ଭାରତ-ବାଂଲାଦେଶ ସୀମା ବିବାଦ ସମାଧାନ ଦିଗରେ ଐତିହାସିକ ପଦକ୍ଷେପ

  ବାଂଲାଦେଶ : କୌଣସି ଏକ ଦେଶର ନାଗରିକ ହେବାର ଅଧିକାର ପାଇଛନ୍ତି ଭାରତ-ବାଂଲାଦଶ ସୀମାରେ ବସବାସ କରୁଥିବା ୫୦ ହଜରାରୁ ଅଧିକ ଲୋକ। ୧୯୪୭ରେ ଦେଶ ସ୍ୱାଧୀନ ହେବା ଦିନ ଠାରୁ ଏହି ଲୋକମାନେ ବିନା ନାଗରିକତ୍ୱରେ ବଞ୍ଚି ଆସୁଥିଲେ। ଗତ ଜୁନ୍ ମାସରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଢାକା ଯାଇଥିବା ବେଳେ ସୀମା ବିବାଦର ସମାଧାନ ନେଇ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କ ସହ ତାଙ୍କର ରାଜିନାମା ହୋଇଥିଲା।  ସୀମାର ବିବାଦୀୟ ଅଞ୍ଚଳରେ ଥିବା […]

B

B

Rakesh Mallick
  • Published: Saturday, 01 August 2015
  • Updated: 01 August 2015, 02:53 AM IST

ବାଂଲାଦେଶ : କୌଣସି ଏକ ଦେଶର ନାଗରିକ ହେବାର ଅଧିକାର ପାଇଛନ୍ତି ଭାରତ-ବାଂଲାଦଶ ସୀମାରେ ବସବାସ କରୁଥିବା ୫୦ ହଜରାରୁ ଅଧିକ ଲୋକ। ୧୯୪୭ରେ ଦେଶ ସ୍ୱାଧୀନ ହେବା ଦିନ ଠାରୁ ଏହି ଲୋକମାନେ ବିନା ନାଗରିକତ୍ୱରେ ବଞ୍ଚି ଆସୁଥିଲେ। ଗତ ଜୁନ୍ ମାସରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଢାକା ଯାଇଥିବା ବେଳେ ସୀମା ବିବାଦର ସମାଧାନ ନେଇ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କ ସହ ତାଙ୍କର ରାଜିନାମା ହୋଇଥିଲା।  ସୀମାର ବିବାଦୀୟ ଅଞ୍ଚଳରେ ଥିବା ଛୋଟ ଛୋଟ ଗାଁ ଭଳି ଜାଗାକୁ ଭାରତ-ବାଂଲାଦେଶ ପରସ୍ପରକୁ ହସ୍ତାନ୍ତର କରିଛନ୍ତି। ଗତକାଲି ମଧ୍ୟ ରାତିରେ ଏହି ଐତିହାସିକ ମୁହୂର୍ତ୍ତକପ କାର୍ଯ୍ୟକାରୀ କରାଯାଇଛି। ଭାରତ ୧୧୧ଟି ପଡାକୁ ବାଂଲାଦେଶକୁ ହସ୍ତାନ୍ତର କରିଥିବା ବେଳେ ବାଲଂଦେଶ ଭାରତକୁ ୫୧ଟି ପଡା ଦେଇଛି।  ଏଠାରେ ବସବାସ କରୁଥିବା ଲୋକଙ୍କୁ ସେମାନଙ୍କ ଇଛା ଅନୁସାରେ ନାଗରିକତ୍ୱ ଗ୍ରହଣ ଲାଗି ସୁଯୋଗ ଦିଆଯାଇଛି। ନାଗରିକତ୍ୱ ନଥିବାରୁ ଏହି ଲୋକମାନେ ଚରମ ଅବହେଳାର ଶିକାର ହୋଇଆସୁଥିଲେ। ରାସ୍ତାଘାଟ, ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି ସମସ୍ତ ମୌଳିକ ସୁବିଧାରୁ ଏମାନେ ବଞ୍ଚିତ ହୋଇରହିଥିଲେ। ଦୁଇ ଦେଶ ମଧ୍ୟରେ ଦୀର୍ଘ ଦୀନ ଧରି ରହିଥିବା ସୀମା ଓ ଅନୁପ୍ରବେଶ ସମସ୍ୟା ସମାଧାନ କରିବା ଦିଗରେ ଏହା ସହାୟକ ହେବ ବୋଲି ଆଶା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story