ଭାରତରେ ପଞ୍ଜୀକୃତ ରାଜନୈତିକ ଦଳ ସଂଖ୍ୟା ୧୮୬୬

ନୂଆଦିଲ୍ଲୀ: ଦେଶରେ ଏବେ ପଞ୍ଜୀକୃତ ରାଜନୈତିକ ଦଳ ସଂଖ୍ୟା ହେଉଛି ୧୮୬୬। ନିର୍ବାଚନ କମିଶନଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। କମିଶନଙ୍କ ପକ୍ଷରୁ କୁହାଯାଇଛି ଯେ ୨୦୧୪ ମାର୍ଚ୍ଚରୁ ଚଳିତ ବର୍ଷ ଜୁଲାଇ ମାସ ମଧ୍ୟରେ ୨୩୯ଟି ସଂଗଠନ ନିଜକୁ ରାଜନୈତିକ ଦଳ ଭାବେ ପଞ୍ଜୀକୃତ କରାଇଛନ୍ତି। କମିଶନ କହିଛନ୍ତି, ଚଳିତ ବର୍ଷ ଜୁଲାଇ ୨୪ ତାରିଖ ସୁଦ୍ଧା ଦେଶରେ ୧୮୬୬ଟି ରାଜନୈତିକ ଦଳ ରହିଛି। ଏଗୁଡ଼ିକ ପଞ୍ଜୀକୃତ ହୋଇଛନ୍ତି। ଏଗୁଡ଼ିକ ମଧ୍ୟରୁ ୫୬ଟିକୁ ଜାତୀୟ ଅବା […]

politicalparties

politicalparties

Rakesh Mallick
  • Published: Sunday, 09 August 2015
  • Updated: 09 August 2015, 07:00 AM IST

Sports

Latest News

ନୂଆଦିଲ୍ଲୀ: ଦେଶରେ ଏବେ ପଞ୍ଜୀକୃତ ରାଜନୈତିକ ଦଳ ସଂଖ୍ୟା ହେଉଛି ୧୮୬୬। ନିର୍ବାଚନ କମିଶନଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। କମିଶନଙ୍କ ପକ୍ଷରୁ କୁହାଯାଇଛି ଯେ ୨୦୧୪ ମାର୍ଚ୍ଚରୁ ଚଳିତ ବର୍ଷ ଜୁଲାଇ ମାସ ମଧ୍ୟରେ ୨୩୯ଟି ସଂଗଠନ ନିଜକୁ ରାଜନୈତିକ ଦଳ ଭାବେ ପଞ୍ଜୀକୃତ କରାଇଛନ୍ତି।

କମିଶନ କହିଛନ୍ତି, ଚଳିତ ବର୍ଷ ଜୁଲାଇ ୨୪ ତାରିଖ ସୁଦ୍ଧା ଦେଶରେ ୧୮୬୬ଟି ରାଜନୈତିକ ଦଳ ରହିଛି। ଏଗୁଡ଼ିକ ପଞ୍ଜୀକୃତ ହୋଇଛନ୍ତି। ଏଗୁଡ଼ିକ ମଧ୍ୟରୁ ୫୬ଟିକୁ ଜାତୀୟ ଅବା ରାଜ୍ୟ ସ୍ତରୀୟ ରାଜନୈତିକ ଦଳ ଭାବେ ସ୍ୱୀକୃତି ପାଇଛନ୍ତି। ବାକିଗୁଡ଼ିକ ହେଉଛି ଅଣସ୍ୱୀକୃତି ପ୍ରାପ୍ତ ପଞ୍ଜୀକୃତ ରାଜନୈତିକ ଦଳ।

୨୦୧୪ ଲୋକସଭା ନିର୍ବାଚନରେ ୪୬୪ଟି ରାଜନୈତିକ ଦଳ ପ୍ରାର୍ଥୀ ଛିଡ଼ା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story