କଶ୍ମୀର ପ୍ରସଙ୍ଗରେ ବାନ-କି-ମୁନ୍ ମୌନବ୍ରତ ରଖିନାହାନ୍ତି: ସଂଯୁକ୍ତ ରାଷ୍ଟ୍ର

ନ୍ୟୁୟର୍କ: ସଂଯୁକ୍ତ ରାଷ୍ଟ୍ର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଯେ ମହାସଚିବ ବାନ-କି-ମୁନ କାଶ୍ମୀର ପ୍ରସଙ୍ଗରେ ଚୁପ୍‌ ରହିଛନ୍ତି। ଦୈନିକ ସମ୍ବାଦିକ ସମ୍ମିଳନୀରେ ଗୁରୁବାର ଯେତେବେଳେ ଉପପ୍ରବକ୍ତା ଫରାହନ୍‌ ହକଙ୍କୁ ପଚରାଗଲା ଯେ ସଂଯୁକ୍ତ ରାଷ୍ଟ୍ରର ପ୍ରମୁଖ କଶ୍ମୀର ପ୍ରସଙ୍ଗରେ ନିଜର ମୌନବ୍ରତ କେବେ ଭାଙ୍ଗିବେ ସେତେବେଳେ ସେ କହିଥିଲେ, “ଏହା ମୌନବ୍ରତ ନୁହେଁ। ଆମେ ଆମର କଥା କହିଛୁ। ଆମେ ଆଜି ମଧ୍ୟ ସେହି ବୟାନ୍‌ରେ କାଏମ ଅଛୁ”। ହକ କହିଛନ୍ତି ଯେ କଶ୍ମୀର ପ୍ରସଙ୍ଗରେ […]

ban

ban

Rakesh Mallick
  • Published: Friday, 05 August 2016
  • Updated: 04 May 2017, 03:44 PM IST

Sports

Latest News

ନ୍ୟୁୟର୍କ: ସଂଯୁକ୍ତ ରାଷ୍ଟ୍ର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଯେ ମହାସଚିବ ବାନ-କି-ମୁନ କାଶ୍ମୀର ପ୍ରସଙ୍ଗରେ ଚୁପ୍‌ ରହିଛନ୍ତି। ଦୈନିକ ସମ୍ବାଦିକ ସମ୍ମିଳନୀରେ ଗୁରୁବାର ଯେତେବେଳେ ଉପପ୍ରବକ୍ତା ଫରାହନ୍‌ ହକଙ୍କୁ ପଚରାଗଲା ଯେ ସଂଯୁକ୍ତ ରାଷ୍ଟ୍ରର ପ୍ରମୁଖ କଶ୍ମୀର ପ୍ରସଙ୍ଗରେ ନିଜର ମୌନବ୍ରତ କେବେ ଭାଙ୍ଗିବେ ସେତେବେଳେ ସେ କହିଥିଲେ, “ଏହା ମୌନବ୍ରତ ନୁହେଁ। ଆମେ ଆମର କଥା କହିଛୁ। ଆମେ ଆଜି ମଧ୍ୟ ସେହି ବୟାନ୍‌ରେ କାଏମ ଅଛୁ”। ହକ କହିଛନ୍ତି ଯେ କଶ୍ମୀର ପ୍ରସଙ୍ଗରେ ବାନଙ୍କ ମତ ବଳବତ୍ତର ଅଛି। ସେ ଘାଟିର ସଙ୍କଟ ବିଷୟରେ କିଛି ସପ୍ତାହ ପୂର୍ବରୁ ବୟାନ ଜାରି କରି କହିଥିଲେ।

ବାନ କହିଛନ୍ତି ଯେ ସେ ହିଜ୍‌ବୁଲ ଆତଙ୍କବାଦୀ ବୁରାହମ୍‌ ୱାନୀର ମୃତ୍ୟୁ ପରେ କଶ୍ମୀରରେ ଖରାପ ପରି ସ୍ଥିତି ଉପରେ ନଜର ରଖିଛନ୍ତି।

ସେ ସବୁ ପକ୍ଷରୁ ଅଧିକ ସଂଯମ ରଖିବାକୁ କହିଥିଲେ। ଯାହା ଫଳରେ ଆଗକୁ ହିଂସାକୁ ରୋକାଯାଇପାରିବ। ସେ ଆଶାବ୍ୟକ୍ତ କରିଥିଲେ ଯେ ସବୁ ସମସ୍ୟାର ସମାଧାନ “ଶାନ୍ତିପୂର୍ଣ୍ଣ ଭାବ”ରେ କରାଯିବ। ଏହି ସପ୍ତାହ ଆରମ୍ଭରେ ବାନଙ୍କର ପ୍ରବକ୍ତା ଷ୍ଟିଫନ୍‌ ଡୁଜ୍ୟାରିକ ଏହି କଥା ଖାରଜ କରିଥିଲେ ଯେ ମହା ସଚିବ କଶ୍ମୀରର ପ୍ରସଙ୍ଗରେ କିଛି କହିବାକୁ ଚାହୁଁନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story