ଚାକିରି ଖୋଜୁଛନ୍ତି କି ? ଫଲୋ କରନ୍ତୁ ଏହି ସବୁ ୱେବ୍‌ସାଇଟ୍‌

ଚାକିରିଟିଏ ପାଇଁ ଅନେକ ଯୁବକ ଯୁବତୀ ନିଯୁକ୍ତି ଖବରର ଅପେକ୍ଷାରେ ଥାନ୍ତି। ଏଥିପାଇଁ ସେମାନେ ପ୍ରିତିଦିନ ଖବରକାଗଜ ଓ ବିଭିନ୍ନ ୱେବ୍‌ସାଇଟକୁ ଫଲୋ କରନ୍ତି। କେଉଁ ୱେବ୍‌ସାଇଟ୍‌ର କ’ଣ ନିଯୁକ୍ତି ବିଜ୍ଞାପନ ବାହାରିଲା ସେ ବିଷୟରେ ଅପଡେଟ୍ ରୁହନ୍ତି। ଯଦି ଆପଣ ବି ନିଯୁକ୍ତି ଖବର ଖୋଜୁଛନ୍ତି ତାହେଲେ ଜାଣି ରଖନ୍ତୁ କିଛି ୱେବ୍ସାଇସଟ୍‌ ବିଷୟରେ। ଯେଉଁଥିରେ ଆପଣ ଭଲ ଦରମାଯୁକ୍ତ ଚାକିରି ଖୋଜିପାରିବେ। naukri.com: ଦେଶର ସବୁଠାରୁ ବଡ଼ ଜବ ସର୍ଚ୍ଚ ୱେବସାଇଟ୍ ହେଉଛି naukri.com। […]

k-9999

k-9999

Rakesh Mallick
  • Published: Saturday, 16 December 2017
  • Updated: 16 December 2017, 02:44 PM IST

ଚାକିରିଟିଏ ପାଇଁ ଅନେକ ଯୁବକ ଯୁବତୀ ନିଯୁକ୍ତି ଖବରର ଅପେକ୍ଷାରେ ଥାନ୍ତି। ଏଥିପାଇଁ ସେମାନେ ପ୍ରିତିଦିନ ଖବରକାଗଜ ଓ ବିଭିନ୍ନ ୱେବ୍‌ସାଇଟକୁ ଫଲୋ କରନ୍ତି। କେଉଁ ୱେବ୍‌ସାଇଟ୍‌ର କ'ଣ ନିଯୁକ୍ତି ବିଜ୍ଞାପନ ବାହାରିଲା ସେ ବିଷୟରେ ଅପଡେଟ୍ ରୁହନ୍ତି। ଯଦି ଆପଣ ବି ନିଯୁକ୍ତି ଖବର ଖୋଜୁଛନ୍ତି ତାହେଲେ ଜାଣି ରଖନ୍ତୁ କିଛି ୱେବ୍ସାଇସଟ୍‌ ବିଷୟରେ। ଯେଉଁଥିରେ ଆପଣ ଭଲ ଦରମାଯୁକ୍ତ ଚାକିରି ଖୋଜିପାରିବେ।

naukri.com: ଦେଶର ସବୁଠାରୁ ବଡ଼ ଜବ ସର୍ଚ୍ଚ ୱେବସାଇଟ୍ ହେଉଛି naukri.com। ଏହାର ନେଟୱାର୍କ ଓ କ୍ଲାଏଣ୍ଟ ସଂଖ୍ୟା ସୁବଠାରୁ ଅଧିକ। ଏଠାରେ ଆପଣ ପ୍ରତ୍ୟେକ ବିଭାଗରେ ଚାକିରି ଖୋଜିପାରିବେ। ଏହାଛଡ଼ା କିପରି ରିଜ୍ୟୁମ ତିଆରି କରିବାର ଶୈଳୀ ବିଷୟରେ ବି ଆପଣ ଏହି ୱେବସାଇଟ୍‌ରୁ ଜାଣିପାରିବେ। ଏଥିପାଇଁ ଆପଣଙ୍କୁ ଏହି ୱେବ୍‌ସାଇଟ୍‌ରେ ପଞ୍ଜିକରଣ କରିବାକୁ ହେବ। ଏହାପରେ ପ୍ରତ୍ୟେକ ନିଯୁକ୍ତି ଖବର ବିଷୟରେ ଆପଣଙ୍କୁ ଅପଡେଟ୍ ମିଳିଯିବ।

monsterindia.com: ଏହି ୱେବ୍‌ସାଇଟ୍‌ରେ ଅପଣ ରିଜ୍ୟୁମ ଅପୋଲଡ୍ କରି ଚାକିରି ଖୋଜି ପାରିବେ। ଏଥିପାଇଁ ପ୍ରଥମେ ରେଜିଷ୍ଟ୍ରସନ କରିବାକୁ ପଡ଼ିବ। ଏହାପରେ ଆପଣ ଦେଇଥିବା ରିଜ୍ୟୁମକୁ ଭିତ୍ତି କରି ଯୋଗ୍ୟତା ଅନୁସାରେ ଚାକିରି ବିଷୟରେ ଅପଡେଟ୍ ଦେଇଥାଏ।

indeed.co.in: ଏହି ୱେବ୍‌ସାଇଟ୍‌ ୬୦ଟି ଦେଶରେ ସେବା ଯୋଗାଇଥାଏ। ରିଜ୍ୟୁମ କିପରି ତିଆରି କରିବା ଓ ବିଭିନ୍ନ ଚାକିରି କ୍ଷେତ୍ରରେ ଖାଲିଥିବା ପଦବି ବିଷୟରେ ସୂଚନା ଦେଇଥାଏ। ଏହି ୱେବ୍‌ସାଇଟ୍‌ ମାଧ୍ୟମରେ ଆପଣ ଲୋକାଲ୍‌ ଜାଗାରୁ ନେଇ ଅନ୍ତର୍ଯାତୀୟସ୍ତରରେ ଚାକିରି ଖୋଜି ପାରିବେ।

shine.com: ଏହି ୱେବସାଇଟ୍ ମଧ୍ୟ ନିଯୁକ୍ତି ସୁଯୋଗ ଦେଇଥାଏ। ଏହା ଏକ ବେଶ୍ ପରିଚିତ ୱେବସାଇଟ୍‌ ଭାବରେ ଜଣାଶୁଣା। ଏଥିରେ ଏପରି ଅନେକ ଫିଚର ରହିଛି ଯାହା ଚାକିରି ଦେବା ଲୋକ ଓ ପାଇବା ଲୋକ ପାଇଁ ଉଦିଷ୍ଟ। ଆପଣ ଏଥିରେ ବି ଚାକିରି ଖୋଜି ପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story