ଭାରତ-ଆଫ୍ରିକା ଶିଖର ସମ୍ମିଳନୀ: ଆତଙ୍କବାଦ ବିରୋଧରେ ଲଢ଼ିବାକୁ ମୋଦିଙ୍କ ଆହ୍ୱାନ

ନୂଆଦିଲ୍ଲୀ: ଭାରତ-ଆଫ୍ରିକା ଶିଖର ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସମ୍ୱୋଧିତ କରିଛନ୍ତି। ଭାରତ ଓ ଆଫ୍ରିକା ବିଶ୍ୱର ପୁରାତନ ସଭ୍ୟତା ମଧ୍ୟରୁ ଅନ୍ୟତମ। ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ବଢ଼ାଇବାକୁ ମୋଦି ଆହ୍ୱାନ ଦେଇଛନ୍ତି। ଭାରତ ଓ ଆଫ୍ରିକା ସାମ୍ରାଜ୍ୟବାଦ ବିରୋଧରେ ଲଢିଛନ୍ତି। କୃଷି ଓ ବୈଷୟିକ କ୍ଷେତ୍ରରେ ସହଯୋଗ ବୃଦ୍ଧି ସହ ଆତଙ୍କବାଦ ବିରୋଧରେ ଏକାଠି ଲଢିବାକୁ ମୋଦି ଆହ୍ୱାନ ଦେଇଛନ୍ତି। ଗ୍ଲୋବାଲ ୱାର୍ମିଂର ମୁକାବିଲା ପାଇଁ ଦୁଇ ଦେଶ ଏକାଠି ହେବେ […]

modi

modi

Rakesh Mallick
  • Published: Thursday, 29 October 2015
  • Updated: 29 October 2015, 10:03 AM IST

ନୂଆଦିଲ୍ଲୀ: ଭାରତ-ଆଫ୍ରିକା ଶିଖର ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସମ୍ୱୋଧିତ କରିଛନ୍ତି। ଭାରତ ଓ ଆଫ୍ରିକା ବିଶ୍ୱର ପୁରାତନ ସଭ୍ୟତା ମଧ୍ୟରୁ ଅନ୍ୟତମ। ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ବଢ଼ାଇବାକୁ ମୋଦି ଆହ୍ୱାନ ଦେଇଛନ୍ତି। ଭାରତ ଓ ଆଫ୍ରିକା ସାମ୍ରାଜ୍ୟବାଦ ବିରୋଧରେ ଲଢିଛନ୍ତି। କୃଷି ଓ ବୈଷୟିକ କ୍ଷେତ୍ରରେ ସହଯୋଗ ବୃଦ୍ଧି ସହ ଆତଙ୍କବାଦ ବିରୋଧରେ ଏକାଠି ଲଢିବାକୁ ମୋଦି ଆହ୍ୱାନ ଦେଇଛନ୍ତି। ଗ୍ଲୋବାଲ ୱାର୍ମିଂର ମୁକାବିଲା ପାଇଁ ଦୁଇ ଦେଶ ଏକାଠି ହେବେ ବୋଲି ମୋଦି କହିଛନ୍ତି। ସ୍ୱଚ୍ଛ ଶକ୍ତି ଉତ୍ପାଦନ ପାଇଁ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ପାଇବା ନେଇ ମଧ୍ୟ ମୋଦି ମତ ରଖିଛନ୍ତି। ସମ୍ମିଳନୀରେ ୫୪ଟି ଆଫ୍ରିକୀୟ ଦେଶର ରାଷ୍ଟ୍ରାଧ୍ୟକ୍ଷ ଯୋଗ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story