ବିବାଦୀୟ କୁରିଲ ଦ୍ୱୀପରେ ରୁଷ ପ୍ରଧାନମନ୍ତ୍ରୀ, ଜାପାନ କ୍ଷୁବ୍ଧ

ମସ୍କୋ :ରୁଷର ପ୍ରଧାନମନ୍ତ୍ରୀ ଦିମିତ୍ରୀ ମେଡଭେଡେଭ୍ ଶନିବାର ବିବାଦୀୟ କୁରିଲ ଦ୍ୱୀପପୁଞ୍ଜ ଗସ୍ତ କରିଥିଲେ। ଏହି ଦ୍ୱୀପପୁଞ୍ଜର ଇଟୁରୁପ ଦ୍ୱୀପରେ ସେ ପହଞ୍ଚିଥିଲେ। ଏହି ଦ୍ୱୀପଟି  ରୁଷର ପୂର୍ବ ଉପକୂଳରେ  ଅବସ୍ଥିତ। ଏହା ରୁଷ ଠାରୁ ବହୁ ଦୂରରେ ଥିବା ବେଳେ ଜାପାନ ନିକଟରେ ରହିଛି । ଜାପାନର ଉତ୍ତର ଉପକୂଳରେ ମାତ୍ର କିଛି ଦୂରରେ ଏହି ଦ୍ୱୀପରେ ଅବସ୍ଥିତ। ଜାପାନ ଏହି ଦ୍ୱୀପପୁଞ୍ଜକୁ  ନିଜର ବୋଲି କହୁଥିବା ବେଳେ ରୁଷ ମଧ୍ୟ ସମାନ ଦାବି କରି […]

medeved

medeved

Rakesh Mallick
  • Published: Saturday, 22 August 2015
  • Updated: 04 May 2017, 03:45 PM IST

Sports

Latest News

ମସ୍କୋ :ରୁଷର ପ୍ରଧାନମନ୍ତ୍ରୀ ଦିମିତ୍ରୀ ମେଡଭେଡେଭ୍ ଶନିବାର ବିବାଦୀୟ କୁରିଲ ଦ୍ୱୀପପୁଞ୍ଜ ଗସ୍ତ କରିଥିଲେ। ଏହି ଦ୍ୱୀପପୁଞ୍ଜର ଇଟୁରୁପ ଦ୍ୱୀପରେ ସେ ପହଞ୍ଚିଥିଲେ। ଏହି ଦ୍ୱୀପଟି  ରୁଷର ପୂର୍ବ ଉପକୂଳରେ  ଅବସ୍ଥିତ। ଏହା ରୁଷ ଠାରୁ ବହୁ ଦୂରରେ ଥିବା ବେଳେ ଜାପାନ ନିକଟରେ ରହିଛି । ଜାପାନର ଉତ୍ତର ଉପକୂଳରେ ମାତ୍ର କିଛି ଦୂରରେ ଏହି ଦ୍ୱୀପରେ ଅବସ୍ଥିତ।

ଜାପାନ ଏହି ଦ୍ୱୀପପୁଞ୍ଜକୁ  ନିଜର ବୋଲି କହୁଥିବା ବେଳେ ରୁଷ ମଧ୍ୟ ସମାନ ଦାବି କରି ଆସୁଛି। ଫଳରେ ଦୁଇ ଦେଶ ମଧ୍ୟରେ ବିବାଦ ଦେଖା ଦେଇଛି। ଏଭଳି ସ୍ଥିତିରେ ରୁଷ ପ୍ରଧାନମନ୍ତ୍ରୀଙ୍କ କୁରିଲର ଦ୍ୱୀପପୁଞ୍ଜ ଗସ୍ତ ଜାପାନକୁ କ୍ଷୁବ୍ଧ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story