କେରଳ ସାବରିମାଳା ମନ୍ଦିରରେ ମହିଳା ଭକ୍ତଙ୍କ ପ୍ରବେଶ କଟକଣା ପ୍ରସଙ୍ଗରେ ସୁପ୍ରିମକୋର୍ଟ ନେବେ ନିଷ୍ପତ୍ତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେରଳର ଐତିହାସିକ ସାବରିମାଳା ମନ୍ଦିରରେ ମହିଳାମାନେ ପ୍ରବେଶ କରିପାରିବେ ନା ନାହିଁ। ଏହାର ନିଷ୍ପତ୍ତି ନେବେ ସୁପ୍ରିମକୋର୍ଟର ୫ଜଣ ବିଚାରପତିଙ୍କୁ ନେଇ ଗଠିତ ସାମ୍ବିଧାନିକ ବେଞ୍ଚ। ଆଜି ଏପରି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ସାବରିମାଳା ମନ୍ଦିରରେ ମହିଳା ଭକ୍ତଙ୍କ ପ୍ରବେଶ ବାରଣକୁ ନେଇ ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି କରିଥିଲେ ସର୍ବୋଚ୍ଚ କୋର୍ଟ। ତେବେ ଅଦାଲତ ଏହି ନିଷ୍ପତ୍ତିକୁ ସଂରକ୍ଷିତ ରଖିବା ସହ ନିଷ୍ପତ୍ତିକୁ ସାମ୍ବିଧାନିକ ବେଞ୍ଚ ହାତରେ ନ୍ୟସ୍ତ କରିଛନ୍ତି। ଏଥିସହ […]

india-pilgrimage-without-plastic_78a76cd0-afe1-11e7-9bc1-6ddb500cf946

Rakesh Mallick
  • Published: Friday, 13 October 2017
  • Updated: 13 October 2017, 07:53 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେରଳର ଐତିହାସିକ ସାବରିମାଳା ମନ୍ଦିରରେ ମହିଳାମାନେ ପ୍ରବେଶ କରିପାରିବେ ନା ନାହିଁ। ଏହାର ନିଷ୍ପତ୍ତି ନେବେ ସୁପ୍ରିମକୋର୍ଟର ୫ଜଣ ବିଚାରପତିଙ୍କୁ ନେଇ ଗଠିତ ସାମ୍ବିଧାନିକ ବେଞ୍ଚ। ଆଜି ଏପରି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ସାବରିମାଳା ମନ୍ଦିରରେ ମହିଳା ଭକ୍ତଙ୍କ ପ୍ରବେଶ ବାରଣକୁ ନେଇ ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି କରିଥିଲେ ସର୍ବୋଚ୍ଚ କୋର୍ଟ। ତେବେ ଅଦାଲତ ଏହି ନିଷ୍ପତ୍ତିକୁ ସଂରକ୍ଷିତ ରଖିବା ସହ ନିଷ୍ପତ୍ତିକୁ ସାମ୍ବିଧାନିକ ବେଞ୍ଚ ହାତରେ ନ୍ୟସ୍ତ କରିଛନ୍ତି। ଏଥିସହ ଅଦାଲତ ସାମ୍ବିଧାନିକ ବେଞ୍ଚକୁ ୬ଟି ପ୍ରଶ୍ନ ଉପରେ ଗୁରୁତ୍ୱ ଦେବାକୁ କହିଛନ୍ତି।

ସାବରିମାଲା ମନ୍ଦିରରେ ୧୦ରୁ ୫୦ ବର୍ଷ ବୟସ ପର୍ଯ୍ୟନ୍ତ ମହିଳାଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ରହିଛି। କୌଣସି ପରିସ୍ଥିତରେ ମହିଳା ଭକ୍ତ ମନ୍ଦିର ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ ବୋଲି ମନ୍ଦିର ପ୍ରଶାସନର ନିୟମ ରହିଛି ତେବେ ଏହି ପ୍ରତିବନ୍ଧକକୁ ନେଇ ପ୍ରଶ୍ନ ଉଠାଇଥିଲେ ସୁପ୍ରିମକୋର୍ଟ। ଦେଶରେ ସମସ୍ତ ନାଗରିକଙ୍କ ସମାନ ଅଧିକାର ଥିବା ସ୍ପଷ୍ଟ କରିଥିଲେ ସର୍ବୋଚ୍ଚ ନ୍ୟାୟାଳୟ। ୨୦୦୭ ମସିହାରେ ତତ୍କାଳୀନ କେରଳ ସରକାର ମନ୍ଦିର କମିଟି ସପକ୍ଷରେ ମତ ରଖିଥିଲେ। ମନ୍ଦିରକୁ ମହିଳା ଭକ୍ତଙ୍କ ପ୍ରବେଶ କରିବା ଅନୁଚିତ ବୋଲି ତତ୍କାଳୀନ ସରକାର କହିଥିଲେ। କିନ୍ତୁ ବର୍ତ୍ତମାନର କେରଳ ସରକାର ମନ୍ଦିର ପ୍ରଶାସନ ବିପକ୍ଷରେ ମତ ରଖିଛନ୍ତି। ସବୁ ବର୍ଗର ଓ ବୟସର ମହିଳା ଭକ୍ତ ମନ୍ଦିର ମଧ୍ୟକୁ ଯାଇପାରିବେ ବୋଲି ମତ ରଖିଛନ୍ତି। ପୂର୍ବରୁ ମହିଳାଙ୍କ ଅଧିକାରକୁ ନେଇ ୨୦୦୬ ମସିହାରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା କେରଳର ୟଙ୍ଗ ଲାଏନ୍ସ ଆସୋସିଏସନ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story