ଭୋପାଳରେ ରହୁଥିବା ନାବାଳକକୁ ପାକିସ୍ତାନରେ ରହୁଥିବା ତାଙ୍କ ମା’ଙ୍କ ପାଖକୁ ପଠାଇବାକୁ ଉଦ୍ୟମ ଆରମ୍ଭ

ଭୋପାଳ: ପାକିସ୍ତାନ ସରକାର ଭାରତର ଭିନ୍ନକ୍ଷମ ଝିଅ ଗୀତାକୁ ଫେରାଇବା ପରେ ମଧ୍ୟପ୍ରଦେଶର ଏକ ଆଶ୍ରମରେ ରହୁଥିବା ପାକିସ୍ତାନୀ ବାଳକ ରମଜାନକୁ ସ୍ୱଦେଶ ଫେରାଇବା ଦାବି ଜୋର ଧରିବାରେ ଲାଗିଛି। ରାଜ୍ୟର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମାୟା ସିଂ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ଏ ନେଇ ଚିଠି ଲେଖି ରମଜାନକୁ ପାକିସ୍ତାନ ପଠାଇବାକୁ ଅନୁରୋଧ କରିବେ ବୋଲି କହିଛନ୍ତି। ସମସ୍ତ ଆଇନଗତ କାର୍ଯ୍ୟ ପୂରଣ କରାଯିବା ସହ ରମଜାନ ଓ ତାଙ୍କ ମା’ଙ୍କ […]

ramzan

ramzan

Rakesh Mallick
  • Published: Friday, 30 October 2015
  • Updated: 30 October 2015, 08:44 AM IST

Sports

Latest News

ଭୋପାଳ: ପାକିସ୍ତାନ ସରକାର ଭାରତର ଭିନ୍ନକ୍ଷମ ଝିଅ ଗୀତାକୁ ଫେରାଇବା ପରେ ମଧ୍ୟପ୍ରଦେଶର ଏକ ଆଶ୍ରମରେ ରହୁଥିବା ପାକିସ୍ତାନୀ ବାଳକ ରମଜାନକୁ ସ୍ୱଦେଶ ଫେରାଇବା ଦାବି ଜୋର ଧରିବାରେ ଲାଗିଛି। ରାଜ୍ୟର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମାୟା ସିଂ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ଏ ନେଇ ଚିଠି ଲେଖି ରମଜାନକୁ ପାକିସ୍ତାନ ପଠାଇବାକୁ ଅନୁରୋଧ କରିବେ ବୋଲି କହିଛନ୍ତି। ସମସ୍ତ ଆଇନଗତ କାର୍ଯ୍ୟ ପୂରଣ କରାଯିବା ସହ ରମଜାନ ଓ ତାଙ୍କ ମା’ଙ୍କ ସହ ଆଲୋଚନା ପରେ ତାଙ୍କୁ ପାକିସ୍ତାନ ପଠାଯିବାର ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ ସିଂ କହିଛନ୍ତି। ଏହାସହ ଭୋପାଳର ଆରମ୍ଭ ସଂସ୍ଥାର ଉମିଦ ବାଳଗୃହରେ ରହୁଥିବା ରାମଜାନଙ୍କୁ ସେ ଭେଟିଛନ୍ତି। ଏହି ସାକ୍ଷାତକାର ବେଳେ ପାକିସ୍ତାରେ ରହୁଥିବା ତାଙ୍କ ମା’ଙ୍କ ପାଖକୁ ଯିବାକୁ ରମଜାନ ଇଚ୍ଛା ପ୍ରକାଶ କରିଥିବା ମନ୍ତ୍ରୀ ସିଂ କହିଛନ୍ତି ।

କରାଚିର ମୂଳ ବାସିନ୍ଦା ରମଜାନର କାହାଣୀ ଗୀତାଙ୍କଠାରୁ ଟିକେ ଅଲଗା। ରମଜାନର ମା’ କରାଚିରେ ରହୁଛନ୍ତି। ମାଆବାପାଙ୍କ ଛାଡପତ୍ର ହୋଇଯିବା ପରେ ରମଜାନଙ୍କୁ ଧରି ତାଙ୍କ ବାପା ବାଂଲାଦେଶ ଚାଲିଯାଇଥିଲେ। ସେଠାରୁ ରାମଜାନ ନଦୀ ରାସ୍ତାରେ ପଶ୍ଚିମବଙ୍ଗକୁ ଚାଲି ଆସିଥିଲେ। ପରେ ବିଭିନ୍ନ ସ୍ଥାନକୁ ଯାଇ ଶେଷରେ ଗୁଜରାଟ ଦେଇ ଭୋପାଳରେ ପହଞ୍ଚି ଥିଲେ। ଏବେ ସେ ଆରମ୍ଭ ନାମକ ସଂସ୍ଥାର ଉମିଦ ବାଲଗୃହରେ ରହୁଛନ୍ତି ।

ରମଜାନ୍ କହିଛି ଦୁଇବର୍ଷ ପୂର୍ବେ ନିଜ ସାବତ ମା’ର ବ୍ୟବହାରରେ ଅତିଷ୍ଠ ହୋଇ ସେ ଘରୁ ଲୁଚି ପଳାଇ ଆସିଥିଲେ। ଭୁଲ କ୍ରମେ ସେ ଭାରତ ମଧ୍ୟକୁ ଆସିଯାଇଥିଲେ। ବିଭିନ୍ନ ସ୍ଥାନ ବୁଲି ବୁଲି ସେ ଭୋପାଳରେ ପହଞ୍ଚି ଥିଲେ। ସେଠାରେ ଜିଆରପି ପୋଲିସ ତାଙ୍କୁ ଉଦ୍ଧାର କରି ଚାଇଲ୍ଡ ଲାଇନକୁ ଦେଇଥିଲା । ସେଠାରୁ ସେ ଉମିଦ ବାଳଗୃହକୁ ଯାଇ ରହି ଆସୁଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story