ଲକ୍‌ଡାଉନରେ ସଂଖ୍ୟାଧିକ ବ୍ୟାଙ୍କ୍ ଶାଖା ବନ୍ଦ ରହିବ!

ନୂଆଦିଲ୍ଲୀ: କରୋନା ମୁକାବିଲା କରିବା ପାଇଁ ଏବେ ସାରା ଦେଶ ଲକ୍‌ଡାଉନ୍ ରହିଛି। ଜରୁରୀ ସେବା ଓ ସାମଗ୍ରୀ ଯୋଗାଉଥିବା ସଂସ୍ଥା ବା ପ୍ରତିଷ୍ଠାନକୁ ଛାଡ଼ିଦେଲେ ଆଉ ସବୁ ବନ୍ଦ ରହିଛି। ଏଭଳି ସ୍ଥିତିରେ ସମସ୍ତ ବ୍ୟାଙ୍କ ଶାଖା ନଖୋଲି କିଛି ବ୍ୟାଙ୍କ ଶାଖା ଖୋଲିବାକୁ ବ୍ୟାଙ୍କ କତ୍ତୃପକ୍ଷ ଆଲୋଚନା କରୁଥିବା ଜଣାପଡ଼ିଛି। କରୋନା ଭାଇରସର ଭୟ ରହିଥିବାରୁ ବ୍ୟାଙ୍କରେ କର୍ମଚାରୀ ଏକାଠି ନବସି ସାମଜିକ ଦୂରତ୍ୱ ପାଳନ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି ବ୍ୟାଙ୍କ କତ୍ତୃପକ୍ଷ। […]

bank service

bank service

Subhransu Sekhar
  • Published: Thursday, 26 March 2020
  • Updated: 26 March 2020, 05:42 PM IST

Sports

Latest News

ନୂଆଦିଲ୍ଲୀ: କରୋନା ମୁକାବିଲା କରିବା ପାଇଁ ଏବେ ସାରା ଦେଶ ଲକ୍‌ଡାଉନ୍ ରହିଛି। ଜରୁରୀ ସେବା ଓ ସାମଗ୍ରୀ ଯୋଗାଉଥିବା ସଂସ୍ଥା ବା ପ୍ରତିଷ୍ଠାନକୁ ଛାଡ଼ିଦେଲେ ଆଉ ସବୁ ବନ୍ଦ ରହିଛି। ଏଭଳି ସ୍ଥିତିରେ ସମସ୍ତ ବ୍ୟାଙ୍କ ଶାଖା ନଖୋଲି କିଛି ବ୍ୟାଙ୍କ ଶାଖା ଖୋଲିବାକୁ ବ୍ୟାଙ୍କ କତ୍ତୃପକ୍ଷ ଆଲୋଚନା କରୁଥିବା ଜଣାପଡ଼ିଛି। କରୋନା ଭାଇରସର ଭୟ ରହିଥିବାରୁ ବ୍ୟାଙ୍କରେ କର୍ମଚାରୀ ଏକାଠି ନବସି ସାମଜିକ ଦୂରତ୍ୱ ପାଳନ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି ବ୍ୟାଙ୍କ କତ୍ତୃପକ୍ଷ।

ପ୍ରମୁଖ ସହରଗୁଡିକରେ ପ୍ରତି ପାଞ୍ଚ କିଲୋମିଟରରେ କେବଳ ଗୋଟିଏ ବ୍ୟାଙ୍କ ଶାଖା ଖୋଲା ରହିବ ବୋଲି ସୂଚନା ରହିଛି। ତେବେ ସରକାରୀ ଭାବରେ ଏନେଇ ଘୋଷଣା କରାଯାଇ ନାହିଁ।

ଗାଁରେ ୭୦ ପ୍ରତିଶତ ଦେଶବାସୀ ରହୁଛନ୍ତି। ଏଠାରେ ନଗଦ ଟଙ୍କା କାରବାର ଉପରେ ଲୋକମାନେ ଗୁରତ୍ୱ ଦିଅନ୍ତି। ତେଣୁ ବ୍ୟାଙ୍କରେ କର୍ମଚାରୀମାନେ ପର୍ଯ୍ୟାୟ ଭାବରେ ଡ୍ୟୁଟି କରି ଲୋକଙ୍କୁ ବ୍ୟାଙ୍କିଙ୍ଗ ସେବା ଯୋଗାଇଦେବେ ବୋଲି ଜଣାପଡ଼ିଛି। ତେବେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ଇଣ୍ଡିଆନ୍ ବ୍ୟାଙ୍କ ଆସୋସିଏସନ୍ ଏ ନେଇ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story