ପଶ୍ଚିମବଙ୍ଗ ୨୪ ପ୍ରଗଣାରେ ଭଦ୍ରକ ସ୍ଥିତି: ଫେସବୁକ୍‌ ପୋଷ୍ଟକୁ ନେଇ ସାମ୍ପ୍ରଦାୟିକ ହିଂସା, ୧ମୃତ

କୋଲକାତା: ପଶ୍ଚିମବଙ୍ଗ ୨୪ ପ୍ରଗଣା ଜିଲ୍ଲା ବାଦୁରିୟା ଠାରେ ଏକ ଫେସବୁକ୍‌ ପୋଷ୍ଟକୁ ନେଇ ଘନେଇଥିବା ବିବାଦ ଏବେ ସାମ୍ପ୍ରଦାୟିକ ହିଂସାରେ ପରିଣତ ହୋଇଛି। ୧୦ମ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ର ଫେସବୁକରେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ବିରୋଧରେ ବିବାଦୀୟ ଫୋଟ ପୋଷ୍ଟ କରିଥିଲା। ଯେଉଁଥିପାଇଁ ଧୀରେ ଧୀରେ ଏହା ସାମ୍ପ୍ରଦାୟିକ ହିଂସା ଆଡକୁ ଚାଲିଯାଇଥିଲା। ଏହାପରେ ସହରରେ ଅନେକ ଦୋକାନ ବଜାର ଗାଡି ମଟର ପୋଡାଜଳା ଖବର ସାମ୍ନାକୁ ଆସିଛି। ଏହି ହିଂସାରେ ଜଣେ ବ୍ୟକ୍ତିଙ୍କର […]

baduria

baduria

Rakesh Mallick
  • Published: Friday, 07 July 2017
  • Updated: 07 July 2017, 06:36 PM IST

Sports

Latest News

କୋଲକାତା: ପଶ୍ଚିମବଙ୍ଗ ୨୪ ପ୍ରଗଣା ଜିଲ୍ଲା ବାଦୁରିୟା ଠାରେ ଏକ ଫେସବୁକ୍‌ ପୋଷ୍ଟକୁ ନେଇ ଘନେଇଥିବା ବିବାଦ ଏବେ ସାମ୍ପ୍ରଦାୟିକ ହିଂସାରେ ପରିଣତ ହୋଇଛି। ୧୦ମ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ର ଫେସବୁକରେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ବିରୋଧରେ ବିବାଦୀୟ ଫୋଟ ପୋଷ୍ଟ କରିଥିଲା। ଯେଉଁଥିପାଇଁ ଧୀରେ ଧୀରେ ଏହା ସାମ୍ପ୍ରଦାୟିକ ହିଂସା ଆଡକୁ ଚାଲିଯାଇଥିଲା। ଏହାପରେ ସହରରେ ଅନେକ ଦୋକାନ ବଜାର ଗାଡି ମଟର ପୋଡାଜଳା ଖବର ସାମ୍ନାକୁ ଆସିଛି। ଏହି ହିଂସାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେ ରାସ୍ତାରେ ଯାଉଥିବା ବେଳେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଏକ ଗୋଷ୍ଠୀ ତାଙ୍କୁ ଆକ୍ରମଣ କରିଥିଲେ। ଫଳରେ ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହାପରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ମୃତ ବ୍ୟକ୍ତି ଜଣକ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଥିବା କଥା ପଶ୍ଚିମବଙ୍ଗ ବିଜେପି କହିଛି। ଏହାକୁ ନେଇ ରାଜନୀତି ଏବେ ତୀବ୍ର ହୋଇଛି। ବିଜେପି,କଂଗ୍ରେସ ଓ ବାମଦଳ ଏହି ଘଟଣାରେ ଲାଭ ଉଠାଇବାକୁ ଚେଷ୍ଟା କରିଛନ୍ତି। ସମସ୍ତ ଦଳ ଏବେ ଏହି ଘଟଣାକୁ ନେଇ ସରକାରଙ୍କ ଉପରେ ଦୋଷ ଲଦିଛନ୍ତି। ଅନ୍ୟପଟେ କୌଣସି ରାଜନୈତିକ ଦଳକୁ ପୋଲିସ ମୃତ ବ୍ୟକ୍ତିଙ୍କ ପରିବାର ସହ ଭେଟିବାକୁ ଦିଆଯାଉନି। ଆଜି ବିଜେପି ସାଂସଦ ରୁପା ଗାଙ୍ଗୁଲୀ ମୃତ ପରିବାରକୁ ଭେଟିବାକୁ ଯାଉଥିବା ବେଳେ ତାଙ୍କୁ ଯିବାକୁ ଦିଆଯାଇନି। ଏହାସହ ପୋଲିସ ତାଙ୍କୁ ଅଟକ ରଖିଥିବା ଖବର ମିଳିଛି। ସମସ୍ତ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି। ଏହାସହ କେନ୍ଦ୍ରରୁ ରାପିଡ୍‌ ଆକ୍ସନ ଫୋର୍ସ ଓ ସିଆରପିଏଫ ଆସି ଘଟଣାସ୍ଥଳରେ ନିୟୋଜିତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story