ଭାରତକୁ ବାଦ୍ ଦେଇ ସାରା ବିଶ୍ୱକୁ ସଂଯୋଗ କରିବାର ପରିକଳ୍ପନା ଅସମ୍ଭବ: ଜୁକରବର୍ଗ

ନୂଆଦିଲ୍ଲୀ: ଭାରତକୁ ବାଦ୍ ଦେଇ ସାରା ବିଶ୍ୱକୁ ସଂଯୋଗ କରିବାର ପରିକଳ୍ପନା ଅସମ୍ଭବ। ଏହା କହିଛନ୍ତି ଫେସବୁକର ପ୍ରତିଷ୍ଠାତା ମାର୍କ୍ ଜୁକରବର୍ଗ। ଭାରତ ଗସ୍ତରେ ଆସିଥିବା ଜୁକରବର୍ଗ ଆଜି ଦିଲ୍ଲୀ ଆଇଆଇଟି ଛାତ୍ରଛାତ୍ରୀଙ୍କୁ ସମ୍ୱୋଧିତ କରିଥିଲେ। ଏହି ଅବସରରେ ସେ ଫେସବୁକ୍ ପ୍ରତିଷ୍ଠା ବେଳର ଅନୁଭୂତି ସାଙ୍ଗକୁ ଆଇଟି ସଂପର୍କିତ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ। ଏହି ଅବସରରେ ଜୁକରବର୍ଗ ନେଟ୍ ନ୍ୟୁଟ୍ରାଲିଟିକୁ ସମର୍ଥନ କରିଥିଲେ। ତେବେ ଏହାର କାର୍ଯ୍ୟକାରିତା ବାସ୍ତବତାଠାରୁ ବହୁ ଦୂରରେ ବୋଲି କହିଥିଲେ […]

mark-jukerbarg

mark-jukerbarg

Rakesh Mallick
  • Published: Wednesday, 28 October 2015
  • Updated: 28 October 2015, 02:11 PM IST

Sports

Latest News

ନୂଆଦିଲ୍ଲୀ: ଭାରତକୁ ବାଦ୍ ଦେଇ ସାରା ବିଶ୍ୱକୁ ସଂଯୋଗ କରିବାର ପରିକଳ୍ପନା ଅସମ୍ଭବ। ଏହା କହିଛନ୍ତି ଫେସବୁକର ପ୍ରତିଷ୍ଠାତା ମାର୍କ୍ ଜୁକରବର୍ଗ। ଭାରତ ଗସ୍ତରେ ଆସିଥିବା ଜୁକରବର୍ଗ ଆଜି ଦିଲ୍ଲୀ ଆଇଆଇଟି ଛାତ୍ରଛାତ୍ରୀଙ୍କୁ ସମ୍ୱୋଧିତ କରିଥିଲେ। ଏହି ଅବସରରେ ସେ ଫେସବୁକ୍ ପ୍ରତିଷ୍ଠା ବେଳର ଅନୁଭୂତି ସାଙ୍ଗକୁ ଆଇଟି ସଂପର୍କିତ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ। ଏହି ଅବସରରେ ଜୁକରବର୍ଗ ନେଟ୍ ନ୍ୟୁଟ୍ରାଲିଟିକୁ ସମର୍ଥନ କରିଥିଲେ। ତେବେ ଏହାର କାର୍ଯ୍ୟକାରିତା ବାସ୍ତବତାଠାରୁ ବହୁ ଦୂରରେ ବୋଲି କହିଥିଲେ ଜୁକରବର୍ଗ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story