ଭାରତ ଓ ମୋଦିଙ୍କ ବିରୋଧରେ ଅାପତ୍ତିଜନକ ମନ୍ତବ୍ୟ ଦେଲେ ବିଗ୍ ବସ୍ ଫେମ୍ ପାକିସ୍ତାନୀ ହଟ୍ ଅଭିନେତ୍ରୀ ବୀଣା ମଲ୍ଲିକ

ନିଜ ହଟ୍ ଅନ୍ଦାଜକୁ ନେଇ ଚର୍ଚ୍ଚାରେ ରହୁଥବା ପାକିସ୍ତାନୀ ଅଭିନେତ୍ରୀ ବୀଣା ମଲ୍ଲିକ। ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଷୟରେ ଆପତ୍ତିଜନକ ଟିପ୍ପଣୀ ଦେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ପାକିସ୍ତାନୀ ଟିଭିରେ ସେ ଦେଇଥିବା ମନ୍ତବ୍ୟ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି । ମୋଦୀଙ୍କ ଇସ୍ରାଏଲ ଗ୍ରସ୍ତକୁ ନେଇ ଏକ ପାକିସ୍ତାନୀ ନ୍ୟୁଜ ଆଙ୍କର ବୀଣା ଆପତ୍ତିଜନକ କଥା କହିଛନ୍ତି। ମୁସଲମାନଙ୍କ ଉପରେ ଅତ୍ୟାଚାର କରୁଥବା ଦେଶ ହେଉଛି ଭାରତ । ପୃଥିବୀର […]

Veena-Malik

Veena-Malik

Rakesh Mallick
  • Published: Thursday, 06 July 2017
  • Updated: 06 July 2017, 03:33 PM IST

ନିଜ ହଟ୍ ଅନ୍ଦାଜକୁ ନେଇ ଚର୍ଚ୍ଚାରେ ରହୁଥବା ପାକିସ୍ତାନୀ ଅଭିନେତ୍ରୀ ବୀଣା ମଲ୍ଲିକ। ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଷୟରେ ଆପତ୍ତିଜନକ ଟିପ୍ପଣୀ ଦେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ପାକିସ୍ତାନୀ ଟିଭିରେ ସେ ଦେଇଥିବା ମନ୍ତବ୍ୟ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ମୋଦୀଙ୍କ ଇସ୍ରାଏଲ ଗ୍ରସ୍ତକୁ ନେଇ ଏକ ପାକିସ୍ତାନୀ ନ୍ୟୁଜ ଆଙ୍କର ବୀଣା ଆପତ୍ତିଜନକ କଥା କହିଛନ୍ତି। ମୁସଲମାନଙ୍କ ଉପରେ ଅତ୍ୟାଚାର କରୁଥବା ଦେଶ ହେଉଛି ଭାରତ । ପୃଥିବୀର ଦୁଇଟି ସୈତାନୀ ଦେଶ, ଭାରତ ଓ ଇସ୍ରାଏଲ୍, ସର୍ବଦା ମୁସଲମାନଙ୍କର କ୍ଷତି କରିବାକୁ ଚାହାଁନ୍ତି ବୋଲି ବୀଣା କହିଛନ୍ତି। ଏମାନେ ମୁସଲମାନ ବିରୋଧୀ। ଭାରତ, କଶ୍ମୀରରେ ନିର୍ଦ୍ଦୋଷ ଲୋକଙ୍କ ଉପରେ ଅତ୍ୟାଚାର କରୁଥିବା ବେଳେ, ଇସ୍ରାଏଲ, ପାଲେଷ୍ଟାଇନ୍ ବାସୀଙ୍କ ଉପରେ ଅତ୍ୟାଚାର କରୁଛି ।

ଏଠାରେ ସୂଚନା ଦିଆଯାଇ ପାରେ ଯେ, ଲୋକପ୍ରିୟ ଭାରତୀୟ ଟିଭି ରିଆଲିଟି ଶୋ- ବିଗ୍ ବସ୍‌ରେ ଆସି, ବୀଣା ମଲ୍ଲିକ ଭାରତରେ ଚର୍ଚ୍ଚାକୁ ଆସିଥିଲେ। ପାକିସ୍ତାନ ପରି ରକ୍ଷଣଶୀଳ ଦେଶରେ ଅଭିନୟ ପାଇଁ ତାଙ୍କ ପରି ଆଧୁନିକା ଅଭିନେତ୍ରୀଙ୍କ ସମସ୍ୟା ରହିଛି ବୋଲି ସେ କହୁଥିଲେ। ସେଥିପାଇଁ ସେ ଭାରତରେ ଆସି  କାମ କରି ଟଙ୍କା ରୋଜଗାର କରୁଥିଲେ କିନ୍ତୁ ଏବେ ସେଇ ଭାରତକୁ ସେ ନିନ୍ଦା କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story