ବିଚାରପତିଙ୍କୁ ନିଯୁକ୍ତି ଦେବା ପୂର୍ବରୁ ବାର କାଉନସିଲର ପରାମର୍ଶ ନେଉ କୋଲେଜିୟମ୍: କେନ୍ଦ୍ର ସରକାର

ନୂଆଦିଲ୍ଲୀ: ବିଚାରପତିଙ୍କୁ ନିଯୁକ୍ତି ଦେବା ପୂର୍ବରୁ ବାର କାଉନସିଲର ମତମତ ନିଆଯିବା ଉଚିତ। ବିଚାରପତିମାନଙ୍କ ନିଯୁକ୍ତି ନେଇ ରହିଥିବା କୋଲେଜିୟମ୍ ବ୍ୟବସ୍ଥାରେ ସଂସ୍କାର ଆଣିବା ନେଇ ସୁପ୍ରିମକୋର୍ଟଙ୍କୁ ଏହି ପ୍ରସ୍ତାବ ଦେଇଛନ୍ତି ଆଟୋର୍ଣ୍ଣି ଜେନେରାଲ ମୁକୁଳ ରୋହତଗୀ। କେନ୍ଦ୍ର ସରକାରଙ୍କ ପକ୍ଷରୁ ସେ ସୁପ୍ରିମକୋର୍ଟଙ୍କୁ ଏହି ପ୍ରସ୍ତାବ ଦେଇଛନ୍ତି। ତା’ସହିତ ବିଚାରପତିମାନଙ୍କ ନିଯୁକ୍ତିକୁ ନେଇ ଏକ ନିର୍ଦ୍ଦିଷ୍ଟ ମାନଦଣ୍ଡକୁ ସାର୍ବଜନୀନ କରିବା ପାଇଁ ମଧ୍ୟ ସେ ପ୍ରସ୍ତାବ ଦେଇଛନ୍ତି। ଏହି ମାମଲାର ଶୁଣାଣି କରି ସୁପ୍ରିମ କୋର୍ଟ […]

supremecourt

supremecourt

Rakesh Mallick
  • Published: Tuesday, 03 November 2015
  • Updated: 03 November 2015, 12:49 PM IST

Sports

Latest News

ନୂଆଦିଲ୍ଲୀ: ବିଚାରପତିଙ୍କୁ ନିଯୁକ୍ତି ଦେବା ପୂର୍ବରୁ ବାର କାଉନସିଲର ମତମତ ନିଆଯିବା ଉଚିତ। ବିଚାରପତିମାନଙ୍କ ନିଯୁକ୍ତି ନେଇ ରହିଥିବା କୋଲେଜିୟମ୍ ବ୍ୟବସ୍ଥାରେ ସଂସ୍କାର ଆଣିବା ନେଇ ସୁପ୍ରିମକୋର୍ଟଙ୍କୁ ଏହି ପ୍ରସ୍ତାବ ଦେଇଛନ୍ତି ଆଟୋର୍ଣ୍ଣି ଜେନେରାଲ ମୁକୁଳ ରୋହତଗୀ। କେନ୍ଦ୍ର ସରକାରଙ୍କ ପକ୍ଷରୁ ସେ ସୁପ୍ରିମକୋର୍ଟଙ୍କୁ ଏହି ପ୍ରସ୍ତାବ ଦେଇଛନ୍ତି। ତା’ସହିତ ବିଚାରପତିମାନଙ୍କ ନିଯୁକ୍ତିକୁ ନେଇ ଏକ ନିର୍ଦ୍ଦିଷ୍ଟ ମାନଦଣ୍ଡକୁ ସାର୍ବଜନୀନ କରିବା ପାଇଁ ମଧ୍ୟ ସେ ପ୍ରସ୍ତାବ ଦେଇଛନ୍ତି।

ଏହି ମାମଲାର ଶୁଣାଣି କରି ସୁପ୍ରିମ କୋର୍ଟ କହିଛନ୍ତି ଯେ କୋଳେଜିୟମ୍ ବ୍ୟବସ୍ଥାରେ ସୁଧାର ଆଣିବା ନେଇ ତାଙ୍କ ପାଖରେ ପରାମର୍ଶର ଲମ୍ବା ତାଲିକା ରହିଛି। ତେବେ କୋଲେଜିୟମ୍ ବ୍ୟବସ୍ଥାକୁ ଆହୁରି ଭଲ କରିବା ପାଇଁ ୪ଟି ପ୍ରସଙ୍ଗ ଗୁରୁତ୍ୱପୂର୍ଣ୍ଣ। ସେଗୁଡିକ ହେଲା ସ୍ୱଚ୍ଛତା, ସର୍ବନିମ୍ନ ଯୋଗ୍ୟତା, କଲେଜିୟମ୍ ପାଇଁ ସଚିବ ଓ ନବନିଯୁକ୍ତ ବିଚାରପତିଙ୍କ ବିପକ୍ଷରେ ଆସିବାକୁ ଥିବା ଅଭିଯୋଗଗୁଡ଼ିକୁ ପ୍ରତିହତ କରିବା ଦିଗରେ ଦୃଷ୍ଟି ଦେବା। ତେବେ କୋଲେଜିୟମ୍ ବ୍ୟବସ୍ଥାରେ ସଂପୂର୍ଣ୍ଣ ପରିବର୍ତ୍ତନ ଅଣାଯାଇ ପାରିବ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ ଭାବେ କହି ଦେଇଛନ୍ତି।

ଗତ ଅକ୍ଟୋବର ୧୬ରେ ସୁପ୍ରିମକୋର୍ଟ ବିଚାରପତିଙ୍କ ନିଯୁକ୍ତି ପାଇଁ ନୂତନ ଭାବେ ପ୍ରସ୍ତୁତ ନ୍ୟାସନାଲ ଜୁଡିସିଆଲ ଆପଏଣ୍ଟମେଣ୍ଟ ଅଧିନିୟମକୁ ପ୍ରତ୍ୟାଖାନ କରି ଦେଇଥିଲେ। ଏହା ପରେ କେନ୍ଦ୍ର ସରକାର କୋଲେଜିୟମ୍ ବ୍ୟବସ୍ଥାରେ ସଂସ୍କାର ଆଣିବା ନେଇ ସର୍ବୋଚ୍ଚ ନ୍ୟାୟାଳୟକୁ ପରାମର୍ଶ ମାଗିଥିଲେ।

କଲେଜିୟମ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ମଙ୍ଗଳବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରମକୋର୍ଟଙ୍କୁ କେତେଗୁଡ଼ିଏ ପ୍ରସ୍ତାବ ଦିଆଯାଇଥିଲା। ସେଗୁଡ଼ିକ ହେଉଛି- ଜଣେ ବ୍ୟକ୍ତିଙ୍କୁ କୋଲେଜିୟମ୍ କାହିଁକି ବିଚାରପତି ନିଯୁକ୍ତ କଲେ ତାହାର କାରଣ ଉଲ୍ଲେଖ କରନ୍ତୁ, ବିଚାରପତି ନିଯୁକ୍ତି ପାଇଁ ଏକ ନିର୍ଦ୍ଦିଷ୍ଟ ମାପଦଣ୍ଡକୁ ସାର୍ବଜନୀନ କରାଯାଉ, ବିଚାରପତି ନିଯୁକ୍ତି କରିବା ପୂର୍ବରୁ କୋଲେଜିୟମ୍ ବାର୍ କାଉନସିଲର ରାୟ ନେବା ଉଚିତ୍ ଓ ବିଚାରପତି ଭାବେ ନିଯୁକ୍ତି ପାଇଁ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ପକ୍ଷରୁ ଆସୁଥିବା ପ୍ରସ୍ତାବିତ ନାମଗୁଡ଼ିକୁ ସାର୍ବଜନୀନ କରାଯିବା ଉଚିତ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story