ବିବାଦରେ ତ୍ରିପୁରା ରାଜ୍ୟପାଳଙ୍କ ଟ୍ୱିଟ୍

ନୂଆଦିଲ୍ଲୀ: ତ୍ରିପୁରା ରାଜ୍ୟପାଳ ତଥାଗତ ରୟ ଶୁକ୍ରବାର ଏକ ବିବାଦୀୟ ଟ୍ୱିଟ୍ କରି ଚର୍ଚ୍ଚାକୁ ଆସିଛନ୍ତି।  ଗତକାଲି ଫାଶି ଦିଆଯାଇଥିବା ୧୯୯୩ ବୋମା ବିସ୍ଫୋରଣର ଅଭିଯୁକ୍ତ ୟାକୁବ ମେନନର ଶେଷକୃତ୍ୟ ସାମିଲ ହୋଇଥିବା ପ୍ରତ୍ୟେକ ବ୍ୟକ୍ତି ଜଣେ ଜଣେ ସମ୍ଭାବ୍ୟ ଆତଙ୍କବାଦୀ ବୋଲି ରାଜ୍ୟପାଳ ସେ ଏଥିରେ। ଶ୍ରୀ ରାୟ ଟ୍ୱିଟରେ ଲେଖିଛନ୍ତି, ୟାକୁବ ମେନନର ଶବ ସତ୍କାର ବେଳେ ଗୋଇନ୍ଦା ନଜର ରଖିବା ଆବଶ୍ୟକ ଥିଲା। କାରଣ ସେତେବେଳେ କେତେକ ସମ୍ଭାବ୍ୟ ଆତଙ୍କୀ ସାମିଲ ହୋଇଥିବେ। […]

tathagataroy

tathagataroy

Rakesh Mallick
  • Published: Friday, 31 July 2015
  • Updated: 31 July 2015, 03:15 PM IST

Sports

Latest News

ନୂଆଦିଲ୍ଲୀ: ତ୍ରିପୁରା ରାଜ୍ୟପାଳ ତଥାଗତ ରୟ ଶୁକ୍ରବାର ଏକ ବିବାଦୀୟ ଟ୍ୱିଟ୍ କରି ଚର୍ଚ୍ଚାକୁ ଆସିଛନ୍ତି।  ଗତକାଲି ଫାଶି ଦିଆଯାଇଥିବା ୧୯୯୩ ବୋମା ବିସ୍ଫୋରଣର ଅଭିଯୁକ୍ତ ୟାକୁବ ମେନନର ଶେଷକୃତ୍ୟ ସାମିଲ ହୋଇଥିବା ପ୍ରତ୍ୟେକ ବ୍ୟକ୍ତି ଜଣେ ଜଣେ ସମ୍ଭାବ୍ୟ ଆତଙ୍କବାଦୀ ବୋଲି ରାଜ୍ୟପାଳ ସେ ଏଥିରେ।

ଶ୍ରୀ ରାୟ ଟ୍ୱିଟରେ ଲେଖିଛନ୍ତି, ୟାକୁବ ମେନନର ଶବ ସତ୍କାର ବେଳେ ଗୋଇନ୍ଦା ନଜର ରଖିବା ଆବଶ୍ୟକ ଥିଲା। କାରଣ ସେତେବେଳେ କେତେକ ସମ୍ଭାବ୍ୟ ଆତଙ୍କୀ ସାମିଲ ହୋଇଥିବେ। ଏହି ଟ୍ୱିଟ୍ ବିବାଦୀୟ ହେବା ପରେ ଶ୍ରୀ ରାୟ ସଫେଇ ଦେଇଛନ୍ତି ଯେ, ରାଜ୍ୟପାଳଙ୍କର ରାଜ୍ୟର ସୁରକ୍ଷାକୁ  ନେଇ ଚିନ୍ତା ରହିବା ଜୁରୁରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story