ମହିଳା ମେୟରଙ୍କୁ ମଞ୍ଚରେ ମୁଥ ମାରିଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ !

ନୂଆଦିଲ୍ଲୀ:  କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୟା ସର୍ବସମ୍ମୁଖରେ ରାଜ୍ୟର ଜଣେ ମହିଳା ମେୟରଙ୍କୁ ମୁଥ ମାରୁଥିବାର ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି। ଅବଶ୍ୟ ଏପରି କରିବା ବେଳେ ଉଭୟ ନେତାଙ୍କ ମୁହଁରେ ହସ ବାରି ହେଉଥିଲା। ଏମିତି କଥା ଶୁଣି ଆପଣଙ୍କୁ ଅଡୁଆ ଲାଗୁଥିବ ନିଶ୍ଚୟ। ମାତ୍ର କଥାଟା ସତ, ହେଲେ ଏଥିରେ ଚକିତ ହେବାର ସେମିତି କିଛି କାରଣ ନାହିଁ । ଶନିବାର ରାଜଧାନୀ ଦିଲ୍ଲୀରେ ମାଙ୍ଗାଲୋରସ୍ଥିତ ‘Self Defence School of Indian Karate’ […]

05MNCMMAYOR

05MNCMMAYOR

Rakesh Mallick
  • Published: Sunday, 05 November 2017
  • Updated: 06 November 2017, 03:38 PM IST

Sports

Latest News

ନୂଆଦିଲ୍ଲୀ:  କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୟା ସର୍ବସମ୍ମୁଖରେ ରାଜ୍ୟର ଜଣେ ମହିଳା ମେୟରଙ୍କୁ ମୁଥ ମାରୁଥିବାର ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି। ଅବଶ୍ୟ ଏପରି କରିବା ବେଳେ ଉଭୟ ନେତାଙ୍କ ମୁହଁରେ ହସ ବାରି ହେଉଥିଲା। ଏମିତି କଥା ଶୁଣି ଆପଣଙ୍କୁ ଅଡୁଆ ଲାଗୁଥିବ ନିଶ୍ଚୟ। ମାତ୍ର କଥାଟା ସତ, ହେଲେ ଏଥିରେ ଚକିତ ହେବାର ସେମିତି କିଛି କାରଣ ନାହିଁ ।

ଶନିବାର ରାଜଧାନୀ ଦିଲ୍ଲୀରେ ମାଙ୍ଗାଲୋରସ୍ଥିତ ‘Self Defence School of Indian Karate’ ପକ୍ଷରୁ ଭାରତୀୟ କରାଟେ ଚାମ୍ପିୟନ୍‌ସିପ୍‌ ଉଦ୍‌ଘାଟିତ ହୋଇଛି। ଏହାରେ ଉଦ୍‌ଘାଟକ ଭାବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରାମୟା ଓ ମାଙ୍ଗାଲୋର ମେୟର କବିତା ସାନିଲ ଯୋଗ ଦେଇଥିଲେ। କବିତା ଜଣେ ବ୍ଲାକବେଲ୍ଟଧାରୀ ପ୍ରଶିକ୍ଷକ। ଉତ୍ସବର ଉଦ୍‌ଘାଟନ ପରେ ମୁଖ୍ୟମନନ୍ତ୍ରୀଙ୍କ ସମ୍ମୁଖରେ ସେ କରାଟେ ମୁଭ ପ୍ରଦର୍ଶନ କରିଥିଲେ। ମୁଖ୍ୟମନ୍ତ୍ରୀ ମଧ୍ୟ ନିଜ ମୁଭ୍‌ ପ୍ରଦର୍ଶନ କରିବାକୁ ଯାଇ କବିତାଙ୍କୁ ମୁଥ ମାରିବାର କଳା ପ୍ରଦର୍ଶନ କରିଥିଲେ। ଯାହାକୁ ନେଇ ସେଠାରେ ହସର ମାହୋଲ ଦେଖିବାକୁ ମିଳିଥିଲା।

ଆହୁରି ମଧ୍ୟ ପଢନ୍ତୁ: ୧୧ଶହ କିଲୋ ଓଜନର ଖିଚୁଡି: ଶୁଦ୍ଧ ଘିଅରେ ଛୁଙ୍କ ମାରିଲେ ରାମଦେବ

ସିଦ୍ଧରାୟମା କହିଛନ୍ତି ଯେ, ସମସ୍ତ ସ୍କୁଲ ଓ କଲେଜରେ କରାଟେ ପ୍ରଶିକ୍ଷଣ ଦିଆଯିବା କଥା। ମହିଳାମାନଙ୍କ ଆତ୍ମରକ୍ଷା ପାଇଁ ଏହା ସବୁଠାରୁ ପ୍ରମୁଖ ମାଧ୍ୟମ । ଏଣୁ ସମସ୍ତ୍ରେ ଏହି ଆତ୍ମରକ୍ଷା କୌଶଳ ଶିଖିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story