ବନାରସ ହିନ୍ଦୁ ବିଶ୍ୱ ବିଦ୍ୟାଳୟର କୁଳପତି ଇସ୍ତଫା ଦେଇପାରନ୍ତି

ବନାରସ: ବନାରସ ହିନ୍ଦୁ ବିଶ୍ୱ ବିଦ୍ୟାଳୟର କୁଳପତି ଜିସି ତ୍ରିପାଠୀ ଇସ୍ତଫା ଦେଇପାରନ୍ତି। ବାରଣାସୀ ଡିଭିଜନାଲ କମିଶନରଙ୍କ ଅଧ୍ୟକ୍ଷତାରେ ଗଠିତ ତଦନ୍ତ କମିଟି ଗତ ସପ୍ତାହରେ ଘଟିଥିବା କ୍ୟାମ୍ପସ ହିଂସା ପାଇଁ ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି।  ଠିକ ସମୟରେ ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ, ଏଭଳି ଘଟଣାକୁ ଏଡାଇ ଦିଆଯାଇ ପାରିଥାନ୍ତା ବୋଲି କମିଟି  ରିପୋର୍ଟ ଦେଇଛି। ଏନେଇ ବାରଣାସୀ ଡିଭିଜନାଲ କମିଶନର ନୀତିନ ରମେଶ ଓ ଅତିରିକ୍ତ ପୋଲିସ ଡିଜି ବିଶ୍ୱଜିତ […]

Rakesh Mallick
  • Published: Wednesday, 27 September 2017
  • Updated: 27 September 2017, 05:38 PM IST

Sports

Latest News

ବନାରସ: ବନାରସ ହିନ୍ଦୁ ବିଶ୍ୱ ବିଦ୍ୟାଳୟର କୁଳପତି ଜିସି ତ୍ରିପାଠୀ ଇସ୍ତଫା ଦେଇପାରନ୍ତି। ବାରଣାସୀ ଡିଭିଜନାଲ କମିଶନରଙ୍କ ଅଧ୍ୟକ୍ଷତାରେ ଗଠିତ ତଦନ୍ତ କମିଟି ଗତ ସପ୍ତାହରେ ଘଟିଥିବା କ୍ୟାମ୍ପସ ହିଂସା ପାଇଁ ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି।  ଠିକ ସମୟରେ ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ, ଏଭଳି ଘଟଣାକୁ ଏଡାଇ ଦିଆଯାଇ ପାରିଥାନ୍ତା ବୋଲି କମିଟି  ରିପୋର୍ଟ ଦେଇଛି। ଏନେଇ ବାରଣାସୀ ଡିଭିଜନାଲ କମିଶନର ନୀତିନ ରମେଶ ଓ ଅତିରିକ୍ତ ପୋଲିସ ଡିଜି ବିଶ୍ୱଜିତ ମହାପାତ୍ରଙ୍କୁ ନେଇ ଗଠିତ କମିଟି ଉତ୍ତରପ୍ରଦେଶ ମୁଖ୍ୟ ସଚିବଙ୍କୁ ୪୦ପୃଷ୍ଠାର ରିପୋର୍ଟ ଦାଖଲ କରିଛି। ସେପଟେ ବିଶ୍ୱ ବିଦ୍ୟାଳୟର ଚିଫ୍ ପ୍ରୋର ଆୟନ ସିଂହ ପୁରା ଘଟଣା ପାଇଁ ନିଜକୁ ଦାୟୀ କରି ଗତକାଲି ପଦରୁ ଇସ୍ତଫା ଦେଇଥିଲେ। କ୍ୟାମ୍ପସରେ ଏକ ଛାତ୍ରୀଙ୍କୁ ଅସଦାଚରଣ ଘଟଣାରେ  କାର୍ଯ୍ୟାନୁଷ୍ଠାନ ପାଇଁ ଛାତ୍ରୀମାନେ ପ୍ରତିବାଦ କରୁଥିବା ବେଳେ ପୋଲିସ ସେଠାରେ ପହଞ୍ଚି ଛାତ୍ରୀମାନଙ୍କୁ ଲାଠିମାଡ କରିଥିଲା। ଏଥିରେ ଅନେକ ଛାତ୍ରୀ ଆହତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story