ଭୁବନେଶ୍ୱରରେ ହେବ ନାଜାଲ ଭ୍ୟାକସିନର ଟ୍ରାଏଲ, ଅନୁମତି ମାଗିଲା ଭାରତ ବାୟୋଟେକ୍

ନୂଆଦିଲ୍ଲୀ: ଦେଶରେ ଦୁଇଟି ଟିକା ଏଯାବତ ଜରୁରୀକାଳୀନ ଭାବରେ ବ୍ୟବହାର ପାଇଁ ଡ୍ରଗ୍ସ କଣ୍ଟ୍ରୋଲ ଜେନେରାଲ ଅଫ୍ ଇଣ୍ଡିଆ ଅନୁମତି ଦେଇଛି। ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ ଏବଂ ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକର ଟିକାକୁ ଅନୁମତି ମିଳିଛି। ଏବେ ଭାରତ ବାୟୋଟେକ୍ ଆଉ ପାଦେ ଆଗକୁ ଯାଇ ନାଜାଲ ଟିକା ଉପରେ ଗବେଷଣା କରିଛି। ଟିକାର ଟ୍ରାଏଲ ପାଇଁ ଏବେ ଡିସିଜିଆଇକୁ ଅନୁମତି ମାଗିଛି ଭାରତ ବାୟୋଟେକ୍। ଅନୁମତି ପାଇଥିବା ଦୁଇ ଟିକା କାନ୍ଧର ତଳେ […]

bharat-biotecch-nasal

bharat-biotecch-nasal

Subhransu Sekhar
  • Published: Saturday, 09 January 2021
  • Updated: 09 January 2021, 12:32 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ ଦୁଇଟି ଟିକା ଏଯାବତ ଜରୁରୀକାଳୀନ ଭାବରେ ବ୍ୟବହାର ପାଇଁ ଡ୍ରଗ୍ସ କଣ୍ଟ୍ରୋଲ ଜେନେରାଲ ଅଫ୍ ଇଣ୍ଡିଆ ଅନୁମତି ଦେଇଛି। ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ ଏବଂ ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକର ଟିକାକୁ ଅନୁମତି ମିଳିଛି। ଏବେ ଭାରତ ବାୟୋଟେକ୍ ଆଉ ପାଦେ ଆଗକୁ ଯାଇ ନାଜାଲ ଟିକା ଉପରେ ଗବେଷଣା କରିଛି। ଟିକାର ଟ୍ରାଏଲ ପାଇଁ ଏବେ ଡିସିଜିଆଇକୁ ଅନୁମତି ମାଗିଛି ଭାରତ ବାୟୋଟେକ୍।

ଅନୁମତି ପାଇଥିବା ଦୁଇ ଟିକା କାନ୍ଧର ତଳେ ଇଞ୍ଜେକସନ ଜରିଆରେ ଦିଆଯାଏ। ଏବେ ଏହି ନାଜାଲ ଟିକା ନାକରେ ଡ୍ରପ ଆକାରରେ ପଡ଼ିବ। ଏବେ ଏହି ଟିକାର ଟ୍ରାଏଲ ଯଦି ସଫଳ ହୁଏ ଆଉ ବ୍ୟବହାର ପାଇଁ ଅନୁମତି ମିଳିଲେ କରୋନା ବିରୋଧରେ ଆଉ ଏକ ସଫଳ ଲଢ଼େଇ ହେବ ବୋଲି ଆକଳନ କରାଯାଉଛି। ଗବେଷଣାରୁ ଜଣାପଡିଛି ଯେ ଏହା ଅଧିକ ପ୍ରଭାବଶାଳୀ। ଭାରତ ବାୟୋଟକ୍ ଏବଂ ୱାଶିଂଟନ୍ ବିଶ୍ୱବିଦ୍ୟାଳୟ ଏହି ନାଜାଲ୍ ଟିକା ଉପରେ ଗବେଷଣା କରିଛନ୍ତି।

ଭାରତ ବାୟୋଟେକର ସୂଚନା ଅନୁଯାୟୀ, ପ୍ରଥମେ ଏହାର ପରୀକ୍ଷା ନାଗପୁର, ଭୁବନେଶ୍ୱର, ପୁଣେ ଏବଂ ହାଇଦ୍ରାବାଦ ଭଳି ସହରରେ କରାଯିବ। ୧୮ ରୁ ୬୫ ବର୍ଷର ଲୋକଙ୍କୁ ଏହି ଟିକା ପରୀକ୍ଷା ପାଇଁ ସ୍ୱେଚ୍ଛାସେବୀ ଭାବରେ ନିଆଯିବ। ଗବେଷଣା ଅନୁୟାୟୀ ଅଧିକାଂଶ ଜୀବାଣୁ ନାକ ଦେଇ ଯିବାର ସମ୍ଭାବନା ରହିଛି ତେଣୁ ଏହି ନାଜାଲ୍ ଟିକା ଅଧିକ ପ୍ରଭାବଶାଳୀ ବୋଲି କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story