଚ୍ଛା ନଥିବ, ତା’ହେଲେ ଜଣେ ବ୍ୟକ୍ତି ଯେତେଥର ନିଜ ମୁଣ୍ଡକୁ ଏଣେତେଣ ବୁଲାଇଲେ ମଧ୍ୟ କିଛି ଦେଖିପାରିବ ନାହିଁ।

ପାକିସ୍ତାନ କେବଳ ପବନରେ ପ୍ରମାଣ ଖୋଜିବାରେ ଲାଗିଛି। ପୁଲୱାମା ଆତଙ୍କବାଦୀ ହମ୍‌ଲା ପରେ ଆମେ ଏୟାର ଷ୍ଟ୍ରାଇକ୍‌ କରିଥିଲୁ। ଆମକୁ ଦିଆଯାଇଥିବା ଟାର୍ଗେଟକୁ ଆମେ ହିଟ୍‌ କରିଛୁ। ଏୟାର ଷ୍ଟ୍ରାଇକ୍‌ ଯୋଗୁ ସେଠାରେ ଥିବା ବିଲଡିଂ ଛାତରେ ୮୦ରୁ ୯୦ ସେମି ପର୍ଯ୍ୟନ୍ତ ଗାତ ହୋଇଯାଇଛି। ଏକଥା ସମସ୍ତେ ଜାଣିଛନ୍ତି। ହେଲେ ଯିଏ ଜାଣିବାକୁ ଚାହୁଁନାହଁ, ତା’କୁ କେବେ ହେଲେ ସତ ଦେଖାଯିବନାହିଁ। ”

ଫେବୃଆରୀ ୧୪ରେ ଆତଙ୍କବାଦୀମାନେ ପୁଲୱାମାରେ ହମ୍‌ଲା କରିଥିଲେ। ଏହାପରେ ଫେବୃଆରୀ ୨୬ରେ ଭାରତୀୟ ବାୟୁସେନା ପାକିସ୍ତାନରେ ପଶି ବାଲାକୋଟ୍‌ ଠାରେ ଥିବା ଜୈଶ କ୍ୟାମ୍ପ ଉପରେ ବୋମା ବର୍ଷଣ କରିଥିଲା। ଏଥିରେ ୨୫୦ରୁ ଅଧିକ ଆତଙ୍କୀ ନିହତ ହୋଇଥିବା କୁହାଯାଉଛି। ହେଲେ ପାକିସ୍ତାନ ଏହାକୁ ମାନୁନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story